ଐତିହ୍ୟ ସହର କଟକ। ଯାହାର କୋଣ ଅନୁକୋଣରେ ରହିଛି କଳା ଓ ସଂସ୍କୃତିର ଚିହ୍ନ। କଟକର ଦୁର୍ଗାପୂଜା ସବୁବେଳେ ନିଆରା। ଆସନ୍ତୁ ବୁଲିଯିବା କଟକର କିଛି ପ୍ରମୁଖ ପୂଜାମଣ୍ଡପକୁ।
ଆଜି ସକାଳେ କିଛି ଯୁବକ ମୁଖା ଓ ଗ୍ଳୋଭସ୍ ପିନ୍ଧି କଂଗ୍ରେସ ଭବନରେ ପଶି ଯୁବ କଂଗ୍ରେସ ସଭାପତିଙ୍କ କାର୍ଯ୍ୟାଳୟର ଆସବାବପତ୍ର ଭଙ୍ଗାରୁଜା କରିଛନ୍ତି। ଏନେଇ ପିସିସି ସଭାପତି ଘଟଣାର ତଦନ୍ତ କରୁଛନ୍ତି।
ଶାରଦୀୟ ଦୁର୍ଗାପୂଜା ପାଇଁ ଉତ୍ସବ ମୁଖର ଗାଁଠୁ ସହର । ଦୁର୍ଗତିନାସିନୀଙ୍କୁ କରୋନା କଟକଣା ମଧ୍ୟରେ ପୂଜା କରାଯାଉଛି । ରାଜଧାନୀର ବିଭିନ୍ନ ପୂଜା ମଣ୍ଡପରେ କିଭଳି ଚାଲିଛି ମାଙ୍କ ପୂଜାର୍ଚ୍ଚନା ଚାଲନ୍ତୁ ଦେଖିବା ଏହି ଭିଡ଼ିଓରେ ।
Archives
Model This Week
ପିଲାଙ୍କ ଧରିତ୍ରୀ