ଧନବାଦ,୨୭।୦୭: ନିଟ୍ ପେପର ଲିକ୍ ମାମଲାରେ ଶୁକ୍ରବାର ସିବିଆଇର ଏକ ଟିମ୍ ଧନବାଦରୁ ପବନ କୁମାର ନାମକ ଜଣେ ଯୁବକକୁ ଗିରଫ କରିଛି । ପବନ ଏବଂ ଅନ୍ୟଜଣେ ଯୁବକଙ୍କ ସହ ସିବିଇଆଇ ଟିମ୍ ନିକଟସ୍ଥ ଏକ ପୋଖରୀରୁ ଲିକ୍ ସମ଼୍ବନ୍ଧୀୟ ପ୍ରମାଣ ପାଇଛି । ୩ ଘଣ୍ଟାର ପ୍ରୟାସ ପରେ ସିବିଆଇକୁ ଫୋଖରୀରୁ ୨ଟି ଆଇଫୋନ୍ ସମେତ ୭ରୁ ଅଧିକ ଭଙ୍ଗାଫୋନ୍ ଉଦ୍ଧାର କରିଛି । ଏହି ଫୋନ୍ ଗୁଡ଼ିକୁ ଭଙ୍ଗା ଯାଇ ଏକ ସିମେଣ୍ଟ ଜାରରେ ବନ୍ଦ କରି ଫୋଖରୀକୁ ଫିଙ୍ଗା ଯାଇଥିଲା ।
ସିବିଆଇକୁ ମିଳିଥିବା ସୂଚନା ଅନୁସାରେ ଏହି ମୋବାଇଲ୍ଗୁଡ଼ିକ ଜରିଆରେ ପ୍ରଶ୍ନପତ୍ରକୁ ଛାତ୍ରମାନଙ୍କ ନିକଟକୁ ପଠାଯାଇଥିଲା। ତେବେ ମୋବାଇଲ୍ଗୁଡ଼ିକର ଫରେନ୍ସିକ୍ ଯାଞ୍ଚ ପରେ ସତ ସମ୍ନାକୁ ଆସିବ ବୋଲି ଜଣାପଡ଼ିଛି ।
ସୂଚନା ଥାଉକି, ଶୁକ୍ରବାର ପାଇଥିଲା