Categories: ଜାତୀୟ

ପିଏଫଆଇ ବିରୋଧରେ କେନ୍ଦ୍ରର ପ୍ରତିବନ୍ଧକ କାଏମ: ୟୁଏପିଏ ଟ୍ରିବ୍ୟୁନାଲ…

ନୂଆଦିଲ୍ଲୀ,୨୧।୩ : ବେଆଇନ କାର୍ଯ୍ୟକଳାପ (ପ୍ରତିରୋଧ) ଟ୍ରିବ୍ୟୁନାଲ ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ (ପିଏଫଆଇ) ଏବଂ ଏହାର ସହଯୋଗୀ ସଂସ୍ଥା ଉପରେ ପ୍ରତିବନ୍ଧକ ଲଗାଇଛି। ଜଷ୍ଟିସ ଦୀନେଶ କୁମାର ଶର୍ମା ମଙ୍ଗଳବାର କେନ୍ଦ୍ରର ପ୍ରତିବନ୍ଧକକୁ କାଏମ ରଖି ଏହି ରାୟ ଦେଇଛନ୍ତି।

ଏହାପୂର୍ବରୁ କେନ୍ଦ୍ର ସରକାର ପିଏଫଅରାଇ ଏବଂ ଏହାର ସହଯୋଗୀ ସଂସ୍ଥା ଉପରେ ପ୍ରତିବନ୍ଧକ ଲଗାଇଥିଲେ। ଏହି ଆଦେଶ ପାସ କରିବା ପରେ ୟୁଏପିଏ ଟ୍ରିବ୍ୟୁନାଲ ଏହି ନିଷ୍ପତ୍ତିକୁ ଏମଏଚଏକୁ ପଠାଇଛନ୍ତି ।

Share