Categories: Video

Celebrities throng Dussehra pandals । ବଲିଉଡ଼ ଷ୍ଟାରଙ୍କ ଦୁର୍ଗା ପୂଜା

In this episode, we will bring you Navaratri and Dussehra celebration of Hindi movie stars who were seen visiting pandals and posing for shutterbugs on the occasion. Alia looked gorgeous in her red dress at Juhu pandal. Hrithik Roshan and his father Rakesh Roshan were also seen there. Besides, Rani Mukerji, Tanisha, Kajol and her mother Tanuja, Priyanka Chopra among others were seen at various pandals.

ଜଗତଜନନୀ ମା’ ଦୁର୍ଗାଙ୍କ ପୂଜା ଲାଗି ସବୁଠି ଉତ୍ସବର ମାହୋଲ। ନବରାତ୍ରୀ ଉପଲକ୍ଷେ ସେଲିବ୍ରିଟିମାନେ ବି ମା’ଙ୍କ ଦର୍ଶନ କରି ଆର୍ଶିବାଦ ନେଇଛନ୍ତି। ଆଲିଆ ଭଟ୍ଟ, ରାଣୀ ମୁଖାର୍ଜୀ ,କାଜୋଲ, ପ୍ରିୟଙ୍କା ଚୋପ୍ରା ବି ମା’ଙ୍କ ଦର୍ଶନ କରିଛନ୍ତ । ହ୍ରିତିକ୍ ରୋସନ ବାପା ରାକେଶ ରୋସନଙ୍କ ସହ ଦୁର୍ଗତୀ ନାଶିନୀଙ୍କର ଦର୍ଶନ କରିଛନ୍ତି ।