Categories: Video

Chala Khaiba – Episode 3 । ଚାଲ ଖାଇବା – ଏପିସୋଡ୍ ୩

In this episode of Chala Khaiba, Dharitri Live will take you to ‘Odianee’ restaurant in Panikoili town of Jajpur district. This eatery is famous for its authentic Odia preparation of more than 35 dishes.

ଚାଲ ଖାଇବାରେ ଏଥର ଏପିସୋଡରେ ଆମେ ପହଂଚିଛୁ ପାଣିକୋଇଲିରେ ଥିବା ‘ଓଡ଼ିଆଣୀ ରେଷ୍ଟୁରାଣ୍ଟ’ରେ। ଏଠାରେ ସ୍ପେଶାଲ ୩୫ପ୍ରକାରରୁ ଅଧିକ ଓଡ଼ିଆ ଖାଦ୍ୟ ପ୍ରସ୍ତୁତ କରାଯାଉଛି। ସମ୍ପୂର୍ଣ୍ଣ ଘରୋଇ ଖାଦ୍ୟଭଳି ଦେଶୀ ଚିକେନ୍, ମାଛ ବେସର, ପୋଟଳ କଷା, ମସଲା କୋବି, କଲରା ଚଟଣୀ ଭଳି ୩୫ପ୍ରକାର ଖାଦ୍ୟ ରହିଥିଲା।