ଆଜିର ଫଟୋ

ଓଡ଼ିଶା: ଆଜିର ଫଟୋ ( ମାର୍ଚ୍ଚ ୨୪, ୨୦୨୧)

 ଦୋଳ ମେଳଣ ଲାଗି  କାଗଜରେ କେଳା କେଳୁଣୀ ଓ ରାଜା ରାଣୀ ପ୍ରସ୍ତୁତିରେ ବ୍ୟସ୍ତ କଟକର ଶିଳ୍ପୀ   ବାତ୍ସଲ୍ୟ ମମତା: କଟକ ଡଗରପଡ଼ାରେ ବିଲେଇକୁ ସ୍ତନ୍ୟପାନ କରାଉଛି କୁକୁର   କଟକ ନୂଆବଜାର ତାଳଦଣ୍ଡା କେନାଲ ରାସ୍ତା ପାର୍ଶ୍ଵ ବସ୍ତି...

ଓଡ଼ିଶା: ଆଜିର ଫଟୋ ( ମାର୍ଚ୍ଚ ୨୩, ୨୦୨୧)

ମହାତ୍ମା ଗାନ୍ଧୀଙ୍କ ଓଡିଶା ଆଗମନର ୧୦୦ ବର୍ଷ ପୂର୍ତ୍ତି ଅବସରରେ ଭୁବନେଶ୍ୱର ରେଳଷ୍ଟେସନରେ ଗାନ୍ଧୀଜୀଙ୍କ ବେଶରେ ଯୁବକ   ମହାତ୍ମା ଗାନ୍ଧୀଙ୍କ ଓଡିଶା ଆଗମନର ୧୦୦ ବର୍ଷ ପୂର୍ତ୍ତି ଅବସରରେ ଓଡିଶା ବିଧାନସଭା ପରିସରରେ ଥିବା ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତିରେ ବାଚସ୍ପତି...

ଓଡ଼ିଶା: ଆଜିର ଫଟୋ ( ମାର୍ଚ୍ଚ ୨୨, ୨୦୨୧)

ସିଡିଏ, କଟକ ଠାରେ ନିର୍ମାଣାଧୀନ ଏକ ପାର୍କ କଟକ ମାରୱାଡି ସମାଜ ସଦସ୍ୟମାନେ ସିଡିଏ ସେକ୍ଟର ୭ ରୁ କଟକସ୍ଥିତ ବାଲୁ ବଜାର ଶ୍ୟାମ ବାବା ମନ୍ଦିର ପର୍ଯ୍ୟନ୍ତ ଆସୁଛନ୍ତି ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ଅଞ୍ଚଳରେ ସ୍କୁଲରୁ ଘରକୁ ଫେରୁଥିବାବେଳେ ଛାତ୍ରମାନେ...

ଓଡ଼ିଶା: ଆଜିର ଫଟୋ ( ମାର୍ଚ୍ଚ ୨୧, ୨୦୨୧)

ଓଡିଶା ମହିଳା ଫୁଟବଲ ଲିଗ ଅନୁଷ୍ଠିତ ହୋଇଛି କଳିଙ୍ଗ ଷ୍ଟଡିୟମ ସ୍ପୋର୍ଟ୍ସ ହଷ୍ଟେଲ ସହ ଓଜିପି କ୍ଲବ ସତ୍ୟନଗର ମସାଣି ରୋଡ ରେ ଜଣେ ଦୃଷ୍ଟିହୀନ ମହିଳା ଆଉ   ଜଣେ ମହିଳା   ଙ୍କ ହାତଧରି ରାସ୍ତାରେ ଯାଉଛି...

ଓଡ଼ିଶା: ଆଜିର ଫଟୋ ( ମାର୍ଚ୍ଚ ୨୦, ୨୦୨୧)

ବିଶ୍ୱ ପଖାଳ ଦିବସ ପାଳନ ଅବସରରେ କଟକ ମହାନଦୀ ବିହାର ଅଞ୍ଚଳର ଶିଳ୍ପୀ ହିମାଂଶୁ ଶେଖର ପରିଡାଙ୍କ ଦ୍ୱାରା କାଠ ଓ ପଥରରେ ପ୍ରସ୍ତୁତ ହୋଇଥିବା କଳାକୃତି   ହୋଟେଲ ସ୍ବସ୍ତି ପ୍ରିମିୟମରେ ଧରିତ୍ରୀ ଏବଂ ଓଡ଼ିଶାପୋଷ୍ଟ ପକ୍ଷରୁ ଆୟୋଜିତ...

ଓଡ଼ିଶା: ଆଜିର ଫଟୋ ( ମାର୍ଚ୍ଚ ୧୯, ୨୦୨୧)

କଟକ ସିଡିଏ ମଧୁସୂଦନ ସେତୁ ମହାନଦୀ ପାର୍ଶ୍ୱସ୍ଥ ପଠାରେ ଲାଗିଥିବା ନିଆଁ, ଏହା ଫଳରେ ପଠାରେ ଥିବା ଏକ ଥୁଣ୍ଟା ଗଛ ଡାଳରେ ପକ୍ଷୀମାନେ ଆଶ୍ରୟ ନେଇଛନ୍ତି   ରାଜଧାନୀରେ ପ୍ରବଳ ଖରା ଓ ଶୋଷ ଯୋଗୁଁ ଲୋକମାନେ ତରଭୁଜ...

ଓଡ଼ିଶା: ଆଜିର ଫଟୋ ( ମାର୍ଚ୍ଚ ୧୮, ୨୦୨୧)

ଓଡିଶା ମହିଳା ଫୁଟବଲ ଲିଗ୍: ସ୍ପୋର୍ଟସ୍ ହଷ୍ଟେଲ, ରାଇଜିଂ ଷ୍ଟୁଡେଣ୍ଟସ୍ କ୍ଲବ୍ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଖେଳା ଯାଉଛି   ଜୟ ଭାରତ ଏକାଡେମୀ ବିପକ୍ଷରେ ନାଭାଲ ଟାଟା ହକି ଏକାଡେମୀ ଓଡିଶାର ଖେଳାଳି ଉପ-କ୍ୟାପଟେନ ସୁମି ମାଣ୍ଡାରୀ ସହ...

ଓଡ଼ିଶା: ଆଜିର ଫଟୋ ( ମାର୍ଚ୍ଚ ୧୭ , ୨୦୨୧)

କଟକ ମହାନଦୀରେ ଖେଳୁଛନ୍ତି ପିଲା   ଭୁବନେଶ୍ୱର କଳିଙ୍ଗ ଷ୍ଟାଡିଅମରେ ଅନୁଷ୍ଠିତ ସର୍ବପ୍ରଥମ ହକି ଇଣ୍ଡିଆ ଜାତୀୟ ଜୁନିଅର ଏକାଡେମୀ ମହିଳା ହକି ଟୁର୍ନାମେଣ୍ଟ : ତାମିଲନାଡୁ ହକି ଏକାଡେ଼ମୀ ଓ ମଧ୍ୟପ୍ରଦେଶ ହକି ଏକାଡେମୀ ମଧ୍ୟରେ ହକି ମ୍ୟାଚ  ...

ଓଡ଼ିଶା: ଆଜିର ଫଟୋ ( ମାର୍ଚ୍ଚ ୧୬, ୨୦୨୧)

କଟକ ସହରରେ ହୋଲି ଲାଗି ଜମିଲାଣି ରଙ୍ଗ ବେପାର   ମହାତ୍ମା ଗାନ୍ଧୀଙ୍କ କଟକ ଆଗମନର ଶତବାର୍ଷିକୀ ପାଳନ ଲାଗି ସିଡିଏ ନବନିର୍ମିତ ପାର୍କ ପରିସରରେ ତିଆରି ହେଉଛି ବ୍ରୋଞ୍ଜ ପ୍ରତିମୂର୍ତ୍ତି  

ଓଡ଼ିଶା: ଆଜିର ଫଟୋ ( ମାର୍ଚ୍ଚ ୧୫, ୨୦୨୧)

ଓଡିଶା ମହିଳା ଫୁଟବଲ ଲିଗ ମ୍ୟାଚ ରେ ସ୍ପୋର୍ଟ୍ସ ହଷ୍ଟେଲ ବନାମ ସାଇ ଏସଟିସି କଳିଙ୍ଗ ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଯାଇଛି ଭୁବନେଶ୍ୱର ରେଲୱେ ଷ୍ଟେସନ କାନ୍ଥରେ ବିଏମସି ପକ୍ଷରୁ କାନ୍ଥରେ ଚିତ୍ର କରୁଛନ୍ତି ଜଣେ ଶିଳ୍ପୀ

ଓଡ଼ିଶା: ଆଜିର ଫଟୋ ( ମାର୍ଚ୍ଚ ୧୪, ୨୦୨୧)

ବିଏମସି କର୍ମଚାରୀ ମାନେ ଟ୍ରାକଟର ରେ ବୁଲାଷଣ୍ଢ ଙ୍କୁ ଧରିନେଉଛନ୍ତି   ୟୁନିଟ-୯ ରେ ଏକ ପାଣିଟାଙ୍କି ଟ୍ୟାପରେ ଜଣେ ଶିଶୁ ନିଜର ହାତ କୁ ସଫାକରୁଛି ଶାରଳା ଭବନ ରେ ଅନୁଷ୍ଠିତ କଟକ ମହୋତ୍ସବ ଦ୍ୱିତୀୟ ରାତିରେ ଶିବ...

ଓଡ଼ିଶା: ଆଜିର ଫଟୋ ( ମାର୍ଚ୍ଚ ୧୩, ୨୦୨୧)

ଓଡିଶା ପୋଲିସ ଓ ଓଜିପି କ୍ଳବ ମଧ୍ୟରେ ଓଡିଶା ମହିଳା ପୁଟବଲ ଲିଗର ଆକର୍ଷଣୀୟ ମ୍ୟାଚ ଭୁବନେଶ୍ୱର ସ୍ଥିତ ଦ ପ୍ରେସ କ୍ଳବ ଅଫ ଓଡିଶା ପରିସରରେ ଅର୍ଗାନିକ ଫେୟାର କଟକ ଶିଶୁଭବନ ନବଜାତ ଚିକିତ୍ସା ବିଭାଗ ପରିସରରେ ସର୍ଟସର୍କିଟ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri