ରାଜ୍ୟ

୫ ଶ୍ରେଣୀକୁ ୨ ଶିକ୍ଷକ

ବରଗଡ଼,୧୦।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଶିକ୍ଷା ବ୍ୟବସ୍ଥା ଭୁଷୁଡି ପଡ଼ିଛି। କେଉଁଠି ସ୍କୁଲ ସ୍ଥାନାନ୍ତରଣ ଯୋଗୁ ପିଲାମାନେ ପାଠ ପଢିବାକୁ ହଟହଟା ହେଉଛନ୍ତି ତ ଆଉ କେଉଁଠି ଶିକ୍ଷକ ଅଭାବ ଯୋଗୁଁ ପାଠପଢା ବ୍ୟାହତ ହେଉଛି। ବରଗଡ଼ ଜିଲା ଅତାବିରା...

ଉନ୍ନତି ନାମରେ ଦୁର୍ନୀତି ହେଉଛି: କଂଗ୍ରେସ

ଭଦ୍ରକ,୧୦।୭(ସନାତନ ରାଉତ): ଭଦ୍ରକ ବିଧାନସଭା କ୍ଷେତ୍ରରେ ଉନ୍ନତି ନାମରେ ବ୍ୟାପକ ଦୁର୍ନୀତି ହେଉଛି l ବିନା ପିସିରେ କୌଣସି କାମ ହେଉନାହିଁ l ଠିକାଦାରମାନେ ନିମ୍ନମାନର କାମ କରୁଛନ୍ତି । ନିମ୍ନମାନର କାର୍ଯ୍ୟ ଯୋଗୁ ଭଦ୍ରକାଳୀ ପୋଖରୀ ପାଚେରୀ ସହ...

ଓଡିଏଫ୍‌ ପ୍ଲସ୍‌ ମାନ୍ୟତା ସତ୍ତ୍ୱେ ବାହ୍ୟମଳମୁକ୍ତ ହୋଇ ପାରୁନି ଭୁବନେଶ୍ୱର

ଭୁବନେଶ୍ୱର,୧୦।୭ (ବନ୍ଦନା ସେଠୀ) : ରାଜଧାନୀ ଭୁବନେଶ୍ବରର ଅଧିକାଂଶ ଅଞ୍ଚଳ ଏବେ ମୁକ୍ତାକାଶ ଶୌଚାଳୟ ପାଲଟିଛି। ସହରରେ ୨୦୦ରୁ ଊଦ୍ଧର୍‌ବ ପବ୍ଲିକ ଟଏଲେଟ ଓ କମ୍ୟୁନିଟି ଟଏଲେଟ ନିର୍ମାଣ କରାଯାଇଛି। ଲୋକଙ୍କ ସୁବିଧା ପାଇଁ ସେଗୁଡିକୁ ଦେୟମୁକ୍ତ ମଧ୍ୟ କରାଯାଇଛି।...

ଯୁକ୍ତ ୨ ପିଲାଙ୍କ ପାଇଁ ଲାଗୁହେବ ଡିଜିଟାଲ ଆଟେଣ୍ଡାନ୍ସ ବ୍ୟବସ୍ଥା

ଭୁବନେଶ୍ୱର,୧୦ା୭(ଅନୁରାଧା ମହାରଣା): ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ପରିଚାଳିତ ସମସ୍ତ ସ୍କୁଲ ଓ କଲେଜ ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବା ଲାଗି ପ୍ରକ୍ରିୟା ଜାରି ରହିଛି। ୨୦୧୯ ଶିକ୍ଷାବର୍ଷର ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କ ଲାଗି ବିଭାଗ...

ଆଜି ଆସୁଛନ୍ତି ଏନ୍‌କ୍ୟୁଏସ୍‌ ଟିମ୍‌

ଭୁବନେଶ୍ୱର,୧୦।୭(ଅଭିଜିତ ଦାସ): ନ୍ୟାଶନାଲ କ୍ୱାଲିଟି ଆସ୍ୟୁରାନ୍ସ ଷ୍ଟାଣ୍ଡାର୍ଡ (ଏନ୍‌କ୍ୟୁଏସ୍‌) ଟିମ୍‌ ୧୦ ତାରିଖ ସୋମବାରଠାରୁ କ୍ୟାପିଟାଲ ହସ୍ପିଟାଲ ପରିଦର୍ଶନରେ ଆସୁଛନ୍ତି। ଏହି ୨ ଜଣିଆ କେନ୍ଦ୍ରୀୟ ଟିମ୍‌ ତିନିଦିନ ଧରି ହସ୍ପିଟାଲର ୧୯ ବିଭାଗକୁ ତଦାରଖ କରି ପ୍ରମାଣପତ୍ର ଦେବ।...

ନାଁକୁ ସୁପରସ୍ପେଶାଲିଟି ବିଭାଗ, ରୋଗୀ ସେବା…

ଭୁବନେଶ୍ୱର,୧୦।୭(ଅଭିଜିତ ଦାସ): ରାଜ୍ୟର ଅନ୍ୟତମ ପ୍ରମୁଖ ଚିକିତ୍ସାଳୟ କ୍ୟାପିଟାଲ ହସ୍ପିଟାଲରେ ଉନ୍ନତ ରୋଗୀସେବା ପ୍ରଦାନ ସହ ହସ୍ପିଟାଲକୁ ଜାତୀୟ ମାନ୍ୟତା ଦେବାକୁ ପ୍ରୟାସ ଚାଲିଛି। ଇତିମଧ୍ୟରେ ଏଠାରେ ମେଡିକାଲ କଲେଜ ଖୋଲାଯିବା ସହ ରୂପ ବଦଳିବାରେ ଲାଗିଛି। ସେହିପରି ରୋଗୀଙ୍କ...

ନିଜର ପ୍ରତିଦ୍ୱନ୍ଦ୍ୱୀ ହେବାକୁ ଚାହେଁ: ସିନେମାଟୋଗ୍ରାଫର ଫାଲ୍‌ଗୁ ଶତପଥୀ

ଚଳଚ୍ଚିତ୍ର ‘ରଜା ଝିଅ ସଙ୍ଗେ ହେଇଗଲା ଭାବ’ରୁ ଆରମ୍ଭ ହୁଏ ତାଙ୍କର ନିର୍ଦ୍ଦେଶନାର ଯାତ୍ରା। ପରେ ଜଣେ ସିନେମାଟୋଗ୍ରାଫର ଭାବେ ପାଇଲେ ନୂଆ ପରିଚୟ। ସାଧବ ବୋହୂ ସିଜନ ୨, ସିଜନ ୩, ଭଏସ ଅଫ୍‌ ଓଡ଼ିଶା, ସାରେ ଗାମା...

‘ଲିସା’ ପ୍ରଥମ ଓଡ଼ିଆ ଏଆଇ ନ୍ୟୁଜ୍‌ ଆଙ୍କର

ଭୁବନେଶ୍ୱର,୧୦ା୭ (ଅଭୟ ଦାଶ): ରାଜ୍ୟର ପ୍ରମୁଖ ଘରୋଇ ଓଡ଼ିଆ ସାଟେଲାଇଟ ନ୍ୟୁଜ ଚ୍ୟାନେଲ ଓଟିଭି ପକ୍ଷରୁ ଏକ ଅଭିନବ ପ୍ରୟାସ ସହ ଟେଲିଭିଜନ ବ୍ରଡ୍‌ କାଷ୍ଟିଂରେ ପ୍ରଥମ ଥର ପାଇଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)ର ବ୍ୟବହାର କରିବାକୁ ଯାଉଛି। ଏପରିକି...

ଓଡ଼ିଶାରେ ନିଅଣ୍ଟିଆ ବର୍ଷା ଚିନ୍ତା ବଢ଼ାଇଛି

ଭୁବନେଶ୍ୱର,୧୦ା୭(ଅନୁରାଧା ମହାରଣା): ମୌସୁମୀ ନିମ୍ନ ଚାପ ରେଖା ରବିବାର ରାଜସ୍ଥାନର ଜୈସେଲମେରରୁ ବାହାରି ଆଜମେର, ଶିବପୁରୀ, ସିଦ୍ଧି, ଡାଲଟାନଗଞ୍ଜ ଦେଇ ପଶ୍ଚିମବଙ୍ଗର ଶାନ୍ତିନିକେତନରୁ ପୂର୍ବଦିଗରେ ମଣିପୁର ପର୍ଯ୍ୟନ୍ତ ବାୟୁମଣ୍ଡଳର ୧.୫କିମି ଉଚ୍ଚତା ଯାଏଁ ସକ୍ରିୟ ରହିଛି। ଏଥିଯୋଗୁ ଉତ୍ତର ଓ...

ତାଳ, ହେନ୍ତାଳ ପ୍ରାକୃତିକ ବିପର୍ଯ୍ୟୟକୁ ସାମ୍ନା କରିବ

ମହାକାଳପଡ଼ା,୧୦ା୭ (ପ୍ରତାପ ଚନ୍ଦ୍ର ସ୍ବାଇଁ): ଜଳବାୟୁ ପରିବର୍ତ୍ତନ ପ୍ରଭାବରେ ଚଳିତ ମୌସୁମୀ ବର୍ଷାଋତୁରେ ପ୍ରାକୃତିକ ବିପର୍ଯ୍ୟୟ ଅଧିକ ଆଶଙ୍କା ରହିଛି ବୋଲି ସରକାରୀ ସ୍ତରରେ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି କୁହାଯାଇଛି। ବିଶେଷକରି ଚଳିତବର୍ଷରେ ପ୍ରଶାନ୍ତ ମହାସାଗର ପାର୍ଶ୍ୱରୁ...

ପୁଣି ଜୋର୍‌ ଧରିଲା ବୈତରଣୀରୁ ବାଲି ଚାଲାଣ

ଯାଜପୁର/କୋରେଇ,୧୦ା୭(ହର୍ଷବର୍ଦ୍ଧନ ବେହେରା/ଚନ୍ଦ୍ରକାନ୍ତ ପତି): ଯାଜପୁର ଜିଲା ଦେଇ ପ୍ରବାହିତ ବୈତରଣୀ ନଦୀ ଗର୍ଭରୁ ସାଆଁଲା-୨ ଓ ଶାଳବା ଘାଟରୁ ବାଲି ଚୋରା ଚାଲାଣ ପୁଣି ଜୋର ଧରିଛି। କିିଛି ମାସ ତଳେ ବିଭିନ୍ନ ସାମାଜିକ ଅନୁଷ୍ଠାନ ପକ୍ଷରୁ ଦାବି, ଆନ୍ଦୋଳନ...

ଦୁର୍ଘଟଣାରେ ଚାଲିଗଲା ଯବାନଙ୍କ ଜୀବନ

ମାଲକାନଗିରି,୧୦ା୭(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସଦର ବ୍ଲକ ଚମ୍ପାଖାରି ଘାଟି ନିକଟରେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ତିନିଜଣ ଗୁରୁତର ହୋଇଛନ୍ତି। ସୂଚନାନୁଯାୟୀ, ମାଲକାନଗିରି ସଦରମହକୁମା ରିଜର୍ଭ ପୋଲିସରେ କାର୍ଯ୍ୟରତ ଡିବିଏଫ୍‌ ଯବାନ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri