ରାଜ୍ୟ

ରାଜ୍ୟସଭା ପ୍ରାର୍ଥୀ ହେବା ପରେ କ’ଣ କହିଲେ ଦେବାଶିଷ

କଟକ,୧୩।୨: ରାଜ୍ୟସଭା ପ୍ରାର୍ଥୀ ହେବା ପରେ ବିଜେଡି ନେତା ଦେବାଶିଷ ସାମନ୍ତରାର ତାଙ୍କ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ‘ଏହା ମୋ ପାଇଁ ସରପ୍ରାଇଜ ଥିଲା’। ନବୀନ ବାବୁ ଭାବି ଚିନ୍ତି ନିଷ୍ପତ୍ତି ନିଅନ୍ତି। ରାଜ୍ୟସଭା ଭଳି ବାରାଟୀ କଟକ...

ଏସବୁ ଜିଲାକୁ ପ୍ରଥମେ ପଠଗଲା ମାଟ୍ରିକ ପ୍ରଶ୍ନପତ୍ର, ଜାଣନ୍ତୁ ଆପଙ୍କ ଜିଲା ଅଛିକି ନାହିଁ

କଟକ,୧୩।୨: ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଫେବୃଆରୀ ୨୦ ତାରିଖରେ ହେବ । ଏନେଇ ସୋମବାରଠାରୁ ପ୍ରଶ୍ନପତ୍ର ବୋର୍ଡ କାର୍ଯ୍ୟାଳୟରୁ ୭ ଜିଲାକୁ ପଠାଯାଇଛି। ଏହି ସବୁ ଜିଲା ଗୁଡ଼ିକ ହେଲା, କଳାହାଣ୍ଡି, ନବରଙ୍ଗପୁର, ମାଲକାନଗିରି, ରାୟଗଡ଼ା, କୋରାପୁଟ, ନୂଆପଡ଼ା...

ବାରହା ଶିକାର ପାଇଁ ଖଞ୍ଜା ଯାଇଥିଲା ବୋମା, ଖାଇଦେଲା ହାତୀ

ଭୁବନେଶ୍ୱର,୧୩।୨: ଭୁବନେଶ୍ୱର ସ୍ଥିତ ଭରତପୁର ଜଙ୍ଗଲରେ ଅସୁସ୍ଥ ଦନ୍ତା ହାତୀର ମୃତ୍ୟୁ ଘଟିଛି। ସୋମବାର ମଧ୍ୟରାତ୍ରରେ ଦନ୍ତାର ମୃତ୍ୟୁ ହୋଇଥିବା ଜଣାପଡିଛି। ବାରହା ଶିକାର ପାଇଁ ଶିକାରୀ ଖଞ୍ଜିଥିବା ବୋମା ଖାଇ ହାତୀଟିର ଅବସ୍ଥା ଗୁରୁତର ଥିଲା। ଭରତପୁର ଜଙ୍ଗଲରୁ...

ଆଜି ନାମାଙ୍କନ ଭରିବେ ବିଜେଡିର ୨ ରାଜ୍ୟ ସଭା ପ୍ରାର୍ଥୀ

ଭୁବନେଶ୍ୱର,୧୩।୨: ବିଜେଡିର ଦୁଇ ରାଜ୍ୟ ସଭା ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆ ମଙ୍ଗଳବାର ନାମାଙ୍କନପତ୍ର ଦାଖଲ କରିବେ। ପ୍ରଥମେ ଉଭୟ ନବୀନ ନିବାସ ଯାଇ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ। ପରେ ସେମାନେ...

ଓଡ଼ିଶା ଆସିବେ ପ୍ରିୟଙ୍କା ଗାନ୍ଧୀ, କରିବେ ନିର୍ବାଚନୀ ପ୍ରଚାର

ଭୁବନେଶ୍ୱର,୧୩।୨: ପ୍ରମୁଖ ରାଜନୈତିକ ଦଳମାନେ ଓଡ଼ିଶାରେ ହେବାକୁ ଥିବା ସାଧାରଣ ନିର୍ବାଚନ ପୂର୍ବରୁ ସେମାନଙ୍କ ରଣନୀତି ଦୃଢ କରିବାରେ ଲାଗିଛନ୍ତି। ଭାଜପା ଦଳର ଅଧ୍ୟକ୍ଷ ଜେପି ନଡ୍ଡା, କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀଙ୍କ...

ଟିକେଟକୁ ନେଇ ଚର୍ଚ୍ଚାରେ ଅରିନ୍ଦମ

କଟକ, ୧୩ା୨(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନ ପାଖେଇ ଆସୁଥିବାବେଳେ ରାଜନୀତିରେ ନୂଆ ପରୀକ୍ଷଣ ହେଉଛି। ଏଭଳି ଘଟଣା ବାରବାଟୀ-କଟକ ନିର୍ବାଚନ ମଣ୍ଡଳୀରେ ଦେଖିବାକୁ ମିଳିଛି। ପୂର୍ବତନ ବିଧାୟକ ତଥା ବିଜେଡି କଟକ ଜିଲା ସଭାପତି ଦେବାଶିଷ ସାମନ୍ତରାୟ ଆଗାମୀ ନିର୍ବାଚନ ନିମନ୍ତେ...

ଆଜି ଆସୁଛନ୍ତି ଶିବରାଜ: ଆଗକୁ ଆସିବେ ଗଡକରୀ, ରାଜନାଥ

ଭୁବନେଶ୍ୱର,୧୩।୨(ସୁନିତ୍‌ ମିଶ୍ର): ୨୦୨୪ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ଭାଜପା ନିଜର ରାଜନୈତିକ ପ୍ରସ୍ତୁତିକୁ ଜୋରଦାର କରିଛି। ଦଳର କେନ୍ଦ୍ରୀୟ ନେତାମାନେ ସରକାର ଗଠନ କରିବାର ଦମ୍ଭୋକ୍ତି ଦେଖାଉଛନ୍ତି। ସେହିକ୍ରମରେ ଆସନ୍ତା ୨୪ ତାରିଖ ମଧ୍ୟରେ ଭାଜପା ପକ୍ଷରୁ...

ଦଳୀୟ କନ୍ଦଳ ସଭିଙ୍କୁ ଅଡ଼ୁଆ

ବରଗଡ଼,୧୩।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ବରଗଡ଼ ବିଧାନସଭା ନିର୍ବାଚନମଣ୍ଡଳୀରେ ପ୍ରମୁଖ ୩ ଦଳ ବିଜେଡି, ଭାଜପା ଓ କଂଗ୍ରେସରୁ ଆଶାୟୀମାନେ ଟିକେଟ ପାଇବା ପାଇଁ ନିଜସ୍ବ ଢଙ୍ଗରେ ପ୍ରୟାସ କରୁଛନ୍ତି। ଏଠାରେ ବିଧାୟକ ଅଛନ୍ତି ବିଜେଡିର ଦେବେଶ ଆଚାର୍ଯ୍ୟ। ଅଦ୍ୟାବଧି...

‘ଇ-ମମତା ୨.୦’କୁ ସିଲ୍‌ଭର୍‌ ସ୍କଚ୍‌ ଆୱାର୍ଡ

ଭୁବନେଶ୍ୱର, ୧୩।୨(ଅସମାପିକା ସାହୁ):ମହିଳା ଓ ଶିଶୁ ବିକାଶ ବିଭାଗର ‘ଇ-ମମତା ୨.୦’କୁ ଦିଲ୍ଲୀର ସମ୍ବିଧାନ କ୍ଲବରେ ଜାତୀୟସ୍ତରରେ ସମ୍ମାନଜନକ ସିଲ୍‌ଭର୍‌ ସ୍କଚ୍‌ ଆୱାର୍ଡ ମିଳିଛି। ଓଡ଼ିଶାର ମା’ ଓ ଶିଶୁ ମୃତ୍ୟୁ ହାର ହ୍ରାସ କରିବା ସହ ଗର୍ଭବତୀ ଓ...

ନିଶା ବେପାରୀଙ୍କୁ ୩୦ କି.ମି. ଗୋଡ଼ାଇ ଧରିଲା ପୋଲିସ

ଭୁବନେଶ୍ୱର,୧୩।୨(ସୂର୍ଯ୍ୟକାନ୍ତ ବେହେରା):ଦାମୀ କାର୍‌ରେ ଗଞ୍ଜେଇ ଚାଲାଣବେଳେ କମିଶନରେଟ ପୋଲିସର ସ୍ପେଶାଲ କ୍ରାଇମ୍‌ ୟୁନିଟ୍‌ ୩୦ କି.ମି ପିଛା କରି ୩ ଆନ୍ତଃରାଜ୍ୟ ନିଶାବେପାରୀଙ୍କୁ ଭୁବନେଶ୍ୱର ଉପକଣ୍ଠ ପାହାଳରୁ କାବୁ କରିବାରେ ସଫଳ ହୋଇଛି। ଗିରଫ ଅଭିଯୁକ୍ତମାନେ ହେଲେ ରବି ଶଙ୍କର...

ବାହାଘର ବେଳେ ଚୋରି ରୋକିବାକୁ ପୋଲିସର ଟିପ୍ସ

ଭୁବନେଶ୍ୱର,୧୩।୨(ସତ୍ୟଜିତ୍‌ ରାଉତ): ରାଜଧାନୀରେ ବିଭିନ୍ନ ମଣ୍ଡପରେ ବାହାଘର ଆଦି କାର୍ଯ୍ୟକ୍ରମରେ ଲୁଟେରାମାନେ ଲୁଟ୍‌ପାଟ୍‌ ଓ ଚୋରି କରୁଛନ୍ତି। ଏହାକୁ ନଜରରେ ରଖି ଲୁଟ୍‌ ଓ ଚୋରି ରୋକିବାକୁ କମିଶନରେଟ୍‌ ପୋଲିସ ଆୟୋଜନକାରୀଙ୍କୁ ଟିପ୍ସ ଦେବାକୁ ନିଷ୍ପତ୍ତି ନେଇଛି। ଲାଇସେନ୍ସ ନେବା...

୧୬ରେ ରାଜ୍ୟବ୍ୟାପୀ ଭେଣ୍ଡିଂଜୋନ୍‌, ଉଠାଦୋକାନ ବନ୍ଦ

ଭୁବନେଶ୍ୱର, ୧୩।୨(ବନ୍ଦନା ସେଠୀ): ଆସନ୍ତା ୧୬ ତାରିଖରେ ହେବାକୁ ଥିବା ସର୍ବଭାରତୀୟ ଧର୍ମଘଟକୁ ସମର୍ଥନ ଜଣାଇ ସମ୍ପୃକ୍ତ ଦିନ ପ୍ରାତଃ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଭେଣ୍ଡିଂଜୋନ୍‌ ଓ ଉଠାଦୋକାନ ବନ୍ଦ ରହିବ। ଏନେଇ ନ୍ୟାଶନାଲ ହକର୍‌ ଫେଡେରେଶନ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri