ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ପଦୋନ୍ନତି, ବୈବାହିକ ଜୀବନ, ବନ୍ଧୁତା, ଶତ୍ରୁତା ଏବଂ ସମ୍ମାନ ସହିତ ଜଡିତ ସମସ୍ତ ବିଷୟ ଉପରେ ପରାମର୍ଶ ଦେଇଛନ୍ତି। ଚାଣକ୍ୟଙ୍କ ଦ୍ୱାରା ବର୍ଣ୍ଣିତ ନୀତିକୁ ଗ୍ରହଣ କରି ଜଣେ ବ୍ୟକ୍ତି ଜୀବନରେ ସମ୍ମାନ ପାଇ ପରିବ। ଜାଣନ୍ତୁ ସେ ସମ୍ପର୍କରେ…
ଚାଣକ୍ୟ କହିଛନ୍ତି ଯେ, ଅନେକ ଥର ସବୁକିଚ୍ଛି କଲାପରେ ମଧ୍ୟ ଇଚ୍ଛାକୃତ ସଫଳତା ସମ୍ମାନ ମିଳି ନ ଥାଏ। ତେବେ ଚାଣକ୍ୟଙ୍କ ନୀତି ଶାସ୍ତ୍ରରେ ଏପରି କିଛି ଜିନିଷ ବିଷୟରେ କୁହାଯାଇଛି ଯାହାକୁ ଗ୍ରହଣ କରି ଜଣେ ସଫଳ ଜୀବନଯାପନ କରିପାରିବ ଏବଂ ସମ୍ମାନ ମଧ୍ୟ ମିଳିପାରିବ। ଜାଣନ୍ତୁ ସେ ସମ୍ପର୍କରେ …..
ସେ କହିଛନ୍ତି ଯେ, ପ୍ରତ୍ୟେକ ବ୍ୟକ୍ତି ସମ୍ମାନ ଚାହାନ୍ତି। ସମାଜରେ ସମ୍ମାନ ପାଇବା ପାଇଁ, ଜଣେ ବ୍ୟକ୍ତି ଅନେକ ପ୍ରକାରର ପ୍ରୟାସ କରେ। ତେବେ ସମ୍ମାନ ପାଇବା ପୂର୍ବରୁ ଜଣେ ଅନ୍ୟକୁ ସମ୍ମାନ ଦେବା ଅଭ୍ୟାସ କରିବା ଉଚିତ। କାରଣ ସମ୍ମାନ ମାଗିବା ଦ୍ୱାରା ନୁହେଁ ଦେବା ଦ୍ୱାରା ମିଳିଥାଏ।