ରାଜ୍ୟ

ଡାକ୍ତରମାନେ ସ୍ପଷ୍ଟ ହସ୍ତାକ୍ଷରରେ ଚିଠା ଲେଖିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର, ୧୨।୧(ଅସମାପିକା ସାହୁ): ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ତତ୍ପର ହୋଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ। ଡାକ୍ତରମାନଙ୍କୁ ପରିଷ୍କାର ଅକ୍ଷରରେ ଲେଖିବାକୁ ବିଭାଗ ନିର୍ଦ୍ଦେଶ ଦେଇଛି। ଏନେଇ ରାଜ୍ୟ ପରିବାର ଓ ସ୍ବାସ୍ଥ୍ୟ କଲ୍ୟାଣ ବିଭାଗ ଅର୍ଡର ଜାରି କରିଛି। ଡାକ୍ତରୀ...

୧୩ ତାରିଖ ପରୀକ୍ଷା ୨୪ରେ ହେବ

ସମ୍ବଲପୁର,୧୧ା୧(ପ୍ରମୋଦ ବହିଦାର): ସମ୍ବଲପୁର ମନ୍ଦଲିଆ ପଡ଼ିଆରେ ଶନିବାର ନୂଆ-ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଆୟୋଜିତ ହେବ। ଏଥିରେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ (ଜିଏମ୍‌ୟୁ) ସମେତ ଜିଲାର ୭୦ ଶିକ୍ଷାନୁଷ୍ଠାନର ପ୍ରାୟ ୧୦,୪୦୦ ଛାତ୍ରୀଛାତ୍ର ଯୋଗଦେବାର କାର୍ଯ୍ୟକ୍ରମ ରହିଛି।...

ଛୁଟିରେ ଅଧିକାରୀ, ଦରମା ନ ପାଇ ହଟହଟା କର୍ମଚାରୀ

ବୈପାରିଗୁଡ଼ା,୧୨ା୧୧ (କଳ୍ପତରୁ ମହାନ୍ତି): ଅଧିକାରୀ ଛୁଟିରେ ଥିବାରୁ ବୈପାରିଗଡ଼ା ବ୍ଲକ୍‌ରେ କାର୍ଯ୍ୟରତ ଗଣଶିକ୍ଷକ ଓ ଏକ୍ସ କ୍ୟାଡର ଶିକ୍ଷକମାନେ ଡିସେମ୍ବର ମାସର ଦରମା ଏ ଯାଏ ପାଇନାହାନ୍ତି। ଅଧିକାରୀ କେବେ ଆସିବେ କେବେ କର୍ମଚାରୀଙ୍କୁ ଦରମା ମିଳିବ ସେନେଇ ଅନିଶ୍ଚିତତା...

ତେଜିଲା ପଦ୍ମପୁର ଜିଲା ଦାବି, ୧୬ରେ ୧୨ ଘଣ୍ଟିଆ ବନ୍ଦ

ପାଇକମାଳ,୧୨ା୧(ବଡ ଶତପଥି): ବରଗଡ଼ ଜିଲା ପାଇକମାଳସ୍ଥିତ ନୃସିଂହନାଥ ଧର୍ମଶାଳାଠାରେ ପଦ୍ମପୁର ଜିଲା ଗଠନ ମିଳିତ କ୍ରିୟାନୁଷ୍ଠାନ କମିଟିର ଆହ୍ବାନ କ୍ରମେ ଆଇନଜୀବୀ ରାମରତନ ପୁରୋହିତଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ପାଇକମାଳ ନାଗରିକ କମିଟି, ବଣିକ...

ପୋଲିସ ଏସ୍‌ଆଇ ଚୟନ ମାମଲା: ଜବାବ ଦାଖଲ ପାଇଁ ହାଇକୋର୍ଟଙ୍କ ନୋଟିସ୍‌

କଟକ,୧୨ା୧(କାର୍ତ୍ତିକ ସାହୁ): ପୋଲିସ ଏସ୍‌ଆଇ ନିମନ୍ତେ ଅନୁଷ୍ଠିତ ପରୀକ୍ଷାରେ ପ୍ରଶ୍ନପତ୍ର ଜନିତ ତ୍ରୁଟିକୁ ନେଇ ଦାୟର ମାମଲାରେ ହାଇକୋର୍ଟ ଶୁକ୍ରବାର ଶୁଣାଣି କରିଛନ୍ତି। ଏ ସଂକ୍ରାନ୍ତରେ ଜବାବ ଦାଖଲ ନିମନ୍ତେ ପୋଲିସ ରିକ୍ରୁଟମେଣ୍ଟ ବୋର୍ଡ ଓ ରାଜ୍ୟ ସରକାରଙ୍କୁ ହାଇକୋର୍ଟ...

ଗାଁକୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ: ୩ କି.ମି ବୁହାହେଲେ ପ୍ରସୂତି

ରାୟଗଡା,୧୨।୧(ଭାଗ୍ୟଶ୍ରୀ ମିଶ୍ର): ମା’ଙ୍କୁ ସମ୍ମାନ ନାରା ପ୍ରହସନ। ଦୁର୍ଗମରେ ପୁଣି ଜନନୀ ଯନ୍ତ୍ରଣାର ଚିତ୍ର ସାମ୍ନାକୁ ଆସିଛି। ରାସ୍ତା ନ ଥିବାରୁ ଗାଁକୁ ପହଞ୍ଚି ପାରିଲା ନାହିଁ ଆମ୍ବୁଲାନ୍ସ। ଫଳରେ ବାଟରେ ପ୍ରସବ କଲେ ମହିଳା। ଏଭଳି ଏକ ଘଟିଛି...

ନିଶା ଇଞ୍ଜେକଶନ୍‌ ଦେଇ ମାରି ଖଣ୍ଡ ଖଣ୍ଡ କରି କାଟିଥିବା  ଡାକ୍ତରଙ୍କୁ ଆଜୀବନ ଜେଲ

ବ୍ରହ୍ମପୁର,୧୨।୧(ସୁବାସ ଚନ୍ଦ୍ର ପାଢ଼ୀ) : ବହୁ ଚର୍ଚ୍ଚିତ ବିଷ୍ଣୁ ଗୌଡ଼ ହତ୍ୟା ମାମଲାରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁକ୍ରବାର ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ (ଏଡିଜେ)୩ ରାଜ କୁମାର ଦାଶ ପ୍ରକାଶ କରିଛନ୍ତି। ମୁଖ୍ୟ ଅଭିଯୁକ୍ତ ଡାକ୍ତର ହୃଷିକେଶ...

କଟକରେ ମା’ ସହିତ ଝଗଡ଼ା ପରେ ଜୀବନ ହାରିଲେ ଯୁବକ

କଟକ, ୧ ୨।୧: କଟକ ଜିଲ୍ଲାର ଓଲଟପୁର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। କଣ୍ଟାପଡା ଗ୍ରାମରେ ଜଣେ ଯୁବକଙ୍କ ନିଜ ମା’ଙ୍କ ସହିତ ଝଗଡ଼ା ପରେ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ନାମ ଆଲୋକ ସାହୁ ବୋଲି ଜଣାପଡିଛି। ପ୍ରାରମ୍ଭିକ...

‘ଆକାଶ’ କ୍ଷେପଣାସ୍ତ୍ରର ପରୀକ୍ଷଣ

ବାଲେଶ୍ୱର,୧୨ା୧(ମାନସ ବିଶ୍ୱାଳ): ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ସ୍ବଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ଆକାଶ-ନ୍ୟୁ ଜେନେରେଶନ ଶୁକ୍ରବାର ବ୍ୟବହାରିକ ପରୀକ୍ଷା ଚାନ୍ଦିପୁର ଆଇଟିଆର ପକ୍ଷରୁ କରାଯାଇଥିବା ଜଣାପଡ଼ିଛି। ଆଜି ପୂର୍ବାହ୍ନ ୧୦.୩୦ରେ ଏହି ପରୀକ୍ଷଣ ହୋଇଛି। ଆକାଶ ଏନର୍ଜି ଆକାଶ ସିରିଜର ଏକ...

ବିଦ୍ୟାଳୟ ପରିସରରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଜବତ

ବାରିପଦା,୧୨ା୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧୀନ ଶ୍ୟାମସୁନ୍ଦର ପଞ୍ଚାୟତ ଅଁଳାଗୁଞ୍ଜା ଗ୍ରାମରେ ଥିବା ସରସ୍ବତୀ ଉଚ୍ଚ ବିଦ୍ୟାଳୟ ପରିସରରେ ଜଣେ ଛାତ୍ରଙ୍କ ଝୁଲନ୍ତା ମୃତଦେହକୁ ପୋଲିସ ଶୁକ୍ରବାର ଜବତ କରିଛି। ଛାତ୍ର ଜଣକ ହେଉଛନ୍ତି ବିଶୋଇ...

ଶିମିଳିପାଳ ଅଭୟାରଣ୍ୟରୁ ଦୁଇ ଶିକାରୀ ଗିରଫ

ବାରିପଦା,୧୨ା୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଦକ୍ଷିଣ ଡିଭିଜନରୁ ଦୁଇ ଶିକାରୀଙ୍କୁ ସ୍ପେଶାଲ ଟାଇଗର ପ୍ରୋଟେକ୍ସନ ଫୋର୍ସ (ଏସ୍‌ଟିପିଏଫ୍‌) ଗିରଫ କରିଛନ୍ତି। ଗିରଫ ଦୁଇଜଣ ହେଲେ କପ୍ତିପଦା ଥାନା ଅଧୀନ ପଥରଖଣି ଗ୍ରାମର ଅନ୍ତର୍ଯ୍ୟାମୀ ନାୟକ(୩୭) ଓ...

ଭିଜିଲାନ୍ସ ହାତରେ ଧରା ପଡ଼ିଲେ ତାଳଚେର ଟ୍ରାଫିକ ଇନସ୍ପେକ୍ଟର, ନଗଦ ୨୪ ଲକ୍ଷ ଟଙ୍କା ଜବତ

ଭୁବନେଶ୍ୱର, ୧ ୨।୧: ପୁଣି ଭିଜିଲାନ୍ସ ହାତରେ ଧରା ପଡ଼ିଲେ ଆଉଜଣେ ସରକାରୀ ଅଧିକାରୀ। ଶୁକ୍ରବାର ତାଳଚେରର ଟ୍ରାଫିକ ଇନସ୍ପେକ୍ଟର ଜିତେନ୍ଦ୍ର ବେହେରା କାର୍‌ରେ ତାଳଚେରରୁ ଅସ୍ତରଙ୍ଗ ଯିବା ବେଳେ ବାଲିଅନ୍ତା ନିକଟରେ ନଗଦ ୧୧ ଲକ୍ଷ ଟଙ୍କା ସହ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri