Categories: ଜାତୀୟ

ଇସ୍ରୋ ବୈଜ୍ଞାନିକଙ୍କ ବଦାନ୍ୟତା: ଦାନ କରିଦେଲେ ୨୫ଲକ୍ଷ ଟଙ୍କା

ନୂଆଦିଲ୍ଲୀ,୧୦।୧୧: ଚନ୍ଦ୍ରାୟାନ-୩ର ସଫଳ ଲ୍ୟାଣ୍ଡିଂ ପରେ ସାରା ବିଶ୍ୱରେ ଭାରତର ଚର୍ଚ୍ଚା ଲାଗି ରହିଥିଲା। ଏନେଇ ISRO ବୈଜ୍ଞାନିକଙ୍କୁ ପ୍ରଶଂସା କରାଯାଇଥିଲା। ଚନ୍ଦ୍ରାୟାନ ୩ର ସପ୍ଟ ଲ୍ୟାଣ୍ଡିଂ ପଛରେ ଥିବା ନିର୍ଦ୍ଦେଶର୍ଦ୍ଦେ ଇସ୍ରୋ ବୈଜ୍ଞାନିକ ଡ. ପି ଭେରାମୁଥୁଭେଲଙ୍କ ବଡ ଅବଦାନ ରହିଛି। ଆଜି ସେ ସବୁ ନ୍ୟୁଜର ଚର୍ଚ୍ଚାରେ ଅଛନ୍ତି। ସେ ତାଙ୍କର ଦୁଇ ବର୍ଷର ଦରମାକୁ ସେ ଯେଉଁଠି ପାଠ ପଢୁଥିଲେ ତା’ର ଆଲୁମିନି ଆସୋସିଏସନକୁ ଦାନ କରିଛନ୍ତି।
ସୁଚନାଯୋଗ୍ୟ, ଚନ୍ଦ୍ରାୟାନ ୩ର ସଫଳତା ପାଇଁ ତାମିଲନାଡୁ ସରକାର ଡ. ବୀରମୁଥୁମୁବେଥୁ ଲ ଓ ଅନ୍ୟ ୮ ଜଣଙ୍କୁ ୨୫ଲକ୍ଷ ଟଙ୍କା ଲେଖାଏଁ ଦେଇ ସମ୍ମାନିତ କରିଥିଲେ ।

Share