Posted inVideo

Celebrities throng Dussehra pandals । ବଲିଉଡ଼ ଷ୍ଟାରଙ୍କ ଦୁର୍ଗା ପୂଜା

Featured Video Play Icon

In this episode, we will bring you Navaratri and Dussehra celebration of Hindi movie stars who were seen visiting pandals and posing for shutterbugs on the occasion. Alia looked gorgeous in her red dress at Juhu pandal. Hrithik Roshan and his father Rakesh Roshan were also seen there. Besides, Rani Mukerji, Tanisha, Kajol and her mother Tanuja, Priyanka Chopra among others were seen at various pandals.

ଜଗତଜନନୀ ମା’ ଦୁର୍ଗାଙ୍କ ପୂଜା ଲାଗି ସବୁଠି ଉତ୍ସବର ମାହୋଲ। ନବରାତ୍ରୀ ଉପଲକ୍ଷେ ସେଲିବ୍ରିଟିମାନେ ବି ମା’ଙ୍କ ଦର୍ଶନ କରି ଆର୍ଶିବାଦ ନେଇଛନ୍ତି। ଆଲିଆ ଭଟ୍ଟ, ରାଣୀ ମୁଖାର୍ଜୀ ,କାଜୋଲ, ପ୍ରିୟଙ୍କା ଚୋପ୍ରା ବି ମା’ଙ୍କ ଦର୍ଶନ କରିଛନ୍ତ । ହ୍ରିତିକ୍ ରୋସନ ବାପା ରାକେଶ ରୋସନଙ୍କ ସହ ଦୁର୍ଗତୀ ନାଶିନୀଙ୍କର ଦର୍ଶନ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

Posted inVideo View All

Featured Video Play Icon

ଖାଲି ପେଟରେ କାହିଁକି ଖାଆନ୍ତି ଗ୍ୟାସ ବଟିକା?

ଅଧିକ ଖାଇ ଦେଲେ ଗ୍ୟାସ ହୁଏ , କିଛି ନ ଖାଇଲେ ବି ଗ୍ୟାସ ହୁଏ କାହିଁକି ? ଶୁଣନ୍ତୁ ଏନେଇ କଣ କହୁଛନ୍ତି ଡାକ୍ତର।

Featured Video Play Icon

ଟଙ୍କା କଟିବ କିନ୍ତୁ ATMରୁ ବହାରିବନି ଟଙ୍କା !

ଆପଣଙ୍କ ଆକାଉଣ୍ଟରେ ଯେତେ ଟଙ୍କା ଥିଲେ ବି ଏଟିଏମରୁ ବାହାରିବ ନାହିଁ ଟଙ୍କା। ଗୋଟିଏ ଥର ବିଫଳ ହେଇ ଆଉ ଥରେ ଚେଷ୍ଟା କଲେ ଟଙ୍କା...

Featured Video Play Icon

ଗଡ଼ର ରକ୍ଷାକର୍ତ୍ତୀ ବୋଲି ଗଡ଼ଚଣ୍ଡି

କଟକର ଆରାଧ୍ୟା ଦେବୀ ହେଉଛନ୍ତି ମା କଟକ ଚଣ୍ଡୀ ଠିକ୍ ଏହାର କିଛି ଦୂର ରେ ଅବସ୍ଥିତ ବାରବାଟି ଦୁର୍ଗ ଏବଂ ଏହାରି ଭିତରେ ମାଆ...

Featured Video Play Icon

ଚକଖଡିରେ ମତଦାନ ପାଇଁ ନିବେଦନ

ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଏକକାଳୀନ ଲୋକସଭା ଓ ବିଧାନସଭା ପାଇଁ ମେ ୨୦ ରେ ମତଦାନ ହେବ। ନିର୍ବାଚନର ଏହି ମହାପର୍ବରେ ସାମିଲ ହେବା...

Featured Video Play Icon

ମୁଖ୍ୟମନ୍ତ୍ରୀ ନିଜ ପାଇଁ କିଛି କରି ନାହାଁନ୍ତି ଆମ ପାଇଁ ସବୁ କରିଛନ୍ତି

ଭୁବନେଶ୍ୱର,୧୬ା୫: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରରେ ଏକ ବିଶାଳ ରୋଡ୍‌ ଶୋ’ କରି ଶକ୍ତି ପ୍ରଦର୍ଶନ କରିଛନ୍ତି। ବିଭିନ୍ନ ସ୍ଥାନରେ ଉପସ୍ଥିତ ଜନତା ମୁଖ୍ୟମନ୍ତ୍ରୀଙ୍କୁ ଦେଖିବାକୁ...

Featured Video Play Icon

ଏସି ହେଲମେଟ ପିନ୍ଧିବେ ପୋଲିସ

ପ୍ରଚଣ୍ଡ ଖରାରେ ଡ୍ୟୁଟି କରୁଥିବା ପୋଲିସ କର୍ମଚାରୀଙ୍କ ପାଇଁ ଆଜି ପରୀକ୍ଷାମୂଳକ ଭାବେ ଆରମ୍ଭ ହୋଇଛି ଏସି ହେଲମେଟ ବ୍ୟବସ୍ଥା। ସଫଳ ହେଲେ ସବୁ କର୍ମଚାରୀ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri