ରାଜ୍ୟ

ଯୁବକଙ୍କୁ ହାଣି ହତ୍ୟା: ମୃତକଙ୍କ ନାଁରେ ରହିଛି ଆପରାଧିକ ମାମଲା

ବଡବିଲ,୮।୯(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅଧୀନ ଦାମୁହଟିଂ ସ୍ଥିତ ଭୂୟାଁ ସାହିରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ମୃତକ ଜଣକ ହେଲେ ଦାମୁହଟିଂ ଅଞ୍ଚଳରେ ରହୁଥିବା ମହେନ୍ଦ୍ର ମହାକୁଡ଼ ଓରଫ ମୁନ୍ନା (୩୫)। କେତେକ ଦୁର୍ବୃତ୍ତ ମହେନ୍ଦ୍ରଙ୍କ...

୧୨ରେ ପୁଣି ଏକ ଘୂର୍ଣ୍ଣିବଳୟ

ଭୁବନେଶ୍ୱର,୮।୯: ରାଜ୍ୟରେ ଧୀରେ ଧୀରେ ଲଘୁଚାପ ଦୁର୍ବଳ ହୋଇଛି । ତେବେ ଶୁକ୍ରବାର ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି । ରାଜଧାନୀ ଭୁବନେଶ୍ୱର ସମେତ ଢେଙ୍କାନାଳ, ବାରିପଦା, କଟକ ଭଳି ସ୍ଥାନରେ ତୁହାକୁ ତୁହା ପ୍ରବଳ ବର୍ଷା ହୋଇଛି...

କଂଗ୍ରେସରୁ ସୁର ରାଉତରାୟଙ୍କ ପୁଅଙ୍କୁ ନିଲମ୍ବିତ

ଭୁବନେଶ୍ୱର,୮।୯: ଜଟଣୀ ବିଧାୟକ ସୁର ରାଉତରାୟଙ୍କ ପୁଅ ତଥା ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ ମନ୍ମଥ ରାଉତରାୟଙ୍କୁ କଂଗ୍ରେସରୁ ନିଲମ୍ବିତ କରାଯାଇଛି। ଦଳୀୟ ଶୃଙ୍ଖଳା ଭଙ୍ଗ ଅଭିଯୋଗରେ ନିଲମ୍ବିତ କରାଯାଇଛି। ଏ ନେଇ ଓ ପ୍ରଦେଶ କଂଗ୍ରେସ ଡିସିପ୍ଲିନାରୀ ଆକ୍ସନ...

ବାତ୍ୟା, ବଜ୍ରପାତର ହେବ ଠିକ୍‌ ନିରୂପଣ

ବାଲେଶ୍ୱର ଜିଲା ଚାନ୍ଦିପୁର ନିକଟସ୍ଥ ହିଡ଼ିଗାଁ ଅଞ୍ଚଳରେ ନିର୍ମାଣ ଚାଲିଛି ‘ଡପ୍‌ଲର ରାଡାର ଷ୍ଟେଶନ’। ଏହା ସମ୍ପୂର୍ଣ୍ଣ ହୋଇ କାର୍ଯ୍ୟକ୍ଷମ ହେଲେ ବଜ୍ରପାତ ପୂର୍ବରୁ ଠିକ୍‌ ଭାବେ ସ୍ଥାନ ନିରୂପଣ ସହିତ ବାତ୍ୟାକୁ ଟ୍ରାକ୍‌ କରିବାରେ ସହାୟକ ହେବ। ଫଳରେ...

ଏଠି ଲିମ୍ବପତ୍ର ଲାଗେ ମିଠା

ଖଇରା,(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ମାଣିତ୍ରୀ ପଞ୍ଚାୟତର ପ୍ରସିଦ୍ଧ ଜଳଙ୍ଗ ଚଣ୍ଡୀଙ୍କ ମହିମା କିଏ ନ ଜାଣେ। କେହି ବିପଦରେ ପଡି ଡାକିବା ମାତ୍ରେ ମା’ ଛାତ ଭଳି ସନ୍ତାନକୁ ପଣତକାନିରେ ଘୋଡେଇ ରଖନ୍ତି। ମନ୍ଦିର ସ୍ଥାପନା...

ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ

ସମ୍ବଲପୁର,୭ା୯(ଶୁଭାଶିଷ ପାଢ଼ୀ): ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ସେପ୍ଟେମ୍ବର ୨୦ ତାରିଖରେ ପାଳନ ହେବ। ସମ୍ବଲପୁର ଝାଡୁଆପଡ଼ା ବ୍ରହ୍ମପୁରା ମନ୍ଦିର ପରିସରରେ ଗୁରୁବାର ମନ୍ଦିର ଟ୍ରଷ୍ଟ ପକ୍ଷରୁ ଆୟୋଜିତ ପଣ୍ଡିତ ମହାସଭାରେ ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ ହୋଇଛି।...

ଭୁଜାଲିରେ ହାଣି ଦେଢ଼ ଲକ୍ଷ ଟଙ୍କା ଲୁଟ୍‌: ୨ ଭାଇ ଆହତ

କେନ୍ଦୁଝର,୭।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ତେଲକୋଇ ଅଞ୍ଚଳରେ ଦିନକୁ ଦିନ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡିବାରେ ଲାଗିଛି। ଦିନ ଦ୍ବିପ୍ରହରରେ ଲୁଟେରାମାନେ ଲୋକଙ୍କୁ ଆକ୍ରମଣ କରି କଳାକନା ବୁଲାଉଛନ୍ତି। ଗୁରୁବାର ଅପରାହ୍ନରେ ଆକୁଳ ସାପ୍ତାହିକ ହାଟରେ ୨ଜଣ ଦୁର୍ବୃତ୍ତ...

ନାବାଳିକା ବଳାତ୍କାରୀଙ୍କୁ ୨୦ ବର୍ଷ ଜେଲ

କେନ୍ଦୁଝର,୭ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଫାଷ୍ଟ ଟ୍ରାକ କୋର୍ଟ ବିଚାରପତି ବିଜୟ କୁମାର ମିଶ୍ର ଗୁରୁବାର ଏକ ନାବାଳିକା ବଳାତ୍କାର ମାମଲାର ରାୟ ପ୍ରକାଶ କରିଛନ୍ତି। ଅଭିଯୁକ୍ତ ନିରଞ୍ଜନ କାରୁଆଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହିତ...

ବର୍ଷାରେ ଭାଙ୍ଗିଲା ୮ ଘର: ଭାସିଗଲା ସ୍କୁଟି

କୋରାପୁଟ,୭।୯(ଅମିତାଭ ବେହେରା): କୋରାପୁଟ ଜିଲାରେ ଗୁରବାର ୧୦୨୫ ମିଲିମିଟର ବର୍ଷା ହୋଇଥିବା ବେଳେ ଜିଲାର ସେମିଳିଗୁଡ଼ାରେ ସର୍ବାଧିକ ୧୫୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ପ୍ରବଳ ବର୍ଷା ଯୋଗୁ ସେମିଳିଗୁଡ଼ା ବ୍ଳକ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଅଭିଯୋଗ ହୋଇଛି।...

ବିବାହିତା ମହିଳାଙ୍କୁ ବ୍ଲାକ୍‌ମେଲିଂ କରି କରୁଥିଲେ ବଳାତ୍କାର; ଯୁବକଙ୍କୁ ବାନ୍ଧିଲା ପାଟଣା ପୋଲିସ

ପାଟଣା,୭।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଉଦୟପୁର ଅଞ୍ଚଳର ଜଣେ ବିବାହିତା ମହିଳାଙ୍କୁ ବଳାତ୍କାର କରିବା ଅଭିଯୋଗ ରେ ପାଟଣା ପୋଲିସ ବୁଧବାର ୩୫ ବର୍ଷୀୟ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଯୁବକଜଣଙ୍କ...

ବାଲୁଗାଁ ଅବକାରୀ ଏଏସ୍‌ଆଇଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ନୟାଗଡ଼,୭।୯ (ଲୋକନାଥ ମିଶ୍ର): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର ଭିଜିଲାନ୍ସ ବିଭାଗ ପକ୍ଷରୁ ଖୋର୍ଦ୍ଧା ଜିଲା ବାଲୁଗାଁ ଅବକାରୀ ଏଏସ୍‌ଆଇଙ୍କ ନୟାଗଡ଼ ପୁରୁଣା ସହର ଶଗଡିଆ ସାହିସ୍ଥ ବାସଭବନ, ବାଲୁଗାଁ ଭଡ଼ା ଘର ସମେତ କାର୍ଯ୍ୟାଳୟରେ ଗୁରୁବାର...

ଓଡ଼ିଶାର କଳା, ସଂସ୍କୃତି ସହ କାରିଗରଙ୍କ ପରିଚୟ ବୃଦ୍ଧି ପାଇଛି

ଭୁବନେଶ୍ୱର,୭।୯(ଶର୍ମିଷ୍ଠା ପାଣିଗ୍ରାହୀ)ସ୍ବାଧୀନତା ଦିବସ ଅବସରରେ ଟାଇମ୍ସ ସ୍କୋୟାର୍‌ରେ ପ୍ରଦର୍ଶିତ ହୋଇଥିଲା ଓଡ଼ିଶାର କଳା, ସଂସ୍କୃତି ଓ ଭାସ୍କର୍ଯ୍ୟର ପ୍ରତୀକ ‘କୋଣାର୍କ ଚକ୍ର’ର ପଥର ନିର୍ମିତ ପ୍ରତିକୃତି। ସେଫ୍‌ ବିକାଶ ଖାନ୍ନାଙ୍କ ଚେଷ୍ଟାରେ ଓଡ଼ିଶାର ଟିମ୍‌ ଏହାକୁ ସେଠାରେ ପ୍ରଦର୍ଶନ କରିଥିଲେ।...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri