ଆଜିର ଫଟୋ

ଓଡ଼ିଶା: ଆଜିର ଫଟୋ ( ମାର୍ଚ୍ଚ ୧୩, ୨୦୨୪ )

ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଶତାବ୍ଦୀର କଳାକାର ପକ୍ଷରୁ ଆୟୋଜିତ ୨୬ତମ କଳିଙ୍ଗ ନାଟ୍ୟ ମହୋତ୍ସବରେ ପରିବେଷିତ ନାଟକ ଶେଷ ସାକ୍ଷାତ     କଳିଙ୍ଗ ଷ୍ଟାଡିଅମରେ ଓଡିଶା ଏଫ୍ସି ଦ୍ୱାରା ପ୍ରି-ମ୍ୟାଚ୍ ସାମ୍ବାଦିକ ସମ୍ମିଳନୀ

ଓଡ଼ିଶା: ଆଜିର ଫଟୋ ( ମାର୍ଚ୍ଚ ୧୦, ୨୦୨୪ )

ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୁତି ବିଭାଗ ଓଡିଶା ସଂଗୀତ ନାଟକ ଏକାଡେମୀ ଓ ଓଡିଶା ନାଟ୍ୟ ସଂଘର ମିଳିତ ଆନୁକୂଲ୍ୟରେ ନାଟ୍ୟଧାରାର ନାଟକ, ‘କବାଡି ସମାନ’     ଭୁବନେଶ୍ୱର ଭଞ୍ଜକଳା ମଣ୍ଡପରେ ନୃତ୍ୟକଳା...

ଓଡ଼ିଶା: ଆଜିର ଫଟୋ ( ମାର୍ଚ୍ଚ ୯, ୨୦୨୪ )

  ଇଣ୍ଡିଆନ୍ ମହିଳା ଲିଗ୍ ୨୦୨୩ -୨୪: ଭୁବନେଶ୍ୱରରେ କ୍ରୀଡ଼ା ଓଡିଶା ସହିତ ସେତୁ ଏଫ୍ସି ର ମ୍ୟାଚ     ଶ୍ରୀମନ୍ଦିରର ରତ୍ନ ଭଣ୍ଡାରର ତଦାରଖ କରିବା ପାଇଁ ଉଚ୍ଚ ସ୍ତରୀୟ ପ୍ୟାନେଲର ଚେୟାରମ୍ୟାନ୍ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି...

ଓଡ଼ିଶା: ଆଜିର ଫଟୋ (୮ ମାର୍ଚ୍ଚ, ୨୦୨୪ )

ଶ୍ରୀ ଲୋକନାଥ ପୀଠରେ ଭକ୍ତଙ୍କ ଭିଡ ମହାଶିବରାତ୍ରୀ ଉପଲକ୍ଷେ ବିଭିନ୍ନ ଶୈବପୀଠ ମାନଙ୍କ ରେ ଶ୍ରଦ୍ଧାଳୁଙ୍କ ଭିଡ ସହ କ୍ଷୀରା ଅଭିଷେକ ଓ ନାମ ସଂକୀର୍ତ୍ତନ ବକ୍ସି ବଜାର ସ୍ଥିତ ଶ୍ରୀ ଅମରେଶ୍ବର ମନ୍ଦିର   ଚିନ୍ତାମଣେଶ୍ୱର ମନ୍ଦିରରେ ଜାଗର...

ଓଡ଼ିଶା: ଆଜିର ଫଟୋ (୭ ମାର୍ଚ୍ଚ, ୨୦୨୪ )

ଶିବରାତ୍ରି ପାଇଁ ପୁରୀ ଶ୍ରୀ ଲୋକନାଥ ଙ୍କ ମନ୍ଦିରକୁ ଫୁଲ ରେ ସଜାଯାଇଛି  ଆନ୍ଧ୍ରରୁ ଆସିଥିବା ମହିଳା ଜଣକ ମହାଶିବରାତ୍ରି ପାଇଁ ଅରଖ ଫୁଲ ବିକିବା ପାଇଁ ତୋଳୁଛନ୍ତି।

ଓଡ଼ିଶା: ଆଜିର ଫଟୋ ( ମାର୍ଚ୍ଚ ୬, ୨୦୨୪ )

ଭୁବନେଶ୍ୱର ନିଲାଦ୍ରି ବିହାରସ୍ଥିତ ବୁଦ୍ଧ ଆର୍ଟ ଗ୍ୟାଲେରୀରେ ବାର୍ଷିକ କଳା ପ୍ରଦର୍ଶନୀ     ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ବୃନ୍ଦାବନ ନାଟ୍ୟ ସଂସଦ ପକ୍ଷରୁ ପରିବେଷିତ ନାଟକ, ‘କାହାର ସେ ଜହ୍ନ ‘

ଓଡ଼ିଶା: ଆଜିର ଫଟୋ ( ମାର୍ଚ୍ଚ ୫, ୨୦୨୪ )

ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ବିଦ୍ୟା କନକ ସୃଜନୁଷ୍ଠାନ ପକ୍ଷରୁ ପରିବେଷିତ ନାଟକ, ‘ମାଉସି ମା’     କଟକ ଆନନ୍ଦ ଭବନ ନିକଟରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ଭେଟେରାନ ସ୍ପୋର୍ଟ୍ସ ପରସନ ଆସୋସିଏସନ ପକ୍ଷରୁ ଅନୁଷ୍ଠିତ...

ଓଡ଼ିଶା: ଆଜିର ଫଟୋ (୪ ମାର୍ଚ୍ଚ, ୨୦୨୪ )

ଦଶମ ଶ୍ରେଣୀ ପରୀକ୍ଷା ଶେଷ ଦିନ ରେଭେନ୍ଶା କଲେଜିୟଟ ସ୍କୁଲ ରୁ ପରୀକ୍ଷା ଦେଇ ଫେରୁଥିବା ଛାତ୍ରୀ ମାନେ ଦଶମ ଶ୍ରେଣୀ ପରୀକ୍ଷା ଶେଷ ଦିନ ଭୁବନେଶ୍ୱର ୟୁନିଟ ୯ ସ୍କୁଲରୁ ପରୀକ୍ଷା ଦେଇ ଫେରୁଥିବା ଛାତ୍ରୀ ମାନେ

ଓଡ଼ିଶା: ଆଜିର ଫଟୋ ( ଫେବୃଆରୀ ୨୮, ୨୦୨୪ )

ଭୁବନେଶ୍ୱର ସ୍ଥିତ ସୂଚନା ଭବନରେ ତୁଷାର ଚାରିଟେବଲ ଟ୍ରଷ୍ଟ ବାର୍ଷିକ ଉତ୍ସବରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ଭୁବନେଶ୍ୱର ସ୍ଥିତ ବରମୁଣ୍ଡା ବସ ଟର୍ମିନାଲକୁ ଓଡ଼ିଆ ବରପୁତ୍ରଙ୍କ ନାମରେ ନାମିତ କରିବା ଦାବି ନେଇ ‘ମୁଁ ଓଡ଼ିଆ, ମୋ ଓଡିଶା’ ପକ୍ଷରୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri