Video

ଆପଣ ଏହି ଚିକେନ ଖାଉଛନ୍ତି କି? | Health Tips | Chicken

ଚିକେନ ଚର୍ମରେ ପ୍ରଚୁର ଚର୍ବି ଥାଏ, ତେଣୁ ସମସ୍ତଙ୍କ ମନରେ ଏକ ପ୍ରଶ୍ନ ରହିଛି ଯେ ଚିକେନକୁ ଚର୍ମ ସହିତ ଖାଇବା, ନା ଚର୍ମ ବିନା ଖାଇବା ଉଚିତ । ଆଜିର ଭିଡ଼ିଓରେ ଜାଣିବା ଚିକେନ କେତେ ଫ୍ୟାଟ ରହିଛି...

ଖବର କାଗଜ ବିକ୍ରେତାଙ୍କ ପୁଅ ହେବେ ଡାକ୍ତର

ଢେଙ୍କାନାଳ ସହର ପଦ୍ମ ବଜାର ଅଞ୍ଚଳର ଖବର କାଗଜ ବିକ୍ରେତା ସୁଶାନ୍ତ ସାହୁଙ୍କ ପୁଅ ଦିପ୍ତି ରଞ୍ଜନ ସାହୁ ଚଳିତ ବର୍ଷ ନିଟ ୟୁଜି ପ୍ରବେଶିକା ପରୀକ୍ଷାରେ ୬୫୦ ନମ୍ବର ରଖି ମେଡିକାଲ ଶିକ୍ଷା ପାଇଁ ଯୋଗ୍ୟତା ହାସଲ କରିଛନ୍ତି...

ସବୁଠୁ ବଡ଼ ଗଣେଶ

ରାଜଧାନୀ ଭୁବନେଶ୍ୱର ସ୍ଥିତ ବଡଗଡ ଠାରେ ୫୧ଫୁଟର ଶ୍ରୀଗଣେଶ ମୂର୍ତ୍ତି ପ୍ରତିଷ୍ଠା କରାଯାଇଛି । ଏଠାରେ ମଧ୍ୟ ୫୦ କେ.ଜିର ଲଡୁ ପ୍ରସ୍ତୁତ କରାଯାଉଛି ।

ଅଳିଆ ପକାଇବୁ କୋଉଠି: ମେୟର ଜବାବ ଦିଅ

ରାଜଧାନୀର ବିଭିନ୍ନ ସ୍ଥାନରେ ଅଳିଆ ଜମା ହେବା ଘଟଣାକୁ କେନ୍ଦ୍ର କରି ବିଏମସି ଅଫିସ ଘେରାଉ କରିଛି ଭାଜପା । ଦାରୁଠେଙ୍ଗରେ ୧୫ ଦିନ ହେବ ଅଳିଆ ପଡ଼ୁନଥିବାରୁ ରାଜଧାନୀର ବିଭିନ୍ନ ୱାର୍ଡରେ ଥିବା ଏମସିସି ଓ ସୈନିକ ସ୍କୁଲ...

ପ୍ରକୃତିଙ୍କ ପାଖରେ ଏମିତି ପ୍ରମାଣ ଅଛି, କିଛି ଲୋକଙ୍କ ଭଦ୍ରମୁଖା ଖୋଲିଯିବ

ସେ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରୁଛନ୍ତି, ସେ ଯାହା ସହ କାମ କରିବେ ସେ କ’ଣ ତାଙ୍କୁ ବୁଲିବୁଲି ପିଟୁଥିବେ । ଶୁଣନ୍ତୁ ବାବୁ, ତୃପ୍ତି ଓ ପ୍ରକୃତିଙ୍କ ଘଟଣାକୁ ନେଇ କ’ଣ କହୁଛନ୍ତି ପ୍ରକୃତି ମିଶ୍ରଙ୍କୁ ଆଇନଗତ ସହଯୋଗ...

ଘରକୁ ଫେରିଲେ ଘରର ପୁଅ

ଘରକୁ ଫେରିଲେ ଘରର ପୁଅ । ନିଜ ଲୋକଙ୍କ କଥା ବୁଝିପାରିଲେ ଅଭିନେତା ବାବୁସାନ୍ ମହାନ୍ତି । ଚେନ୍ନାଇରୁ ଆସି ଭୁବନେଶ୍ୱରରେ ପହଞ୍ଚିବା ପରେ ବାବୁସାନ୍ ଗଣମାଧ୍ୟମକୁ ଦେଇଥିବା ପ୍ରତିକ୍ରିୟାକୁ ନେଇ ଏବେ ଏମିତି କିଛି ଚର୍ଚ୍ଚା ଜୋର ଧରିଛି...

ଶ୍ରୀଜିଉଙ୍କ ସୁନାବେଶ | SunaBesha | Puri | DharitriLive

ଆଜି ଆଷାଡ ମାସ ସୁକ୍ଳ ପକ୍ଷ ଏକାଦଶୀ ତିଥି । ବର୍ଷ ତମାମ ଶ୍ରୀମନ୍ଦିରରେ ଅନେକ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଥିବା ମହାପ୍ରଭୁ ଆଜି ରଥରେ ସୁନା ବେଶରେ ସୁସଜ୍ଜିତ ହୋଇ ଲକ୍ଷ ଲକ୍ଷ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ।

ଖୋର୍ଦ୍ଧାରେ ଫୁଟିଛି ପାରିଜାତ ଫୁଲ

କୁହାଯାଏ ସ୍ବର୍ଗରେ ପାରିଜାତ ଫୁଲ ଫୁଟିଥାଏ। ମାତ୍ର ଈଶ୍ବରଙ୍କ ଆଶୀର୍ବାଦ ରୁ ଖୋର୍ଦ୍ଧା ନିକଟସ୍ଥ ଗୋଡିପଡା ପଞ୍ଚାୟତ ମୋଟା ଗ୍ରାମର ବାମନ ସୁନ୍ଦରାୟଙ୍କ ବାଡିରେ ଫୁଟିଛି ପାରିଜାତ ଫୁଲ ।

ମୁଁ ରାଇ ଭାଈଙ୍କୁ ବିରିୟାନି ଖୁଆଇଥାନ୍ତି

ରସୁଲଗଡ ସ୍ଥିତ ବବୁଲୁ ହୋଟେଲରୁ ସବୁବେଳେ ଖାଦ୍ୟ ପାର୍ସଲ ନେବାକୁ ଆସୁଥିଲେ ରାଇମୋହନ । ଗତ ୨୩ ତାରିଖ ଦିନ ନିଜେ ଶେଷ ଥର ପାଇଁ ଖାଦ୍ୟ ନେଇଥିଲେ ରାଇମୋହନ । ଯାହାର ଭିଡ଼ିଓ ସିସିଟିଭିରେ କଏଦ ହୋଇଛି ।...

ପାତ୍ରପଡାରେ ଲାଗିଛି ୧୧୧ ଦୋଳି | Raja Celebration in Bhubaneswar

‘ଦୁଇ ବର୍ଷ ହେଲା ରଜରେ ବାହାରକୁ ଯାଇ ପାରୁନଥିଲୁ। ଏବର୍ଷ ଭଲକରି ବୁଲାବୁଲି କରୁଛୁ, ପାନ ଖାଉଛୁ, ରଜରେ ମଉଜ କରୁଛୁ । ଆମର ଏଠି ରଜ ପାଇଁ ବହୁତ ବଢିଆ ବ୍ୟବସ୍ଥା ହୋଇଛି। ନାଚ ଗୀତ ଠାରୁ ଆରମ୍ଭ...

୨ ବର୍ଷ ପରେ ସ୍ନାନ ବେଦୀରେ ଦେଖୁଛୁ ଠାକୁରଙ୍କୁ

ଆଜି ପବିତ୍ର ସ୍ନାନ ପୂର୍ଣ୍ଣିମା । ସ୍ନାନ ବେଦୀରେ ହାତୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାବାହୁ । ଦାରୁ ଦିଅଁଙ୍କର ଏହି ଦୁର୍ଲଭ ବେଶ ଦେଖିବାକୁ ଆଜି ଶ୍ରୀକ୍ଷେତ୍ରରେ ଲାଗିଛି ଭିଡ । ଶୁଣନ୍ତୁ କ’ଣ କହୁଛନ୍ତି ଶ୍ରଦ୍ଧାଳୁ

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri