Categories: Video

Chala Khaiba – Episode 1 । ଚାଲ ଖାଇବା – ଏପିସୋଡ ୧

In this brand new special series of Dharitri Live, we will take you to places where Odia food is not only unique but also authentic. In the first part, we tried out Bhubaneswar’s Second Wife Kitchen to relish some traditional delicacies. Check out what’s special there in this episode.

ଧରିତ୍ରୀ ଲାଇଭର ଏକ ବ୍ରାଣ୍ଡ ନ୍ୟୁ ଏପିସୋଡ୍ ‘ଚାଲ ଖାଇବା’। ଆମର ଏହି ସ୍ପେଶାଲ ଏପିସୋଡ୍ ଚାଲ ଖାଇବାରେ ଆମେ ଏଭଳି କିଛି ସ୍ଥାନକୁ ଯାଉଛୁ ଯେଉଁଠି ଓଡ଼ିଆ ଖାଦ୍ୟ ସବୁଠୁ ନିଆରା। ପ୍ରଥମ ଏପିସୋଡରେ ଆମେ ରାଜଧାନୀରେ ଥିବା ସେକେଣ୍ଡ ୱାଇଫ୍ କିଚେନକୁ ଯାଇଥିଲୁ। ସେଠାରେ କେଉଁ ଖାଦ୍ୟ ସ୍ପେଶାଲ, ତାହା ଆପଣ ଭିଡ଼ିଓ ଦେଖିଲେ ହିଁ ଜାଣିପାରିବେ।