ଓଡ଼ିଶା: ଆଜିର ଫଟୋ ( ୧୧ ଅଗଷ୍ଟ , ୨୦୨୫ )
ରାଜ୍ୟ ସ୍ତରୀୟ ସ୍ୱାଧୀନତା ଦିବସ ପାରେଡ୍ ପ୍ରଶିକ୍ଷଣ, ସୋମବାର, ପିଏମଜି ଭୁବନେଶ୍ୱର
ଓଡ଼ିଶା: ଆଜିର ଫଟୋ ( ୧୦ ଅଗଷ୍ଟ ୨୦୨୫ )
ଦୈନିକ ଇଂଲିଶ ଖବରକାଗଜ ‘ଓଡ଼ିଶା ପୋଷ୍ଟ’ ପକ୍ଷରୁ ରବିବାର ‘ମେଟଲ୍ ମିଟ୍-୨୦୨୫’ ଅନୁଷ୍ଠିତ କଟକ ତେଲେଙ୍ଗା ବଜ଼ାର ଅଂଚଳରେ ଝିଅମାନେ ପ୍ରଥମ ପାଳି ଖୁଦୁରୁକୁଣୀ ପୂଜା କରୁଛନ୍ତି
ଓଡ଼ିଶା: ଆଜିର ଫଟୋ ( ୯ ଅଗଷ୍ଟ ୨୦୨୫ )
ଦୈନିକ ଇଂଲିଶ ଖବରକାଗଜ ‘ଓଡ଼ିଶା ପୋଷ୍ଟ’ ପକ୍ଷରୁ ଶନିବାର ରାଜ୍ୟସ୍ତରୀୟ କୁଇଜ୍ ପ୍ରତିଯୋଗିତାର ସପ୍ତମ ସଂସ୍କରଣ ‘ମେଟଲ୍ ମିଟ୍-୨୦୨୫’ ଆରମ୍ଭ ରକ୍ଷା ବନ୍ଧନ ଉତ୍ସବ: କଟକ ତୁଳସୀପୁର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଛାତ୍ରୀମାନେ ଛାତ୍ରମାନଙ୍କୁ ରାକ୍ଷୀ...
ଓଡ଼ିଶା: ଆଜିର ଫଟୋ ( ୮ ଅଗଷ୍ଟ ୨୦୨୫ )
ଜାତୀୟ କୃମି ନାଶକ ଦିବସ ଉପଲକ୍ଷେ ଶୁକ୍ରବାର ଭୁବନେଶ୍ୱରରେ ସ୍ୱାସ୍ଥ୍ୟ ଓ ପରିବାର କଳ୍ୟାଣ ବିଭାଗର ସାମ୍ବାଦିକ ସମ୍ମିଳନୀ
ଓଡ଼ିଶା: ଆଜିର ଫଟୋ ( ୬ ଅଗଷ୍ଟ ୨୦୨୫ )
ଭୁବନେଶ୍ୱରସ୍ଥିତ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରରେ ଇଣ୍ଡିଆନ୍ ସ୍ୱାନ୍ ଲେକ୍ ଏବଂ ଓଡ଼ିଶା ନୃତ୍ୟ ଏକାଡେମୀର ମିଳିତ ସହଯୋଗରେ ଆୟୋଜିତ ନୃତ୍ୟ ଉତ୍ସବ ଭୁବନେଶ୍ୱର ବଡ଼ଗଡ଼ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ବାର୍ଷିକ ବିଜ୍ଞାନ ପ୍ରଦର୍ଶନୀ ଆୟୋଜିତ...
ଓଡ଼ିଶା: ଆଜିର ଫଟୋ ( ୫ ଅଗଷ୍ଟ ୨୦୨୫ )
ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ, ସାଂସ୍କୃତିକ କାର୍ଯ୍ୟକ୍ରମ ସଙ୍ଗୀତାୟନ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ନୂଆସାହି ରସୁଳଗଡ଼ରେ ଆୟୋଜିତ ବିଜ୍ଞାନ ମେଳାକୁ ଛାତ୍ରୀଛାତ୍ର ଓ ଅତିଥିମାନେ ବୁଲି ଦେଖୁଛନ୍ତି
ଓଡ଼ିଶା: ଆଜିର ଫଟୋ ( ୪ ଅଗଷ୍ଟ , ୨୦୨୫ )
ଶ୍ରାବଣ ମାସର ଶେଷ ସୋମବାରରେ ଲିଙ୍ଗରାଜ ମନ୍ଦିରରେ କାଉଡ଼ିଆ ମାନେ ପାଣି ଢାଲିବା ପାଇଁ ଲାଇନ ଲାଗିରହିଛି ସୋମବାର ଦିନ ଲାସ୍ୟକଳା ପକ୍ଷରୁ ରବୀନ୍ଦ୍ର ମଣ୍ଡପରେ ଏକଲବ୍ୟ ପୁରସ୍କାର ଉତ୍ସବ ଆୟୋଜିତ ହୋଇଯାଇଛି ଭୁବନେଶ୍ୱରର ଉନିଟ-୧ ରେ ଅବସ୍ଥିତ କ୍ୟାପିଟାଲ...
ଓଡ଼ିଶା: ଆଜିର ଫଟୋ ( ୩ ଅଗଷ୍ଟ , ୨୦୨୫ )
ଶ୍ରାବଣ ମାସର ଶେଷ ସୋମବାରରେ ବିଭିନ୍ନ ଶୈବ ପିଠରେ ଜଳ ଲାଗି ନେଇ ଗଡ଼ଗଡ଼ିଆ ଘାଟ ମହାନଦୀ ତଟରୁ ବାହାରୁଥିବା କାଉଡ଼ିଆ। ବଳଙ୍ଗା ପୀଡିତା ମୃତ୍ୟୁ ପରେ କମିଶନରେଟ୍ ପୋଲିସ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ରୋଡ୍ରେ ପୋଲିସ ମୃତୟନ
ଓଡ଼ିଶା: ଆଜିର ଫଟୋ ( ୨ ଅଗଷ୍ଟ ୨୦୨୫ )
ଭୁବନେଶ୍ୱର ଜିକେସିଏମ ଠାରେ ନୃତ୍ୟମ କଳାକ୍ଷେତ୍ର ଦ୍ୱାରା ଘୁଁଗରୁ ଉତ୍ସବର ଉଦଯାପନୀ ଦିବସ ଭୁବନେଶ୍ୱର ୟୁନିଟ ୩ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା ପୁରୀ ହରଚଣ୍ଡୀ ସାହି ସରସ୍ୱତୀ ଶିଶୁ...
ଓଡ଼ିଶା: ଆଜିର ଫଟୋ ( ୧ ଅଗଷ୍ଟ ୨୦୨୫ )
ଗୁରୁ ସୁଧାକର ସାହୁ ସମ୍ମାନ ଉତ୍ସବ ସାଧନା କଲ୍ଚରାଲ୍ ଏକାଡେମୀ ତରଫରୁ ଭୁବନେଶ୍ବର ରବୀନ୍ଦ୍ର ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି
ଓଡ଼ିଶା: ଆଜିର ଫଟୋ ( ୩୧ ଜୁଲାଇ , ୨୦୨୫ )
ଶିଳ୍ପୀ କୁମ୍ଭାର ସାହି ଅଞ୍ଚଳରେ ଗଣେଶ ମୁର୍ମୟୀ ପ୍ରତିମା ଗଢୁଥିବା ଦୃଶ୍ୟ
ଓଡ଼ିଶା: ଆଜିର ଫଟୋ ( ୩୦ ଜୁଲାଇ, ୨୦୨୫ )
ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ୨୦ତମ ଗୁରୁ ଦକ୍ଷିଣା ଉତ୍ସବ ପୁରୀ ବେଳାଭୂମିରେ ସୁରକ୍ଷା ନାଁ ରେ ନଷ୍ଟ କରାଯାଇଛି ସୌନ୍ଦର୍ଯ୍ୟତା
Archives


