ରାଜ୍ୟ

କରିପାରିଲେନି ଜଳାଭିଷେକ, ମନ୍ଦିରରେ ଚାଲିଗଲା ବୋଲବମ୍‌ ଭକ୍ତଙ୍କ ଜୀବନ

ଦେବଗଡ଼,୧୦ା୭(ଶଶାଙ୍କ ଶେଖର ଝାଙ୍କର): ମନ୍ଦିରରେ ଜଣେ ବୋଲ୍‌ବମ୍‌ ଭକ୍ତଙ୍କ ଜୀବନ ଯାଇଛି। ଏଭଳି ଦୁଃଖଦ ଘଟଣା ଘଟିଛି ଦେବଗଡ଼ସ୍ଥିତ ପ୍ରସିଦ୍ଧ ଶୈବପୀଠ ଶ୍ରୀ ଝାଡ଼େଶ୍ୱର ମନ୍ଦିରରେ। ମୃତକ ଜଣକ ହେଲେ ଦେବଗଡ଼ ଜିଲା କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ଦେଓଝରଣ ଗ୍ରାମର...

ଯୁବତୀଙ୍କୁ ଅସଦାଚରଣ କରି ୩ ବର୍ଷ ହେଲା ଫେରାର ଥିବା ଅଭିଯୁକ୍ତ ଗିରଫ

ଖପ୍ରାଖୋଲ,୯।୭(ଅଭୟ ତ୍ରିପାଠୀ): ବଲାଙ୍ଗୀର ଜିଲା ଖପ୍ରାଖୋଲ ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ଅସଦାଚରଣ କରି ୩ ବର୍ଷ ହେଲା ଫେରାର ଥିବା ଜଣେ ଯୁବକଙ୍କୁ ଖପ୍ରାଖୋଲ ପୋଲିସ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଜଣକ ହେଲେ...

ବାହାନଗା ରେଳ ଦୁର୍ଘଟଣ: ୨ ରେଳ କର୍ମଚାରୀଙ୍କୁ ନୋଟିସ 

ବାଲେଶ୍ୱର,୯।୭: ବାହାନଗା ରେଳ ଦୁର୍ଘଟଣା  ଘଟଣାରେ ରବିବାର ସିବିଆଇରେ ହାଜର ପାଇଁ ଦୁଇ ରେଳ କର୍ମଚାରୀଙ୍କୁ ନୋଟିସ ଦିଆଯାଇଛି । ଷ୍ଟେସନ ମାଷ୍ଟରଙ୍କ ସହ ଅନ୍ୟ ଜଣେ ରେଳ କର୍ମଚାରୀଙ୍କୁ  ମଧ୍ୟ ନୋଟିସ କରାଯାିଛି। ଅନ୍ୟପକ୍ଷେ ଏହି ମାମଲାରେ ଗିରଫ...

ଦକ୍ଷିଣ ଏସୀୟ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା: ବଲାଲ ସ୍ବର୍ଣ୍ଣ, ନାରାୟଣ ରୌପ୍ୟ, ଶୁଭମ୍‌ଙ୍କୁ ବ୍ରୋଞ୍ଜ

ଭୁବନେଶ୍ୱର,୯ା୭ (ବିଜୟ ରଣା): ମାଳଦ୍ୱୀପରେ ଦକ୍ଷିଣ ଏସିଆ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶାର ୩ଜଣ ପଦକ ଜିତିଛନ୍ତି। ସେମାନଙ୍କ ମଧ୍ୟରୁ ବଲାଲ ଖାଁ ଓ ନାରାୟଣ ବାରିକ ୬୫କେଜି ଓଜନ ଶ୍ରେଣୀରେ ଯଥାକ୍ରମେ ସ୍ବର୍ଣ୍ଣ ଓ...

ରିଅଲ୍‌ମିର ନୂତନ ଉତ୍ପାଦ ଉନ୍ମୋଚିତ

ଭୁବନେଶ୍ୱର,୯।୭: ରିଅଲ୍‌ମିର ନୂତନ ଉତ୍ପାଦ ରିଅଲ୍‌ମି ନାର୍‌ଜୋ ୬୦ ସିରିଜ୍‌ ୫ଜି ଓ ରିଅଲ୍‌ମି ବଡ୍‌ସ ୱାୟାରଲେସ୍‌ ୩’ର ସର୍ବଭାରତୀୟ ଉନ୍ମୋଚନ ସମ୍ପର୍କରେ ଘୋଷଣା କରାଯାଇଛି। ରିଅଲ୍‌ମି ନାର୍‌ଜୋ ୬୦ସିରିଜ୍‌ ୫ଜି ୨ଟି ଅତ୍ୟାଧୁନିକ ସ୍ମାର୍ଟଫୋନ୍‌ ରିଅଲ୍‌ମି ନାର୍‌ଜୋ ୬୦ପ୍ରୋ...

ପିଙ୍କ୍‌ ହ୍ବାଟ୍ସଆପ୍‌କୁ ସାବଧାନ

ଭୁବନେଶ୍ୱର,୯।୭(ସୂର୍ଯ୍ୟକାନ୍ତ ବେହେରା)ଆପଣଙ୍କ ମୋବାଇଲକୁ ପିଙ୍କ୍‌ ହ୍ବାଟ୍ସଆପ୍‌ ଲିଙ୍କ ଆସୁଛି କି ? ତା’ହେଲେ ସାବଧାନ ରୁହନ୍ତୁ। ନ ହେଲେ ଠକ ପଠାଇଥିବା ଲିଙ୍କ୍‌ରେ କ୍ଲିକ କଲେ କ୍ଷଣିକ ଭିତରେ ଆପଣଙ୍କ ମୋବାଇଲକୁ ନିଜ ନିୟନ୍ତ୍ରଣକୁ ନେଇଯିବେ ସାଇବର ହ୍ୟାକର। ଫଳରେ...

କ୍ୟୁଆର୍‌ କୋଡ୍‌ ଚଞ୍ଚକତା କରି ୧୪ କୋଟି ଠକେଇ

ଭୁବନେଶ୍ୱର,୯।୭(ସୂର୍ଯ୍ୟକାନ୍ତ ବେହେରା)ଏକ କମ୍ପାନୀର କ୍ୟୁଆର୍‌ କୋଡ୍‌କୁ ଚଞ୍ଚକତା କରି ୧୪ କୋଟି ଟଙ୍କା ଠକିନେବା ମାମଲାରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଉତ୍ତର ପ୍ରଦେଶ ନୋଏଡାର କରଣ କୁମାର ସିଂହଙ୍କୁ ଗିରଫ କରିବାରେ ସଫଳ ହୋଇଛି। କରଣ ହେଉଛନ୍ତି...

ପୋଷାକରେ ଶାଳୀନତା ଆଧ୍ୟାତ୍ମିକ ଭାବ ଜାଗ୍ରତ କରେ

ନିଶ୍ଚିନ୍ତକୋଇଲି,୯।୭(ଅଶୋକ କୁମାର ମହାପାତ୍ର)ଦେଶର ଉତ୍ତର ଓ ଦକ୍ଷିଣ ଭାରତରେ ବିଭିନ୍ନ ପ୍ରତିଷ୍ଠିତ ଦେବଦେବୀ ମନ୍ଦିରରେ ପ୍ରବେଶ ପାଇଁ ସ୍ବତନ୍ତ୍ର ଡ୍ରେସକୋଡର ବିଧିବ୍ୟବସ୍ଥା ରହିଛି। ଏପରିକି ମୁସ୍‌ଲିମ୍‌ ସମ୍ପ୍ରଦାୟର ଲୋକେ ନମାଜ ପାଠ କଲାବେଳେ, ଖ୍ରୀଷ୍ଟିଆନ ଚର୍ଚ୍ଚ ଯିବା ସମୟରେ, ଶିଖ୍‌ମାନେ...

ପ୍ରସ୍ତାବରେ ରହିଗଲା ଲୋକକଳା ଏକାଡେମୀ

ଭୁବନେଶ୍ୱର,୯।୭(ଶର୍ମିଷ୍ଠା ପାଣିଗ୍ରାହୀ)ଲୋକକଳା ଆମ ରାଜ୍ୟର ପରିଚୟ। ଆମ ପରମ୍ପରା, ସଂସ୍କୃତିର ପ୍ରତୀକ। ବର୍ତ୍ତମାନର ସମାଜ ପାଶ୍ଚାତ୍ୟ ମୁହାଁ ହେଉଥିବାବେଳେ ଲୋକକଳାକୁ ବଞ୍ଚାଇ ରଖିବା ଆମ ପାଇଁ ଏକ ବଡ଼ ଆହ୍ବାନ। ଇତିମଧ୍ୟରେ କିଛି ଲୋକକଳା ସତ୍ତା ହରାଇଥିବାବେଳେ ଆଉକିଛି ବିଲୁପ୍ତ...

‘ବୈବାହିକ ସମ୍ପର୍କ ନ ଥିଲେ ସଂଯମୀ ହୁଅନ୍ତୁ ମହିଳା’

କଟକ,୯।୭(କାର୍ତ୍ତିକ ସାହୁ): ପରସ୍ପର ମଧ୍ୟରେ ଭଲ ସମ୍ପର୍କ ଥାଇ ସହମତି ଭିତ୍ତିରେ ଶାରୀରିକ ସମ୍ପର୍କ ରଖିବା ବଳାତ୍କାର ନୁହେଁ ବୋଲି ହାଇକୋର୍ଟ ନିକଟରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। ବିଚାରପତି ରାଧାକୃଷ୍ଣ ପଟ୍ଟନାୟକ ଏହି ରାୟ ପ୍ରଦାନ କରିବା...

ମତଦାନ କଲେ ଓଡ଼ିଶାର ଶଙ୍ଖାମେଦୀ ଭୋଟର

ଭୋଗରାଇ,୯।୭:(ପ୍ରଦୀପ ଦାସ)ସୀମା ବିବାଦକୁ ନେଇ ଆନ୍ଧ୍ର, ଛତିଶଗଡ଼, ଝାଡଖଣ୍ଡ ଓ ପଶ୍ଚିମବଙ୍ଗ ସହିତ ସ୍ଥିତି ଜଟିଳ ହେଉଥିବା ବେଳେ ଶନିବାର ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନରେ ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅନଳିଆ ପଞ୍ଚାୟତ ଅଧୀନ ଶଙ୍ଖାମେଦୀ ଗାଁର ୩ଶହର ଊର୍ଦ୍ଧ୍ୱ...

ବାହାନଗା ଟ୍ରେନ ଟ୍ରାଜେଡି: ଚନ୍ଦକା ଥାନାରେ ୩ ଜଣଙ୍କୁ ଜେରା

ଭୁବନେଶ୍ୱର,୮।୭: ବାହାନଗା ଟ୍ରେନ ଟ୍ରାଜେଡି ଘଟଣାରେ ଚନ୍ଦକା ଥାନାରେ ସିବିଆଇର ୫ ଜଣିଆ ଟିମ ଗିରଫ ହୋଇଥିବା ୩ ଜଣଙ୍କୁ ପଚରାଉଚରା କରିଛି। ୩ ଜଣଙ୍କୁ ରିମାଣ୍ଡରେ ନେବାକୁ ଶୁକ୍ରବାର ଆବେଦନ କରାଯାଇଥିଲା। ଭୁବନେଶ୍ବର ସିବିଆଇ କୋର୍ଟ ୫ ଦିନିଆ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri