Video

‘ଧରିତ୍ରୀ ନିରପେକ୍ଷର ସହ ଖବର ଦେଉଛି’ – ସ୍ୱରାଜ

ଧରିତ୍ରୀର ୫୦ ବର୍ଷ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ଅଭିନେତା ସ୍ୱରାଜ https://youtu.be/nXvVrXV4LnI

11 months ago

‘ଧରିତ୍ରୀର ୫୦ ବର୍ଷ ଯାତ୍ରା ଏକ ଗର୍ବର କଥା’ – ଅର୍ଚ୍ଚିତା

ଧରିତ୍ରୀର ୫୦ ବର୍ଷରେ ପଦାର୍ପଣ ଆମ ପାଇଁ ଏକ ଗର୍ବର କଥା ବୋଲି କହି ୫୦ବର୍ଷ ପୂର୍ତ୍ତି ଉପଲକ୍ଷେ ଶୁଭେଚ୍ଛା ଜଣାଇଲେ ଅଭିନେତ୍ରୀ ଅର୍ଚ୍ଚିତା https://youtu.be/E5eXXtx_3EE

11 months ago

‘ଧରିତ୍ରୀ ଆମ ରାଜ୍ୟର ଗର୍ବ’ – ସୁରେଶ ରାଉତରାୟ

୫୦ ବର୍ଷ ଭିତରେ ବହୁତ ସୁନାମ ଅର୍ଜନ କରିଛି ଧରିତ୍ରୀ । ଧରିତ୍ରୀ ୫୦ ବର୍ଷରେ ପଦାର୍ପଣକୁ ନେଇ ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ରାଉତରାୟଙ୍କ ବାର୍ତ୍ତା…

11 months ago

କେବଳ ୫୦ ବର୍ଷ ନୁହଁ ଆଗକୁ ଏମିତି ସବୁବେଳେ ଥାଉ ଧରିତ୍ରୀ – ଭୂମିକା

'କେବଳ ୫୦ ବର୍ଷ ନୁହଁ ଆଗକୁ ଏମିତି ସବୁବେଳେ ଥାଉ ଧରିତ୍ରୀ । ଆଉ ସବୁବେଳେ ସତର୍କ ଏବଂ ଠିକ ନ୍ୟୁଜ ଆଣି ଆମ ପାଖରେ ପହଞ୍ଚାଉଥାନ୍ତୁ।'…

11 months ago

‘ସାରା ଓଡ଼ିଶାରେ ସତ୍ୟ ଘଟଣା ପ୍ରକାଶ କରେ ଧରିତ୍ରୀ’ – ଶରତ ପଟ୍ଟନାୟକ

‘ସଦା ସର୍ବଦା ଧରିତ୍ରୀ ସତ୍ୟ ଓ ଗରିବ ଲୋକମାନଙ୍କର ବାର୍ତ୍ତାକୁ ପ୍ରକାଶ କରୁଥିବାରୁ ସାରା ଓଡ଼ିଶାରେ ଆଜି ବହୁତ ପପୁଲାର ହୋଇପାରିଛି ଧରିତ୍ରୀ’ । - ଶରତ…

11 months ago

ଛାତିକୁ ଛୁଇଁଲା ଭଳି ଖବର ପରିବେଷଣ କରୁଛି ଧରିତ୍ରୀ | Kuna Tripathy

'ଗୋଟିଏ ସ୍ୱାଭିମାନୀ କାଗଜ ଭାବରେ ଅସତ୍ୟ ଖବର ଠାରୁ ଦୂରରେ ରହି ସ୍ୱାଭିମାନର ସହ ବାଟ ଚାଲୁଛି ଧରିତ୍ରୀ।' - Kuna Tripathy https://youtu.be/t01y1MM-oVA  

11 months ago

ଦଣ୍ଡ ମାରିଗଲେ ଜଗା ପାଖକୁ | Devotees knock doors of Lord Jagannath

ଜଗନ୍ନାଥଙ୍କ ନିକଟରେ ଏକ ପୁତ୍ର ସନ୍ତାନର ମାନସିକ ରଖିଥିଲେ। ଯଦି ପୁଅ ଟିଏ ହୁଏ ତେବେ ସେ ସାକ୍ଷୀଗୋପାଳରୁ ପୁରୀ ଅଭିମୁଖେ ଦଣ୍ଡ ମାରି ମାରି ଯିବେ।…

11 months ago

ମୋର ପ୍ରଥମ ଫଟୋ ଧରିତ୍ରୀରେ ବାହାରିଥିଲା | ‘My first photo was published in Dharitri’ | Sabyasachi Mishra

ମୁଁ ସେତେବେଳେ ଛୋଟଟିଏ ହୋଇଥିଲି। ତୃତୀୟ ଶ୍ରେଣୀରେ ପାଠ ପଢୁଥିଲି। ଧରିତ୍ରୀରେ ପିଲାଙ୍କ ପାଇଁ ଏକ ଗଳ୍ପ ପ୍ରତିଯୋଗିତା ହେଉଥିଲା, ଯେଉଁଥିରେ ମୁଁ ଗଳ୍ପ ଲେଖି ପଠାଇଥିଲି,…

11 months ago

ଆଧାର କାର୍ଡ ଲୁଚାନ୍ତୁ ନଚେତ ବ୍ୟାଙ୍କ ଖାତା ଖାଲି ହୋଇଯିବ | Protect your Aadhar Card

ଲୋକଙ୍କୁ ଲୁଟିବା ପାଇଁ ପ୍ରତି ଥର ନୂଆ ନୂଆ ଜାଲ ବିଛାଉଛନ୍ତି ସାଇବର ଠକ । କେତେବେଳେ ଲିଙ୍କ ପଠାଇ ଲୁଟୁଛନ୍ତି ତ ଆଉ କେତେବେଳେ ବିଭିନ୍ନ…

11 months ago

ବାଛୁରୀ କରିଛି କୁକୁରକୁ ମାଆ | Dog adopts calf

ମାତ୍ର ୨ ଦିନର କଅଁଳ କୁନି ବାଛୁରୀ ମାଆ ସ୍ନେହରୁ ବଞ୍ଚିତ ଥିଲା । ଏବେ ସେହି କୁନି ବାଛୁରୀଟି ରଶ୍ମି ରଞ୍ଜନ ସ୍ୱାଇଁଙ୍କ ଘରେ ରହୁଛି…

11 months ago