Video

ବାବୁ ମହଲ: ଚୋର ଧରା | Babu Mahal #35 ‘Chora Dhara’

ସହର ହେଉ କି ଗାଁ, ସବୁଠି ଅଛନ୍ତି ଫୁଲ ଚୋର। ରାତିଅଧିଆ ବାଡ଼ି ବଗିଚାରେ ପଶି ଫୁଲ ଚୋରି କରି ନେଉଛନ୍ତି। କଢ଼ଟିଏ ମଧ୍ୟ ଛାଡୁନାହାନ୍ତି। ଏହି ପରିପ୍ରେକ୍ଷୀରେ ଏଥର ‘ବାବୁ ମହଲ’ର ପ୍ରସଙ୍ଗ ‘ଚୋର ଧରା’। ଏହି ଆନିମେଶନ...

କରୋନା ଯୋଦ୍ଧାଙ୍କ ଲାଗି ଆକାଶମାର୍ଗରୁ ଫୁଲବର୍ଷା

ସାରା ଦେଶ କରୋନା ମହାମାରୀ ସହ ଲଢେଇ କରୁଛି । ଏଥିରେ ଆମ ସମସ୍ତଙ୍କୁ ସୁରକ୍ଷା ଯୋଗାଉଛନ୍ତି କରୋନା ଯୋଦ୍ଧା । ଯେଉଁମାନଙ୍କୁ ସେନାଠୁ ଆରମ୍ଭ କରି ବିଭିନ୍ନ ସଙ୍ଗଠନ ପକ୍ଷରୁ ଆକାଶ ମାର୍ଗରୁ ଫୁଲ ବର୍ଷା କରି ସେମାନଙ୍କ...

ଓଡିଶାରେ କରୋନା ମୃତ୍ୟୁ ହାର ସାରା ବିଶ୍ବରେ ସର୍ବନିମ୍ନ

କରୋନା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଭିଡିଓ ବାର୍ତ୍ତା ଜରିଆରେ ସମ୍ବୋଧିତ କରିଛନ୍ତି । ମୁଖ୍ୟମନ୍ତ୍ରୀ ତାଙ୍କ ବାର୍ତ୍ତାରେ କହିଛନ୍ତି ଓଡିଶାରେ କରୋନା ମୃତ୍ୟୁ ହାର ସାରା ବିଶ୍ବରେ ସର୍ବନିମ୍ନ । ଏହାସହିତ ସେ କହିଛନ୍ତି ,...

ଛାତିଥରା ଚିତ୍ର: ମୃତ ମା’କୁ ଉଠାଇବାକୁ ଶିଶୁର ପ୍ରୟାସ

ରେଳଷ୍ଟସନରେ ଜଣେ ପ୍ରବାସୀ ମହିଳାଙ୍କ ମୃତ୍ୟୁ ଖବର ଏବେ ସମସ୍ତଙ୍କ ଛାତିକୁ ଥରାଇ ଦେଇଛି। ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ବିହାରର ମୁଜାଫରପୁର ରେଳଷ୍ଟସନରେ। ପ୍ଲାଟଫର୍ମରେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ନିକଟରେ ବର୍ଷକର...

ତୀବ୍ର ହେଉଛି ଭାରତ-ଚାଇନା ବିବାଦ , ସୀମାରେ ସେନା ମୁତୟନ

କରୋନା ମହାମାରୀ ଭିତରେ ଭାରତ ଓ ଚାଇନା ମଧ୍ୟରେ ସୀମା ବିବାଦ ତୀବ୍ର ହେବାରେ ଲାଗିଛି । ଲଦାଖ ସୀମାରେ ଚାଇନା ସେନାର ଆକ୍ରମଣାତ୍ମକ କାର୍ଯ୍ୟକଳାପ ଭାରତ ପ୍ରତି ବିପଦ ସୃଷ୍ଟି କରିବାର ଆଶଙ୍କା ମଧ୍ୟ ପ୍ରକାଶ ପାଇଛି ।

ଚିନ୍ତା ବଢାଉଛନ୍ତି ପଙ୍ଗପାଳ

କରୋନା ମହାମାରି ପାଇଁ ସାରା ଦେଶ ଚିନ୍ତାରେ ଥିବା ବେଳେ ଏବେ ଚାଷୀକୂଳ ଲାଗି ଆଉ ଏକ ସଙ୍କଟ ଆସି ପହଞ୍ଚିଛି । ତାହା ହେଉଛି ଗତ କିଛିଦିନ ହେବ ରାଜସ୍ଥାନ, ଗୁଜୁରାଟ , ପଞ୍ଜାବ, ହରିୟାଣା , ମଧ୍ୟ...

ଖୋଲିଲା ମାର୍କେଟ ବିଲ୍ଡିଂ

ଲକଡାଉନ ୪.୦ରେ ସରକାର କିଛିଟା କ୍ଷେତ୍ରରେ କଟକଣାକୁ କୋହଳ କରିଛନ୍ତି । ସେହି ଅନୁସାରେ ଭୁବନେଶ୍ବରର ମାର୍କେଟ ବିଲ୍ଡିଂ ମଧ୍ୟ ଖୋଲିଛି । ମାର୍କେଟ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଖୋଲାରହୁଛି । ତେବେ ଅନେକ ଦିନ ପରେ ମାର୍କେଟ ଖୋଲିଥିବାରୁ...

ମାଟ୍ରିକ ମୂଲ୍ୟାୟନ ଆରମ୍ଭ | HSC answer sheet evaluation resumes

ଆଜିଠାରୁ ରାଜ୍ୟରେ ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ । ଚତୁର୍ଥ ପର୍ଯ୍ୟାୟ ଲକଡାଉନର ନିୟମାବଳୀ ଓ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ହିଁ ଖାତାଦେଖା ପୂର୍ବାହ୍ନ ୧୦ଟାରୁ ଆରମ୍ଭ ହୋଇଥିବା ବେଳେ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଚାଲିବ ।

ଏଥର ଫିକା ଫିକା ଇଦ୍

କରୋନା ଭାଇରସ ମୁକାବିଲା ନେଇ ଦେଶରେ ଜାରିଥିବା ଲକଡାଉନ ପାଇଁ ଏଥର ସବୁଠି ଇଦ୍ ନିରାଡମ୍ବର ଭାବେ ପାଳନ କରାଯାଇଛି । ତେବେ ରାଜଧାନିବାସୀ କେମିତି ଇଦ୍ ସେଲିବ୍ରେଟ କରିଛନ୍ତି ଆସନ୍ତୁ ଦେଖିବା ଏହି ଭିଡିଓରେ

ରାଜଧାନୀରେ ମଦ ବେପାର

ରାଜ୍ୟରେ ଅନଲାଇନରେ ମଦର ହୋମ ଡେଲିଭରି ଲାଗି ସରକାର ଅନୁମତି ପ୍ରଦାନ କରିଥିଲେ । ହେଲେ କେତେକ ଦୋକାନୀ ଅନଲାଇନରେ ବୁକିଂ କରିବା ସହ ଅଫଲାଇନରେ ମଧ୍ୟ ମଦ ବିକ୍ରି କରିଥିବା ଦେଖିବାକୁ ମିଳିଥିଲା । ଏହାପରେ ମଦ ଦୋକାନ...

ଟ୍ୟାକ୍ସି ସେବା ଆରମ୍ଭ , ଗଡିଲାନି ବସ୍

ରାଜ୍ୟ ସରକାରଙ୍କ ଅନୁମତି କ୍ରମେ ଅଟୋ, ଟ୍ୟାକ୍ସି ସେବା ଆରମ୍ଭ ହୋଇଛି । ସେପଟେ ଏବେ ବି ନିଜ ଜିଦରେ ଅଟଳ ବସ୍ ମାଲିକ ସଂଘ । ଏହାପରେ ଯାତ୍ରୀ ଓ ବସ୍ ଡ୍ରାଇଭରଙ୍କ ପ୍ରତିକ୍ରିୟା କଣ ରହିଛି ଆସନ୍ତୁ...

ଲକଡାଉନରେ ଘରେ ଇଦ୍ ପାଳନ

ଆଜି ପବିତ୍ର ଇଦ୍ ଉଲ୍ ଫିତର । ଇସଲାମ ଧର୍ମାବଲମ୍ବୀଙ୍କ ବଡ ପର୍ବ ଇଦ୍ ଉଲ୍ ଫିତର। ସାରା ଦେଶରେ ଉଲ୍ଲାସର ସହ ପାଳନ ହେଉଛି ଇଦ୍। ଲକଡାଉନ ପାଇଁ ଏଥର ମସଜିଦ୍‌ରେ ସମୁହ ନମାଜ ପାଠ ବନ୍ଦ କରାଯାଇଥିବାରୁ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri