Categories: Video

ଚାଲ ଖାଇବା – ଏପିସୋଡ୍ ୫

ବଦଳିଛି ଜୀବନର ଗତିପଥ, ବଦଳିଛି ଚିନ୍ତାଧାରା, ଘଟିଛି ଭାବନାର ପରସ୍ତ ପରସ୍ତ ରୂପାନ୍ତରଣ । ତଥାପି ଆଜିବି ମଣିଷ ଅଟକି ଯାଏ ବେଳେ ବେଳେ ଅତୀତରେ, ଠିକ୍ ଯେମିତି ପଖାଳ କଂସା ପାଖରେ ଅଟକି ଯାଏ ପ୍ରତିଟି ଓଡିଆ । ପଖାଳର ପ୍ରଚାର ପ୍ରସାର କରିବା ପାଇଁ ପ୍ରତିବର୍ଷ ଓଡିଆ ମାନେ ଅଣଆନୁଷ୍ଠାନିକ ଭାବେ ପାଳନ କରିଥାନ୍ତି ‘ପଖାଳ ଦିବସ’ ।
ଆମ ଓଡିଆ ଘର ମାନଙ୍କରେ ପଖାଳର ରହିଛି ଏକ ସ୍ୱତନ୍ତ୍ର ଚାହିଦା । ଯେତେ ନୂଆ ବିଦେଶୀ ଖାଦ୍ୟ ଖାଇଲେ ବି ପଖାଳ ଦେଖିଲେ ବଢିଯାଏ ଭୋକ । ତେବେ ଆଜି ଆମେ ଆସି ପହଞ୍ଚିଛୁ ଭୁବନେଶ୍ବରର ‘ଆମ ଗାଁ’ ହୋଟେଲରେ…