ରାଜ୍ୟ

ପରୀକ୍ଷାର ଦେଢ଼ ଘଣ୍ଟା ପୂର୍ବରୁ ହଲ୍‌କୁ ପ୍ରବେଶ କରିବେ ପରୀକ୍ଷାର୍ଥୀ: ମାଧ୍ୟମିକ ଶିକ୍ଷା ପରିଷଦ

କଟକ,୩ା୨(କାର୍ତ୍ତିକ ସାହୁ): ଫେବୃଆରୀ ୨୦ରୁ ଆରମ୍ଭ ହେଉଛି ମାଟ୍ରିକ ପରୀକ୍ଷା। ଉକ୍ତ ପରୀକ୍ଷାକୁ ସୁବ୍ୟବସ୍ଥିତ କରିବା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟକ୍ରମ ଜାରି ରଖିଛି। କପି ରୋକିବା ଲାଗି ନୂଆ ଫର୍ମୂଲା ଆପଣାଇଛି ବୋର୍ଡ। ଏଣିକି ପରୀକ୍ଷା ପାଇଁ...

ମହିଳା ଯାତ୍ରୀଙ୍କୁ ୫ ଲକ୍ଷ ଟଙ୍କା ମୂଲ୍ୟର ମୂଲ୍ୟବାନ ଅଳଙ୍କାର ଫେରସ୍ତ କଲେ ଅଟୋ ଡ୍ରାଇଭର

ନୂଆଦିଲ୍ଲୀ,୩।୨: ମାନବିକତା ଏବଂ ବିଶାଳ ହୃଦୟ ଦେଖାଇଲେ ଅଟୋ-ରିକ୍ସା ଡ୍ରାଇଭର। ଭଦ୍ରକରେ ଗାଡିରେ ଜଣେ ମହିଳା ଯାତ୍ରୀ ଭୁଲି ଯାଇଥିବା ମୂଲ୍ୟବାନ ଅଳଙ୍କାର ଫେରସ୍ତ କରି ଅଟୋ ଡ୍ରାଇଭର ବିଭିନ୍ନ ମହଲରୁ ପ୍ରଶଂସା ସାଉଣ୍ଟିଛନ୍ତି। ଭଦ୍ରକର ଇନାୟତ ଖାନ ଏକ...

ଖଟିଆରେ ୩ କିଲୋମିଟର ବୁହାହେଲେ ଗର୍ଭବତୀ

କୋକସରା,୩ା୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲାରୁ ପୁଣି ଦେଖିବାକୁ ମିଳିଛି ଜନନୀ ଯନ୍ତ୍ରଣାର ଚିତ୍ର। କୋକସରା ବ୍ଲକ ଆମପାଣି ପଞ୍ଚାୟତର ସାହାଜଖୋଲ ଜଙ୍ଗଲ ମଧ୍ୟରେ ରହିଥିବା ଗିରଳିମାଲ ଗାଁକୁ ଭଲ ରାସ୍ତା ଟିଏ ନ ଥିବାରୁ ଗାଁକୁ ଯାଇ ପାରି...

ଅରୂପାନନ୍ଦ ଦାସ ହେଲେ ରାଜ୍ୟ ଆଇନଜୀବୀ ପରିଷଦର ଏକ୍‌ଜିକ୍ୟୁଟିଭ୍‌ କମିଟି ଅଧ୍ୟକ୍ଷ

କଟକ,୩ା୨(କାର୍ତ୍ତିକ ସାହୁ): ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦର ଏକ୍‌ଜିକ୍ୟୁଟିଭ୍‌ କମିଟି ଅଧ୍ୟକ୍ଷ ଭାବେ ପରିଷଦର ସଦସ୍ୟ ଆଇନଜୀବୀ ଅରୂପାନନ୍ଦ ଦାସ ସର୍ବସମ୍ମତି କ୍ରମେ ମନୋନୀତ ହୋଇଛନ୍ତି। ଶ୍ରୀ ଦାସ ଏବେ ହାଇକୋର୍ଟରେ ଅତିରିକ୍ତ ସରକାରୀ ଓକିଲ ଭାବେ କାର୍ଯ୍ୟରତ ଅଛନ୍ତି।...

ବସ୍‌ ପଛରୁ ପିଟିଲା ଟ୍ରକ୍‌: ୮ ଯାତ୍ରୀ ଗୁରୁତର

ଖୋର୍ଦ୍ଧା,୩।୨: ଖୋର୍ଦ୍ଧା ଜିଲା ବାଲୁଗାଁରେ ଶନିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ୍‌ ପଛରୁ ଟ୍ରକ ଧକ୍କା ଦେବାରୁ ୮ ଯାତ୍ରୀ ଗୁରୁତର ହୋଇଛନ୍ତି। ପ୍ରାୟ ୪୦ ଯାତ୍ରୀଙ୍କୁ ଧରି ଏକ ଯାତ୍ରୀବାହୀ ବସ୍‌ ବ୍ରହ୍ମପୁରରୁ ଭୁବନେଶ୍ୱର...

ପ୍ରଧାନମନ୍ତ୍ରୀଙ୍କୁ ଦେଖା କରିବାକୁ ଗଲାବେଳେ ନିଖୋଜ ଶିଶୁ ପିହୁର ମା’ଙ୍କୁ ଉଠାଇନେଲା ପୋଲିସ 

ଢେଙ୍କାନାଳ,୩।୨(ରତନ ନାୟାର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଓଡ଼ିଶା ଗସ୍ତରେ ଆସିଛନ୍ତି। ତାଙ୍କୁ  ଦେଖାକରିବା ପାଇଁ ସମ୍ବଲପୁର ଯାଉଥିବା ବେଳେ ନିଖୋଜ ଶିଶୁ ପିହୁର ମା’ଙ୍କୁ  ପୋଲିସ ଉଠାଇ ନେଇଛି । କାରରେ ଯାଉଥିବା ବେଳେ ବିଳମ୍ବିତ ରାତିରେ ପୋଲିସ...

ଆଇଆଇଏମ୍‌ ସ୍ଥାୟୀ କ୍ୟାମ୍ପସକୁ ଉଦ୍‌ଘାଟନ କଲେ ମୋଦି

ସମ୍ବଲପୁର,୩ା୨(ପ୍ରମୋଦ ବହିଦାର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ସମ୍ବଲପୁର ଗସ୍ତରେ ଆସିଛନ୍ତି। ସେଠାରେ ସେ ବସନ୍ତପୁରଠାରେ ନୂତନଭାବେ ନିର୍ମିତ ଆଇଆଇଏମ୍‌ ସ୍ଥାୟୀ କ୍ୟାମ୍ପସକୁ ବିଧିବଦ୍ଧ ଭାବେ ଉଦ୍‌ଘାଟନ କରିଛନ୍ତିି।ଏହା ସହ ଅନ୍ୟ ୧୮ଟି ପ୍ରକଳ୍ପର ଲୋକାର୍ପଣ ଏବଂ ଶିଳାନ୍ୟାସ କରିଛନ୍ତି...

ସମ୍ବଲପୁର ଆଇଆଇଏମ୍‌ରେ ପହଞ୍ଚିଲେ ମୋଦି

ସମ୍ବଲପୁର,୩ା୨(ପ୍ରମୋଦ ବହିଦାର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସ୍ବତନ୍ତ୍ର ବିମାନରେ ଆସି ଶନିବାର ଅପରାହ୍ନରେ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ପହଞ୍ଚିଲେ। ସେଠାରେ ତାଙ୍କୁ ଭାଜପା ନେତୃବୃନ୍ଦ ଭବ୍ୟ ସ୍ବାଗତ କରିଥିଲେ। ପରେ ସେଠାରୁ ପ୍ରଧାନମନ୍ତ୍ରୀ ମୋଦି...

ଝାରସୁଗୁଡ଼ାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ସମ୍ବଲପୁର,୩ା୨(ପ୍ରମୋଦ ବହିଦାର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସ୍ବତନ୍ତ୍ର ବିମାନରେ ଆସି ଶନିବାର ଅପରାହ୍ନରେ ଝାରସୁଗୁଡ଼ାରେ ପହଞ୍ଚିଛନ୍ତି। ସେଠାରୁ ସେ ବାୟୁସେନାର ଏକ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ସମ୍ବଲପୁର ଗସ୍ତ କରିବେ। ବସନ୍ତପୁରଠାରେ ନୂତନ ଭାବେ ନିର୍ମିତ  ଆଇଆଇଏମ ସମ୍ବଲପୁରର...

ଭାଷାବିତ୍‌ ଡ. ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କୁ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମାନ

ଭୁବନେଶ୍ୱର,୩।୨: ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ୨୦୨୪ ଉଦ୍‌ଘାଟିତ ହୋଇଛି। ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ସାମୂହିକ ବନ୍ଦେ ଉତ୍କଳ ଗାନ କରାଯାଇଥିଲା । ପର ମୁଖ୍ୟମନ୍ତ୍ରୀ ଉପସ୍ଥିତ ଥିବା ଅତିଥୀଙ୍କୁ ସମ୍ବୋଧିତ...

ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ୨୦୨୪ ଉଦ୍‌ଘାଟିତ: ୩ ଦିନ ଧରି ଚାଲିବ ଏହି ମହାକୁମ୍ଭ

ଭୁବନେଶ୍ୱର,୩।୨: ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ୨୦୨୪  ଉଦ୍‌ଘାଟିତ  ହୋଇଛି। ଶନିବାରଠୁ ଜନତା ମଇଦାନରେ ଭାଷାର ଏହି ମହାକୁମ୍ଭ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମ ଲାଗି ଦେଶ ବିଦେଶରୁ ୧୦୦ରୁ ଅଧିକ ଶିକ୍ଷାବିତ୍‌ ଯୋଗ ଦେଇଛନ୍ତି ।...

ଅଭାବୀ ବିକ୍ରି, କୋବି ଫସଲ ଉଜାଡ଼ିଦେଲେ ଚାଷୀ

ରସୁଲପୁର,୩।୨(ରଞ୍ଜିତ ରାଉତ): ଫସଲର ଅଭାବୀ ବିକ୍ରି ଚାଷୀଙ୍କ ଚିନ୍ତା ବଢ଼ାଇଛି। ଏଭଳିସ୍ଥିତି ଯାଜପୁର ଜିଲା ରସୁଲପୁର ବ୍ଲକର କୋବି ଚାଷୀଙ୍କ କ୍ଷେତ୍ରରେ ଦେଖାଦେଇଛି। ଏଠାରେ ଫୁଲକୋବିର ଅଭାବୀ ବିକ୍ରି ଯୋଗୁ ଚାଷୀ ସେମାନଙ୍କ କୋବି ଫସଲ ଉଜାଡ଼ି ଦେଇଛନ୍ତି। କୋବି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri