Posted inଜାତୀୟ

ପେଟ୍ରୋଲ-ଡିଜେଲ୍‌କୁ ନେଇ ବଡ଼ ଖବର, କେନ୍ଦ୍ରମନ୍ତ୍ରୀ କହିଲେ…

ନୂଆଦିଲ୍ଲୀ, ୧୨।୬: ଦେଶରେ ଲୋକସଭା ନିର୍ବାଚନ ଫଳାଫଳ ପରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନରେନ୍ଦ୍ର ମୋଦି। ଆରମ୍ଭ ହୋଇଛି ନୂଆ ସରକାର ମୋଦି ୩.୦ । ମୋଦିଙ୍କ ସହିତ ୭୨ ମନ୍ତ୍ରୀ ଶପଥ ନେଇଥିବା ବେଳେ ସେମାନଙ୍କ ମଧ୍ୟରେ ମନ୍ତ୍ରାଳୟ ବଣ୍ଟନ ହୋଇସାରିଛି । ହରଦୀପ ସିଂ ପୁରୀଙ୍କୁ ପୁଣିଥରେ ପେଟ୍ରୋଲିୟମ୍‌ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟ ମିଳିଛି । ସେ ଦାୟିତ଼୍ବ ଗ୍ରହଣ କରିବା ସହିତ ଏକ ବଡ଼ ଘୋଷଣା କରିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଏନେଇ କହିଛନ୍ତି ଯେ, ଚଳିତ ଥର କେନ୍ଦ୍ର ସରକାର ପେଟ୍ରୋଲ-ଡିଜେଲ୍‌ ଏବଂ ପ୍ରାକୃତିକ ଗ୍ୟାସ୍‌ ଭଳି ପଦାର୍ଥକୁ ଦ୍ରବ୍ୟ ଏବଂ ସେବାକର ବା ଜିଏସ୍‌ଟି ଅନ୍ତର୍ଭୁକ୍ତ କରିବାକୁ ଚେଷ୍ଟା କରିବେ । ଯାହା ଫଳରେ ସାଧାରଣ ଲୋକଙ୍କୁ ବହୁତ ଫାଇଦା ମିଳିବ ।


Enter your email to get our daily news in your inbox.

All Right Reserved By Dharitri.Com

Delhi Cm : ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ସବୁ କିଛି ବଦଳିଲା, ହେଲେ ବଦଳିଲାନି ଏହି ଦୁଇ ଜିନିଷ, ଆପ୍‌ ହେଲା ଖୁସି

ନୂଆଦିଲ୍ଲୀ,୨୨ା୨: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ରେଖା ଗୁପ୍ତା ଶପଥ ନେବା ମାତ୍ରେ ଆକ୍ସନ ମୋଡ଼କୁ ଆସିଛନ୍ତି। ପ୍ରଥମ କ୍ୟାବିନେଟ୍‌ ବୈଠକରେ ମହିଳାଙ୍କୁ ୨୫୦୦ ଟଙ୍କା ସମ୍ମାନ...

ଶେଷରେ କେନ୍ଦ୍ରମନ୍ତ୍ରୀଙ୍କୁ କ୍ଷମା ମାଗିଲା Air India: ଜାଣନ୍ତୁ ସମ୍ପୂର୍ଣ୍ଣ ମାମଲାଟି କ’ଣ

ନୂଆଦିଲ୍ଲୀ,୨୨।୨: କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ଅଭିଯୋଗ ପରେ, ବିମାନ କମ୍ପାନୀ ଏୟାର ଇଣ୍ଡିଆ କ୍ଷମା ପ୍ରାର୍ଥନା କରିଛି। କେନ୍ଦ୍ରମନ୍ତ୍ରୀ ସୋସିଆଲ ମିଡିଆରେ...

ପାଓ୍ବାରଙ୍କୁ ପାଣି ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୨ା୨: ନୂଆଦିଲ୍ଲୀରେ ଶୁକ୍ରବାର ଅନୁଷ୍ଠିତ ୯୮ତମ ଅଖିଳ ଭାରତୀୟ ମରାଠୀ ସମ୍ମେଳନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଏନ୍‌ସିପି-ଏସ୍‌ପି ମୁଖ୍ୟ ଶରଦ ପାଓ୍ବାର ଯୋଗଦେଇଥିଲେ। ଦୁଇଜଣ...

ଲେଡି ଡନ୍‌ ଜୋୟା ଖାନ୍‌ ଗିରଫ

ନୂଆଦିଲ୍ଲୀ,୨୨।୨:ଅନେକ ବର୍ଷ ଧରି ପୋଲିସର ପହଞ୍ଚ ବାହାରେ ରହିଆସିଥିବା କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଶିମ୍‌ ବାବାଙ୍କ ବେଗମ୍‌ ଜୋୟା ଖାନ୍‌ ଶେଷରେ ଦିଲ୍ଲୀ ପୋଲିସ୍‌ର ସ୍ପେଶାଲ ସେଲ୍‌...

କେନ୍ଦ୍ରର ବାଧ୍ୟ, ତାମିଲନାଡ଼ୁର ‘ନା’

ନୂଆଦିଲ୍ଲୀ/ଚେନ୍ନାଇ,୨୨ା୨ (ପିଟି/ଏଜେନ୍ସି): କେନ୍ଦ୍ର ସରକାର ତାମିଲନାଡୁର ଶିକ୍ଷାନୁଷ୍ଠାନ, ସରକାରୀ ପରୀକ୍ଷା ଓ ଅଫିସଗୁଡ଼ିକରେ ହିନ୍ଦୀ ଭାଷା ପ୍ରଚଳନକୁ ବାଧ୍ୟତାମୂଳକ କରିବା ପାଇଁ ଉଦ୍ୟମ ଚଳାଇଥିବାବେଳେ ରାଜ୍ୟବାସୀ...

Indira Gandhi ଙ୍କୁ ‘ଦାଦୀ’ କହିବାରୁ ଗୃହରେ ହଙ୍ଗାମା, ୬ବିଧାୟକ ନିଲମ୍ବିତ, ରାଜ୍ୟ ରାଜୀନୀତିରେ ହଇଚଇ…

ନୂଆଦିଲ୍ଲୀ,୨୧।୨: ରାଜସ୍ଥାନରେ ବିଧାନସଭାର ବଜେଟ ଅଧିବେଶନ ଜାରି ରହିଛି। ଶୁକ୍ରବାର ବିରୋଧୀ ବିଧାୟକମାନଙ୍କ ଦ୍ୱାରା ଗୃହରେ ପ୍ରବଳ ହଟ୍ଟଗୋଳ ହୋଇଥିଲା, ଯାହା ପରେ କଂଗ୍ରେସ ରାଜ୍ୟ...

How India Spends: କୁଆଡେ ଯାଉଛି ଆପଣଙ୍କ ଦରମା? ଭାରତୀୟମାନେ ଏହି କାମରେ ଅଧିକ ଉଡେଇଦିଅନ୍ତି ମାସକର ଦରମା, ରିପୋର୍ଟ ଦେଖିଲେ ତାଜୁବ ହେବେ

ନୂଆଦିଲ୍ଲୀ,୨୧।୨: ମାସକୁ ମାସ ଦରମା ମିଳିବା ମାତ୍ରେ କିଏ ଘରର ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ କିରିବା ଆରମ୍ଭ କରେ ତ କିଏ ଇଏମାଇ ଦେବା ଆରମ୍ଭ...

Chahal-Dhanashree Divorce: ସ୍ବାମୀଙ୍କ ଠାରୁ ଅଧିକ ରୋଜଗାର କରୁଥିବା ସ୍ତ୍ରୀ ଛାଡପତ୍ର ପରେ ମାଗିପାରିବେ କି ଭରଣପୋଷଣ, ଜାଣନ୍ତୁ କ’ଣ କହୁଛି ଆଇନ

ନୂଆଦିଲ୍ଲୀ,୨୧।୨: ଭାରତୀୟ କ୍ରିକେଟ ଦଳର ସ୍ପିନର Chahal-Dhanashree Divorce ୟୁଜଭେନ୍ଦ୍ର ଚହଲ ଏବଂ ତାଙ୍କ ପତ୍ନୀ ଧନଶ୍ରୀଙ୍କ ମଧ୍ୟରେ ଛାଡପତ୍ର କନଫର୍ମ ହୋଇଛି। ରିପୋର୍ଟ ଅନୁସାରେ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image