ଆଜିର ଫଟୋ

ଓଡ଼ିଶା: ଆଜିର ଫଟୋ (ଜାନୁଆରୀ ୨୧, ୨୦୨୧ )

ଭୁବନେଶ୍ୱରରେ ରାଜ୍ୟ ସ୍ତରୀୟ ଆଦିବାସୀ ମେଳା ପୂର୍ବରୁ କଳାକାରମାନେ ଆଦିବାସୀ ପଡ଼ିଆରେ କାନ୍ଥରେ ରଙ୍ଗ ଦେଉଛନ୍ତି ସୁଭାସ ବୋଷଙ୍କ ଜନ୍ମ ବାର୍ଷିକ ପୂର୍ବରୁ କଟକସ୍ଥିତ ଓଡିଆ ବଜାର ଅଞ୍ଚଳରେ ନେତାଜୀ ଙ୍କ ଜନ୍ମସ୍ଥାନକୁ ସଜାଯାଉଛି ଭୁବନେଶ୍ୱରର ସହିଦ ନଗର ସ୍ଥିତ...

ଓଡ଼ିଶା: ଆଜିର ଫଟୋ (ଜାନୁଆରୀ ୨୦, ୨୦୨୧ )

୩୨ତମ ସଡକ ସୁରକ୍ଷା ମାସ ଅବସରରେ ପରିବହନ ବିଭାଗ ପକ୍ଷରୁ ଭୁବନେଶ୍ୱର ପିଏମ୍‌ଜି ଛକରେ ଜନ ସଚେତନତା   ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ଜାତୀୟସ୍ତରୀୟ ହ୍ୟାଣ୍ଡଲୁମ ଏକ୍ସପୋ    ରାଜଧାନୀ ରବୀନ୍ଦ୍ର ମଣ୍ଡପରେ ଅଜିତ ଥିଏଟର ଗ୍ରୁପ ପରିବେଷଣ କରୁଛନ୍ତି...

ଓଡ଼ିଶା: ଆଜିର ଫଟୋ (ଜାନୁଆରୀ ୧୯, ୨୦୨୧ )

ନେତାଜୀ ଜୟନ୍ତୀ ପୂର୍ବରୁ କଟକ ଦରଘାବଜ଼ାର ପୁରୁଣା ଜେଲ ରୋଡରୁ ନେତାଜୀ ସୁଭାଷ ବୋଷଙ୍କ ଜନ୍ମ ସ୍ଥଳ ଓ ସଂଗ୍ରହାଳୟକୁ ଯିବା ରାସ୍ତାର ପାର୍ଶ୍ୱ ପ୍ରାଚୀର ଏବଂ ତୋରଣକୁ ନୂଆ ରୂପ ଦେଉଛନ୍ତି ଶିଳ୍ପୀ   ଜାତୀୟ ସଡ଼କ ସୁରକ୍ଷା...

ଓଡ଼ିଶା: ଆଜିର ଫଟୋ (ଜାନୁଆରୀ ୧୮, ୨୦୨୧)

ଗଣତନ୍ତ୍ର ଦିବସ ପାଳନ ପୂର୍ବରୁ ସୋମବାର ଭୁବନେଶ୍ୱରର ଗାନ୍ଧୀ ମାର୍ଗରେ ସୁରକ୍ଷା କର୍ମୀମାନେ ଯାଞ୍ଚ କରୁଛନ୍ତି   ଟାଟା ବେଂଜ଼ ଛକ ଠାରେ ୩୨ ତମ ରୋଡ଼ ସେପ୍ଟିର ସପ୍ତାହିକ କାଯ୍ୟକ୍ରର୍ମର ଶୁଭଆରମ୍ଭ ରେ ବ୍ରହ୍ମପୁର ଟ୍ରାଫିକ୍ ପୋଲିସ ଅଧିକାରୀ...

ଓଡ଼ିଶା: ଆଜିର ଫଟୋ (ଜାନୁଆରୀ ୧୭, ୨୦୨୧)

ହାଲୁକା କୁହୁଡ଼ି ମଧ୍ୟରେ କଟକର ମହାନାଦୀ ଉପରେ ଉଡୁଥିବା ପକ୍ଷୀମାଙ୍କ ଦୃଶ୍ୟ ବାଇକ ଆରୋହୀମାନେ ଭୁବନେଶ୍ୱର ସତସଙ୍ଗ ବିହାର ରାସ୍ତାରେ ବିନା ହେଲମେଟରେ ଯାଉଛନ୍ତି  

ଓଡ଼ିଶା: ଆଜିର ଫଟୋ (ଜାନୁଆରୀ୧୬, ୨୦୨୧)

କୁହୁଡି ଆଚ୍ଛାଦିତ ଭୁବନେଶ୍ୱର   ସାରା ରାଜ୍ୟରେ କୋଭିଡ୍‍ ଟିକାକରଣ ଆରମ୍ଭ ମହାତ୍ମାଗାନ୍ଧୀଙ୍କ ପ୍ରଥମ କଟକ ଆଗମନର ଶତବାର୍ଷିକୀ ପାଳନ ଅବସରରେ ସିଡିଏରେ ସ୍ଥାପନ ହେବାକୁ ଥିବା ଗାନ୍ଧିଜୀଙ୍କ ବ୍ରୋଞ୍ଜ ପ୍ରତିମୂର୍ତ୍ତି ତିଆରି କରୁଛନ୍ତି ଶିଳ୍ପୀ

ଓଡ଼ିଶା: ଆଜିର ଫଟୋ (ଜାନୁଆରୀ ୧୪, ୨୦୨୧)

ମକର ସଙ୍କରାନ୍ତି ଉପଲକ୍ଷେ କଟକସ୍ଥିତ ଖାନନଗର ଅଞ୍ଚଳରେ ଏକ କୋଠା ଉପରେ ଯୁବକମାନେ ଗୁଡ଼ି ଉଡାଉଛନ୍ତି କଟକସ୍ଥିତ କାଠଯୋଡ଼ି ନଦୀ ନିକଟରେ ରେଳ ଟ୍ରାକ ନିକଟରେ ପିଲା ମାନେ ଗୁଡ଼ି ଉଡାଉଛନ୍ତି ଭୁବନେଶ୍ୱରର ୟୁନିଟ୍- ୬ ଵୃଦ୍ଧାଶ୍ରମ ଅଞ୍ଚଳରେ ଲୋକମାନେ...

ଓଡ଼ିଶା: ଆଜିର ଫଟୋ (ଜାନୁଆରୀ ୧୩, ୨୦୨୧)

ପୋଙ୍ଗଲ ପର୍ବ ଅବସରରେ ପୂଜାର୍ଚ୍ଚନା କରୁଛନ୍ତି କଟକ ଦୀୱାନ ବଜାର ତେଲୁଗୁ ସାହିର ତେଲୁଗୁ ସମ୍ପ୍ରଦାୟ ଲୋକମାନେ ଘନ କୁହୁଡିରେ କଟକ ସ୍ଥିତ ଓଡ଼ିଶା ହାଇକୋର୍ଟ ପରିସରରେ ଶୋଭା ପାଉଛି ଜାତୀୟ ପତାକା ଷ୍ଟେଟ୍‍ ଭ୍ୟାକ୍ସିନ୍‍ ଷ୍ଟୋର୍‌ରୁ କୋଭିଡ୍‍ ଟିକା ବିଭିନ୍ନ...

ଓଡ଼ିଶା: ଆଜିର ଫଟୋ (ଜାନୁଆରୀ ୧୨, ୨୦୨୧ )

କରୋନା ଟିକା ଭୁବନେଶ୍ୱର ବିମାନ ବନ୍ଦରରୁ କଡା ସୁରକ୍ଷା ମଧ୍ୟରେ ନିଆଯାଉଛି କରୋନା ଟିକା ଭୁବନେଶ୍ୱରରେ ପହଞ୍ଚିବା ପରେ ଓଡିଶା ରାଜ୍ୟ ଔଷଧ ନିଗମରେ ରଖାଯାଉଛି କଟକ ସିଟି ହସ୍ପିଟାଲରେ କରୋନା ଟିକା ପହଞ୍ଚିଛି  

ଓଡ଼ିଶା: ଆଜିର ଫଟୋ ( ଜାନୁଆରୀ ୧୧, ୨୦୨୧ )

କରୋନାଭାଇରସ୍ ମହାମାରୀ ହେତୁ ପ୍ରାୟ ନଅ ମାସର ବ୍ୟବଧାନ ପରେ ଛାତ୍ର ଛାତ୍ରୀ ମାନେ ରେଭେନ୍ସା ବିଶ୍ୱବିଦ୍ୟାଳୟରେ କ୍ଲାସ୍ କରି ଫେରୁଛନ୍ତି କୋଭିଡ କାରଣରୁ ଅନେକ ମାସ ବନ୍ଦ ହେବା ପରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଅନ୍ତିମ ବର୍ଷର ଛାତ୍ରୀ...

ଓଡ଼ିଶା: ଆଜିର ଫଟୋ ( ଜାନୁଆରୀ ୧୦, ୨୦୨୧ )

ଆଗକୁ ମକର ସଂକ୍ରାନ୍ତି କଟକର ନୟାସଡ଼କ ଅଞ୍ଚଳରେ ଗୁଡ଼ି ବିକ୍ରି ହେଉଛି ଆସନ୍ତା ଜାନୁଆରୀ ୧୪ ରେ ମୁକ୍ତେଶ୍ଵର ମହୋତ୍ସବ ପାଇଁ ପ୍ରସ୍ତୁତି ଚାଲିଛି ଭୁବନେଶ୍ୱରର ଓର୍ଲଡ ଟାଉନର ଗୁଆଝର ପୋଖରୀ ରେ ହଂସ ମାନେ ଖେଳୁଛନ୍ତି ରାଜଧାନୀର ପିଏମଜି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri