ରାଜ୍ୟ

୧୩ ଯାଏ ବଢ଼ିଲା +୨ ପରୀକ୍ଷାଖାତା ରିଚେକିଂ ପ୍ରକ୍ରିୟା

ଭୁବନେଶ୍ୱର,୧୨।୭ (ଅନୁରାଧା ମହାରଣା): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ଦ୍ୱାରା ପରିଚଳାଳିତ ଯୁକ୍ତ୨ ପରୀକ୍ଷାଫଳକୁ ନେଇ ଅସନ୍ତୁଷ୍ଟ ଥିବା ଛାତ୍ରୀଛାତ୍ରଙ୍କ ଖାତା ରିଚେକିଂ ବା ରିଆଡିସନ ପାଇଁ ଆବେଦନ ତାରିଖରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ଏ ନେଇ ମଙ୍ଗଳବାର...

ଅପରାଜିତାଙ୍କ କାର୍ଯ୍ୟ ପାଇଁ ଓଡ଼ିଶା ଲଜ୍ଜିତ: ବିଜେଡି

ଭୁବନେଶ୍ୱର,୧୨ା୭(ଅନିଲ ଦାସ): ଏକାମ୍ର କ୍ଷେତ୍ର ଐତିହ୍ୟ ବିକାଶ ପ୍ରକଳ୍ପ ଭଳି ପୁରୀର ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଅଟକାଇବା ପାଇଁ ଆପଣ ଯେଭଳି କାର୍ଯ୍ୟ କଲେ ଦେଖି ଅନେକେ ଆଶ୍ଚର୍ଯ୍ୟ ହେଲେ। ସେଥିପାଇଁ ଲଜ୍ଜା ଅନୁଭବ କଲେ ନାହଁ କି ଓଡ଼ିଶାର...

ଓଡ଼ିଶା ଶାସନ ବ୍ୟବସ୍ଥା ହାସ୍ୟାସ୍ପଦ ହୋଇସାରିଛି: ଅପରାଜିତା

ଭୁବନେଶ୍ବର, ୧୨ା୭(ସୁନିତ୍‌ ମିଶ୍ର): ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ(୫-ଟି) ଭି.କେ ପାଣ୍ଡିଆନଙ୍କୁ ପୁଣିଥରେ ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡଙ୍ଗୀ ଟାର୍ଗେଟ କରିଛନ୍ତି। ସେ ମଙ୍ଗଳବାର ଟୁଇଟ୍‌ କରି କହିଛନ୍ତି, ଓଡିଶାରେ ଶାସନ ବ୍ୟବସ୍ଥା ହାସ୍ୟାସ୍ପଦ ହୋଇସାରିଛି। ଆମ ସରକାରକୁ ନେଇ ଏବେ...

ଅମୂଳକ ଭାବେ ଟଙ୍କା ବାଣ୍ଟିବାକୁ ‘ମୋ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନା: କଂଗ୍ରେସ

ଭୁବନେଶ୍ବର, ୧୨ା୭(ସୁନିତ୍‌ ମିଶ୍ର): ୨୪ ବର୍ଷର ସରକାର, ମାଳ ମାଳ ଯୋଜନା କିନ୍ତୁ ଗୋଟିଏ ବି ଯୋଜନା ସଫଳ ରୂପାୟନ ହୋଇପାରିଲା ନାହିଁ। ଏହି ଯୋଜନାଗୁଡିକର ସୁଫଳ ମଧ୍ୟ ରାଜ୍ୟବାସୀ ପାଇଲେ ନାହିଁ। ପ୍ରତିଥର ନିର୍ବାଚନ ଆସିଲେ ରାଜ୍ୟ ରାଜକୋଷରୁ...

ଡିଗ୍ରୀ ପାଠ୍ୟକ୍ରମ ପାଇଁ ଏସ୍‌ସି/ଏସ୍‌ଟି ଛାତ୍ରଙ୍କୁ ମିଳିବ ୫୦ ହଜାର

ଭୁବନେଶ୍ୱର,୧୨ା୭(ଅନିଲ ଦାସ): ଚଳିତ ବର୍ଷରୁ କୌଣସି ସରକାରୀ କଲେଜରେ ଡିଗ୍ରୀ ପାଠ୍ୟକ୍ରମ ପାଇଁ ଅସହାୟ ତଥା ଆର୍ଥିକ କ୍ଷେତ୍ରରେ ଦୁର୍ବଳ ଥିବା ଅନୁସୂଚିତ ଜାତି ଓ ଜନଜାତି ବିର୍ଗର ଛାତ୍ରୀଛାତ୍ରଙ୍କୁ ରାଜ୍ୟ ସରକାର ଏକକାଳୀନ ୫୦ ହଜାର ଟଙ୍କା ଆଥିର୍କ...

ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାଇଁ ୯୦୨ ନୂଆ ପଦବୀ ସୃଷ୍ଟି

ଭୁବନେଶ୍ୱର,୧୧ା୭(ଅନୁରାଧା ମହାରଣା)- ରାଜ୍ୟର ୧୦୬ଟି ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାଇଁ ନୂତନ ପଦବୀ ସୃଷ୍ଟି ହୋଇଛି। ରାଜ୍ୟ ସରକାର ମୋଟ ୯୦୨ଟି ପଦବୀ ସୃଷ୍ଟି କରିଛନ୍ତି। ଏଥିମଧ୍ୟରେ ୬୪୨ଟି ଶିକ୍ଷକ ଓ ୨୬୦ଟି ଅଣଶିକ୍ଷକ ପଦବୀ ରହିଛି। ଖୁବ୍‌ଶୀଘ୍ର...

ମାଟ୍ରିମୋନି ସାଇଟ୍‌ରେ ହେଉଛି ସାଇବର ଠକେଇ

ଭୁବନେଶ୍ୱର,୧୧।୭(ସତ୍ୟଜିତ୍‌ ରାଉତ): ଅନେକେ ମାଟ୍ରିମୋନି ସାଇଟ୍‌ରେ ବିବାହ ପାଇଁ ଜୀବନସାଥୀ ଖୋଜିବାକୁ ଯାଇ ସାଇବର ଠକେଇର ଶିକାର ହେଉଛନ୍ତି। ବିଭିନ୍ନ କୌଶଳ ଆପଣାଇ ସାଇବର ଅପରାଧୀମାନେ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଉଛନ୍ତି। ଏନେଇ ମଙ୍ଗଳବାର ଓଡ଼ିଶା ପୋଲିସ ପକ୍ଷରୁ...

ବାହାନଗା ଟ୍ରେନ ଟ୍ରାଜେଡି: ୩ ଜଣଙ୍କ ହେଲା ସ୍ବାସ୍ଥ୍ୟ ପରୀକ୍ଷା

ଭୁବନେଶ୍ୱର,୧୧।୭: ବାହାନଗା ଟ୍ରେନ ଟ୍ରାଜେଡି ଘଟଣାରେ ସୋମବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଅବଧି ଶେଷ ହୋଇଛି। ଏହି ତିନି ଅଭିଯୁକ୍ତଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ମେଣ୍ଢାଶାଳ ହସ୍ପିଟାଲକୁ ନିଆଯାଇଥିଲା। ସ୍ବାସ୍ଥ୍ୟ ପରୀକ୍ଷା ପରେ ପୁଣି ସେମାନଙ୍କୁ ଚନ୍ଦକା ଥାନାକୁ ନିଆଯାଇଛି।...

ଆଖି ଧରିଥିଲେ ପିଲାଙ୍କୁ ସ୍କୁଲ ଛାଡ଼ନ୍ତୁ ନାହିଁ : ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର,୧୧।୭: ଆଖିଧରା ଲାଗି ସ୍କୁଲକୁ ଜାରି ହୋଇପାରେ ନିର୍ଦ୍ଦେଶାବଳୀ। ଏ ନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି । ଏବେ ରାଜ୍ୟରେ ସ୍କୁଲ ଯାଉଥିବା ଛାତ୍ରଛାତ୍ରୀଙ୍କଠାରେ ଅଧିକ ଆଖିଧରା ରୋଗ ଦେଖାଯାଉଥିବା ଖବର ଆସୁଛି ।...

ବିଶାଖାପାଟଣା-କିରାଣ୍ଡୁଲ ରେଳ ଲାଇନକୁ ଖସିଲା ପଥର

ନନ୍ଦପୁର/କୋରାପୁଟ, ୧୧ା୭ (ଶଙ୍କର ପୂଜାରି/ଅମିତାଭ ବେହେରା): ବିଶାଖାପାଟଣା କିରାଣ୍ଡୁଲ ରେଳ ଧାରଣାର କୋତାବାଲସା ଓ ବରା ଷ୍ଟେଶନ ମଝିରେ ସୋମବାର ଅପରାହ୍ନରେ ପାହାଡ ଉପରୁ ଏକ ବିରାଟ ପଥର ରେଳ ଧାରଣାକୁ ଖସିଛି। ଫଳରେ ଏହି ରୁଟ୍‌ରେ ସମସ୍ତ ରେଳ...

ହାତୀପଲ ଉପରକୁ ଚଢିଗଲା ଟ୍ରେନ

କେନ୍ଦୁଝର,୧୧।୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବନ ଖଣ୍ଡ ଅଧୀନ ଦଇତାରୀ ରେଞ୍ଜ ବ୍ରାହ୍ମଣୀପାଳ ନିକଟ ଟ୍ରେନ୍‌ ଲାଇନରେ ମଙ୍ଗଳବାର ଏକ ଅଘଟଣ ଘଟିଛି। ଯଖପୁରା-ବାଂଶପାଣି ମଝି ରେଳ ଲାଇନ୍‌ରେ ଏକ ହାତୀପଲ ପାର ହେଉଥିବା ବେଳେ ଏକ...

ପାଖରୀରୁ ମିଳିଲା କନଷ୍ଟେବଳଙ୍କ ମୃତଦେହ

ହାଟଡିହୀ,୧୧l୭(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ନନ୍ଦିପଦା ଥାନା ସମ୍ମୁଖ ପୋଖରୀରୁ ମଙ୍ଗଳାବର ଜଣେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର ହୋଇଛି । ସେ ହେଲେ କେନ୍ଦ୍ରାପଡ଼ା ଅଞ୍ଚଳର ପ୍ରଦୀପ ବେହେରା l ମିଳିଥିବା ସୂଚନା ମୁତାବକ, ୧ ମାସ ତଳେ ପ୍ରଦୀପ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri