ମହାମାରୀ ପାଇଁ ଆମେ ସଭିଏଁ ଘରେ ବନ୍ଦ ହୋଇ ରହିଥିଲେ। ଏବେ ଧୀରେ ଧୀରେ ସ୍ଥିତିରେ ସୁଧାର ଆସିବା ପରେ କରୋନା କଟକଣା ମାନି ଆମେ ପୁଣି ଥରେ ଚଳଚଞ୍ଚଳ ହୋଇଛି। ଆମର ଏହି ଟ୍ରାଭେଲ ସିରିଜରେ ଆଜି ଆମେ ବୁଲିବା ମରାଳ ମାଳିନୀ ନିଳାମ୍ବୁ ଚିଲିକା। ତେବେ ଚାଲନ୍ତୁ ବୁଲିବା ଚିଲିକା।