Posted inଜାତୀୟ

ନିଟ୍‌ ପେପର ଲିକ୍‌ ମାମଲାରେ CBIକୁ ବଡ଼ ସଫଳତା, ପୋଖରୀରୁ ମିଳିଲା ୭ ଫୋନ୍‌

ଧନବାଦ,୨୭।୦୭: ନିଟ୍‌ ପେପର ଲିକ୍‌ ମାମଲାରେ ଶୁକ୍ରବାର ସିବିଆଇର ଏକ ଟିମ୍‌ ଧନବାଦରୁ ପବନ କୁମାର ନାମକ ଜଣେ ଯୁବକକୁ ଗିରଫ କରିଛି । ପବନ ଏବଂ ଅନ୍ୟଜଣେ ଯୁବକଙ୍କ ସହ ସିବିଇଆଇ ଟିମ୍‌ ନିକଟସ୍ଥ ଏକ ପୋଖରୀରୁ ଲିକ୍‌ ସମ଼୍ବନ୍ଧୀୟ ପ୍ରମାଣ ପାଇଛି । ୩ ଘଣ୍ଟାର ପ୍ରୟାସ ପରେ ସିବିଆଇକୁ ଫୋଖରୀରୁ ୨ଟି ଆଇଫୋନ୍‌ ସମେତ ୭ରୁ ଅଧିକ ଭଙ୍ଗାଫୋନ୍‌ ଉଦ୍ଧାର କରିଛି । ଏହି ଫୋନ୍‌ ଗୁଡ଼ିକୁ ଭଙ୍ଗା ଯାଇ ଏକ ସିମେଣ୍ଟ ଜାରରେ ବନ୍ଦ କରି ଫୋଖରୀକୁ ଫିଙ୍ଗା ଯାଇଥିଲା ।
ସିବିଆଇକୁ ମିଳିଥିବା ସୂଚନା ଅନୁସାରେ ଏହି ମୋବାଇଲ୍‌ଗୁଡ଼ିକ ଜରିଆରେ ପ୍ରଶ୍ନପତ୍ରକୁ ଛାତ୍ରମାନଙ୍କ ନିକଟକୁ ପଠାଯାଇଥିଲା। ତେବେ ମୋବାଇଲ୍‌ଗୁଡ଼ିକର ଫରେନ୍ସିକ୍‌ ଯାଞ୍ଚ ପରେ ସତ ସମ୍ନାକୁ ଆସିବ ବୋଲି ଜଣାପଡ଼ିଛି ।
ସୂଚନା ଥାଉକି, ଶୁକ୍ରବାର ପାଇଥିଲା


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷକଙ୍କ ସହ ପ୍ରାତଃ ଭ୍ରମଣ ରୋକିବ ଛାତ୍ର ଆତ୍ମହତ୍ୟା

ନୂଆଦିଲ୍ଲୀ,୧୪ା୩ (ପି.ଟି.): ଦେଶରେ ପ୍ରତିବର୍ଷ ଛାତ୍ରୀଛାତ୍ରଙ୍କ ଆତ୍ମହତ୍ୟା ବଢ଼ିବାରେ ଲାଗିଛି। ପିଲାମାନଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବଣତା ବୃଦ୍ଧି ପାଇବା ଚିନ୍ତାର କାରଣ ହୋଇଥିବାବେଳେ ଏହାକୁ ରୋକିବା...

୨ ପୁଅ, ସ୍ତ୍ରୀଙ୍କ ସହ ଡାକ୍ତରଙ୍କ ଆତ୍ମହତ୍ୟା

ଚେନ୍ନାଇ, ୧୪।୩: ତାମିଲନାଡ଼ୁର ଚେନ୍ନାଇସ୍ଥିତ ଆନ୍ନା ନଗର ଅଞ୍ଚଳରେ ଗୁରୁବାର ଗୋଟିଏ ପରିବାରର ୪ ସଦସ୍ୟ ଆତ୍ମହତ୍ୟା କରିଛନ୍ତି। ଡାକ୍ତର ତଥା ସୋନୋଲୋଜିଷ୍ଟ ବାଲା ମୁରୁଗାନ...

ରୋଶନୀ ନାଦର ମାଲ୍‌ହୋତ୍ରା ଭାରତର ତୃତୀୟ ସବୁଠୁ ଧନୀ

ମୁମ୍ବାଇ, ୧୪।୩: ଭାରତରେ ସବୁଠାରୁ ଧନୀ ବ୍ୟକ୍ତିଙ୍କ ଶ୍ରେଣୀରେ ରୋଶନୀ ନାଦର ମାଲହୋତ୍ରାଙ୍କର ନାମ ଯୋଡ଼ି ହୋଇଛି। ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀ ଏବଂ ବିଲୟନେୟାର...

ହୋଲିରେ ଦ୍ୱାଦଶ ଶ୍ରେଣୀ ହିନ୍ଦୀ ପରୀକ୍ଷା, ଦେଇ ନ ପାରିଲେ ଆଉ ଏକ ସୁଯୋଗ: ସିବିଏସ୍‌ଇ

ନୂଆଦିଲ୍ଲୀ,୧୪ା୩: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ)ର ଦ୍ୱାଦଶ ଶ୍ରେଣୀ ହିନ୍ଦୀ ପରୀକ୍ଷା ମାର୍ଚ୍ଚ ୧୫ ହୋଲି ଦିନ ଅନୁଷ୍ଠିତ ହେବ। ଯେଉଁମାନେ ହୋଲି ପାଳନ...

ହୋଲିରେ ପୁଣି ବଢ଼ିଲା ସୁନା ଦର, କେତେ ଟଙ୍କାରେ ପହଞ୍ଚିଲା ଜାଣନ୍ତୁ…

ନୂଆଦିଲ୍ଲୀ,୧୩ା୩: ଦିଲ୍ଲୀରେ ସୁନା ଦର ଗୁରୁବାର ୧୦ ଗ୍ରାମ୍‌ ପ୍ରତି ୬୦୦ ଟଙ୍କା ବୃଦ୍ଧି ପାଇ ସର୍ବାଧିକ ୮୯,୪୫୦ ଟଙ୍କାରେ ପହଞ୍ଚିଛି। ବୁଧବାର ୯୯.୯ ପ୍ରତିଶତ...

ସ୍ପେଡେକ୍ସ ସାଟେଲାଇଟ୍‌କୁ ଅଲଗା କଲା ଇସ୍ରୋ

ନୂଆଦିଲ୍ଲୀ,୧୩ା୩: ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଗୁରୁବାର ସ୍ପେଡ୍‌କ୍ସ ସାଟେଲାଇଟ୍‌ଗୁଡ଼ିକୁ ସଫଳତାର ସହ ଡି-ଡକିଂ (ପୃଥକ୍‌) କରିଛି। ଫଳରେ ଭବିଷ୍ୟତର ମହତ୍ତ୍ୱାକାଂକ୍ଷୀ ଚନ୍ଦ୍ର ଅଭିଯାନ,...

ପୋଲିସ ଅଫିସରଙ୍କୁ ହତ୍ୟା

ପାଟନା,୧୩ା୩: ବିହାରର ଅରାରିଆ ଜିଲାରେ ଜଣେ ପୋଲିସ ଅଫିସର ଅପରାଧୀ ଅନମୋଲ ଯାଦବଙ୍କୁ ଗିରଫ କରିବା ପାଇଁ ଯାଇଥିବା ବେଳେ ତାଙ୍କୁ ପିଟି ହତ୍ୟା କରାଯାଇଛି।...

Holiରେ କାହା ଉପରେ ରଙ୍ଗ ପକାଇଲେ ହେବ ଆକ୍ସନ! ରଙ୍ଗ ଖେଳିବା ପାଇଁ ଜାରି ହେଲା ଗାଇଡଲାଇନ

ହାଇଦ୍ରାବାଦ,୧୩।୩: ଆସନ୍ତାକାଲି ୧୪ ମାର୍ଚ୍ଚରେ ସାରା ଦେଶରେ ହୋଲି ପର୍ବ ପାଳନ କରାଯିବ। ଏଥର ହୋଲି ସମ୍ପର୍କରେ ଅନେକ ଭିନ୍ନ ଭିନ୍ନ ବକ୍ତବ୍ୟକୁ ନେଇ ବହୁତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image