Uncategorized

ଭିଜିଲାନ୍ସ ଜାଲରେ ଆରଆଇ

ଭଦ୍ରକ,୨୦।୧: ଭଦ୍ରକ ଜିଲା ବନ୍ତ ତହସିଲ ଅଧୀନ କେନ୍ଦୁଆପଦା ରାଜସ୍ବ ନିରୀକ୍ଷକ (ଆରଆଇ) ଶରତ ଜେନା ଶନିବାର ଭିଜିଲାନ୍ସ ଜାଲରେ ପଡିଛନ୍ତି। ଜଳଜମିକୁ ଘରବାଡି କରାଇବା ପାଇଁ ଲାଞ୍ଚ ନେଉଥିଲା ବେଳେ ଭିଜିଲାନ୍ସ ବିଭାଗ ତାଙ୍କୁ କାବୁ କରି ନେଇଛନ୍ତି।...

ଜୀବନର ଶେଷ ମୁହୂର୍ତ୍ତରେ ହସ୍ପିଟାଲ ବେଡ୍‌ରେ ପିଲାଙ୍କ ପରୀକ୍ଷା ଖାତା ଚେକ୍‌ କରୁଥିଲେ ଶିକ୍ଷକ:ଫଟୋ ହେଉଛି ଭାଇରାଲ୍‌

ମାତାପିତାଙ୍କ ପରେ ପିଲାଙ୍କ ଜୀବନରେ ଶିକ୍ଷକଙ୍କ ସର୍ବାଧିକ ଅବଦାନ ରହିଛି। ସେମାନେ ନିଜ ଛାତ୍ରୀଛାତ୍ରମାନଙ୍କୁ ଉଚ୍ଚ ଶିଖରରେ ପହଞ୍ଚାଇବା ପାଇଁ କୌଣସି ସୁଯୋଗକୁ ହାତଛଡା କରିବାକୁ ଚାହାଁନ୍ତି ନାହିଁ। ଆଜିକାଲି ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି।...

ପୋଖରୀ ଭିତରେ ପଶି କୁମ୍ଭୀରକୁ ଟାଣିଆଣିଲେ ଯୁବତୀ: ଭିଡିଓ ଦେଖିଲେ ଲୋମ ଟାଙ୍କୁରି ଉଠିବ

କୁମ୍ଭୀର ଜଳରେ ସବୁଠାରୁ ବିପଜ୍ଜନକ ପ୍ରାଣୀ ବୋଲି ବିବେଚନା କରାଯାଏ। ନଦୀ କିମ୍ବା ପୋଖରୀ କୂଳକୁ ଯିବା ମାତ୍ରେ କୁମ୍ଭୀରମାନେ ଭାବରେ ଆକ୍ରମଣ କରନ୍ତି। କିନ୍ତୁ ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ ହୋଇଛି, ଯାହା ଦେଖିଲେ ବିଶ୍ୱାସ...

ଆନ୍ତଃଧର୍ମ ଦମ୍ପତିଙ୍କୁ ମାଡ଼ ଘଟଣା: ୭ ଜଣଙ୍କ ବିରୋଧରେ ଗଣବଳାତ୍କାର ମାମଲା

ହାଭେରି,୧୨।୧: କର୍ନାଟକର ହାଭେରି ଜିଲାରେ ଏକ ହୋଟେଲ ମଧ୍ୟରେ ଜବରଦସ୍ତ ପ୍ରବେଶ କରି ଆନ୍ତଃଧର୍ମ ଦମ୍ପତିଙ୍କୁ ମାଡ଼ ମାରିଥିବା ୭ ଅଭିଯୁକ୍ତଙ୍କ ବିରୋଧରେ ଗଣବଳାତ୍କାର ମାମଲା ରୁଜୁ ହୋଇଛି। ତାଙ୍କୁ ଗଣବଳାତ୍କାର କରାଯାଇଥିବା ପୀଡ଼ିତା ମାଜିଷ୍ଟ୍ରେଟ୍‌ଙ୍କ ନିକଟରେ ବୟାନ ରେକର୍ଡ...

ଶାଢ଼ି ଦେଖି ବୋଉ ବହୁତ କାନ୍ଦିଥିଲା: ସାହିତ୍ୟିକ କାମଦେବ ମହାରଣା

ପୁରୀ ଜିଲା ଅସ୍ତରଙ୍ଗ ବ୍ଲକ ଅଧୀନ ବଡଗୋଲା ଗାଁରେ ମୋର ଜନ୍ମ। ଏକ ପାର୍ଶ୍ୱରେ ଆସମୁଦ୍ର ବିସ୍ତୃତ ଗୋବରୀ ପାଟ, ପାଟ ଭିତରେ ଅବଶିଷ୍ଟ ଚାଖଣ୍ଡେ ଲମ୍ବର ଦରମରି ସୁନାମୁହିଁ ନଈ ଓ ଅନ୍ୟ ପାଶର୍‌ବରେ ବିସ୍ତୀର୍ଣ୍ଣ ଶସ୍ୟକ୍ଷେତ୍ର। ସେଇଠି...

ଫିରିଙ୍ଗିଆ ଥାନା ପୋଡ଼ି ଘଟଣା, ଆଉ ୨ ଗିରଫ

ଫୁଲବାଣୀ, ୬ା୧(ରାକେଶ କୁମାର ରାଉତ): ବହୁ ଚର୍ଚ୍ଚିତ କନ୍ଧମାଳ ଜିଲା ଫିରିଙ୍ଗିଆ ଥାନା ପୋଡ଼ି ଘଟଣାରେ ପୋଲିସ ଶନିବାର ଆଉ ଦୁଇ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ପାଖରୁ ଥାନାରୁ ଲୁଟ ହୋଇଥିବା ବାଇକ ଜବତ କରାଯାଇଛି। ଏହି ଘଟଣାରେ...

ଦେଶ ଛାଡ଼ି ଫେରାର ହେବାକୁ ଯୋଜନା କରୁଛନ୍ତି ଟିଏମ୍‌ସି ନେତା ସାହଜନ୍‌ ଶେଖ୍‌, ଲୁକ୍‌ଆଉଟ୍‌ ନୋଟିସ ଜାରି କଲା ED

କୋଲକାତା,୬।୧: ପଶ୍ଚିମବଙ୍ଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଅଫିସରଙ୍କ ଉପରେ ଆକ୍ରମଣ ପରେ ଟିଏମ୍‌ସି ନେତା ସାହଜନ ଶେଖ୍‌ ଦେଶ ଛାଡ଼ି ଫେରାର ହେବା ଯୋଜନାରେ ରହିଛନ୍ତି। ଗିରଫଦାରୀରୁ ରକ୍ଷା ପାଇବା ଲାଗି ସେ କୌଣସି ବି ସମୟରେ ଫେରାର ହେବା ଅଧିକାରୀମାନେ...

୪ ଦିନରେ ମ୍ୟାଚ ଶେଷ: ଅଧିନାୟକ ପ୍ୟାଟ କୁମିନଙ୍କ ପୁଣି ରେକର୍ଡ

ମେଲବୋର୍ନ,୩୦ା୧୨: ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ ଅଷ୍ଟ୍ରେଲିଆ ଓ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ଦ୍ୱିତୀୟ କ୍ରିକେଟ ଟେଷ୍ଟ ମ୍ୟାଚର ଖେଳ ୪ ଦିନ ମଧ୍ୟରେ ଶେଷ ହୋଇଛି। ଏଥିରେ ଅଷ୍ଟ୍ରେଲିଆ ୭୯ ରନରେ ବିଜୟ ଲାଭ କରିଛି। ଅଧିନାୟକ ପ୍ୟାଟ କୁମିନ୍ସ...

ଇଣ୍ଡିଆ ବ୍ଲକରେ କିପରି ଫାଇନାଲ ହେବ କଂଗ୍ରେସର ସିଟ୍? ବୈଠକରେ ପ୍ରସ୍ତୁତ ହେଲା ସିଟ୍ ଶେୟାରିଂ ଫର୍ମୁଲା

ନୂଆଦିଲ୍ଲୀ ,୨୩।୧୨: ଇଣ୍ଡିଆ ବ୍ଲକରେ ସାମିଲ ଦଳ ମାନଙ୍କ ସହିତ ଆଗାମୀ ଲୋକସଭା ନିର୍ବାଚନରେ ଆସନ ବୁଝାମଣା ପାଇଁ ପାଞ୍ଚ ଜଣ ସଦସ୍ୟଙ୍କୁ ନେଇ ରାଷ୍ଟ୍ରୀୟ ଗଠବନ୍ଧନ କମିଟି ଗଠନ କରିଛି କଂଗ୍ରେସ। ଏହି କମିଟି ସିଟ୍ ବୁଝାମଣା କରିବା...

Video: ରେଳ ପ୍ଲାଟଫର୍ମ ନିକଟରେ ରିଲ୍ସ କରୁଥିଲେ ଯୁବତୀ, ଟ୍ରେନ୍‌ରେ ଯାଉଥିବା ଜଣେ ଯୁବକ ଏଭଳି କରିବାରୁ ସେ ରାଗରେ…

ଆଜିକାଲିର ଯୁବପୀଢ଼ି ଭାଇରାଲ ହେବା ଲାଗି କିଛି ବି କରିବାକୁ ପ୍ରସ୍ତୁତ। ସେଥିରୁ ଗୋଟିଏ ହେଲା ରିଲ୍ସ। ଅତି ବିପଦପୂର୍ଣ୍ଣ ସ୍ଥାନରେ ରିଲ୍ସ କରି ଅନେକେ ଚର୍ଚ୍ଚାରେ ମଧ୍ୟ ରହୁଛନ୍ତି। ଏବେ ମେଟ୍ରୋ ଏବଂ ରେଳ ଷ୍ଟେଶନରେ ରିଲ୍ସ କରିବାର...

ଗଣେଶଚନ୍ଦ୍ରଙ୍କ ଶିଖର ଛୁଇଁବାର ନିଶା: ୨୧ ପର୍ବତାରୋହଣ କରିପାରି…

ପର୍ବତ ଶିଖରକୁ ଚଢ଼ିବାର ଦୁର୍ବାର ନିଶା ସବୁବେଳେ ଜଣେ ପର୍ବତାରୋହୀ ମନରେ ରହିଥାଏ। ଆଗକୁ ଅଗ୍ରସର ହେବାର ଉତ୍ସୁକତାରେ ବହୁ ବାଧାବିଘ୍ନକୁ ଆଡ଼େଇ ପର୍ବତାରୋହୀ ଆଗେଇ ଚାଲନ୍ତି ନିଜ ଗନ୍ତବ୍ୟ ପଥରେ। ଯେଉଁ ଦୁଃସାହସିକ ଅଭିଯାନର ପାଦେପାଦେ ରହିଥାଏ ବିପଦ।...

ମଧ୍ୟାହ୍ନ ଭୋଜନରେ କ’ଣ ଖାଇଲେ ରାଷ୍ଟ୍ରପତି

ବାରିପଦା,୨୦ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ବାରିପଦା ଗସ୍ତ ସମୟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସର୍କିଟ ହାଉସ୍‌ରେ ମଧ୍ୟାହ୍ନଭୋଜନ କରିଥିଲେ। ଏନେଇ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଥିଲା। ମଧ୍ୟାହ୍ନ ଭୋଜନରେ ରାଷ୍ଟ୍ରପତି ଦେଶୀ ନାଲି ଚାଉଳର ଭାତ, ହରଡ ଡାଲି, ଜହ୍ନି ତରକାରୀ, ପରିବା...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri