Categories: Video

ଚାଲ ଖାଇବା – ଏପିସୋଡ୍ ୪

ଚାଲ ଖାଇବାର ଏହି ଏପିଷୋଡ଼ରେ ଆମେ ଆପଣଙ୍କୁ ନେଇଯିବୁ ଚିଲିକା। ଚିଲିକା ବୁଲିବା ସହ ସହ ଚିଲିକା ଢ଼ାବାରେ ସ୍ପେଶାଲ କଙ୍କଡା ଓ ଚିଙ୍ଗୁଡ଼ି ଖାଇବାର ମଜା ନେବା। ତାସହ ଚିଲିକାର ଜଣାଶୁଣା ଖାଇଙ୍ଗା ମାଛ ଫ୍ରାଏ ମଧ୍ୟ ଚାଖିବା।