କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ

ବେଜିଂ,୧ା୭: ଶନିବାର ଅପରାହ୍ନରେ ଦକ୍ଷିଣ-ପୂର୍ବ ଚାଇନାର ଜିଆଙ୍ଗସି ପ୍ରଦେଶର ଏକ କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ହୋଇଛି। ରାଜ୍ୟ ବ୍ରଡ୍‌କାଷ୍ଟର ସିସିଟିଭି ଫୁଟେଜରେ କିୟାନତାଇ ନ୍ୟୁ ମ୍ୟାଟେରିଆଲ କମ୍ପାନୀରେ ନିଆଁ ଲାଗିଥିବା ରାଜ୍ୟ ଗଣମାଧ୍ୟମ ଏ ସମ୍ପର୍କରେ ସୂଚନା ଦେଇଛି।
ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତିର ପରିମାଣ ଜଣାପଡ଼ିନାହିଁ। ଅଧିକାରୀମାନେ କ୍ଷୟକ୍ଷତିର ପରିମାଣ ଜାଣିବାକୁ ଚେଷ୍ଟା ଜାରି ରଖିଛନ୍ତି।

Share