Categories: ଜାତୀୟ

ଜମି ବଦଳରେ ଚାକିରି ମାମଲା: ଲାଲୁ, ତେଜସ୍ବୀ, ରାବ୍ରି ଦେବୀଙ୍କ ବିରୋଧରେ ଚାର୍ଜଶିଟ ଦାଖଲ

ପାଟନା,୩।୭: କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଜମି ବଦଳରେ ଚାକିରି ଦେବା ମାମଲାରେ ଦିଲ୍ଲୀର ରୌଜ ଏଭେନ୍ୟୁ କୋର୍ଟରେ ଚାର୍ଜଶିଟ ଦାଖଲ କରିଛି। ଏହି ଚାର୍ଜଶିଟରେ ବିହାରର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ, ପୂର୍ବତନ କେନ୍ଦ୍ର ରେଳମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଏବଂ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରି ଦେବୀଙ୍କ ସମେତ ଅନେକ ସଂସ୍ଥା ଏବଂ ଅନ୍ୟମାନଙ୍କ ନାମ ସାମିଲ ରହିଛି।

 

Share