Categories: ଖେଳ

ଏତିକି କୋଟିରେ ରଚିନ ରବିନ୍ଦ୍ରଙ୍କୁ କିଣିଲା ଚେନ୍ନାଇ

ଦୁବାଇ,୧୯।୧୨: ନ୍ୟୁଜିଲାଣ୍ଡ ଅଲରାଉଣ୍ଡର ରଚିନ ରବିନ୍ଦ୍ରଙ୍କୁ ଚେନ୍ନାଇ ସୁପର କିଙ୍ଗ୍ସ ୧ କୋଟି ୮୦ଲକ୍ଷ ଟଙ୍କାରେ କିଣିଛି। ରବିନ୍ଦ୍ରଙ୍କ ବେସ ମୂଲ୍ୟ ୫୦ ଲକ୍ଷ ଟଙ୍କା ଥିଲା। ୨୦୨୩ ବିଶ୍ୱକପ୍‌ରେ ରବିନ୍ଦ୍ର ଚମତ୍କାର ପ୍ରଦର୍ଶନ କରିଥିଲେ। ସୂଚନାଯୋଗ୍ୟ, ଆଇପିଏଲ୍‌ ୨୦୨୪ ପାଇଁ ନିଲାମ ମଙ୍ଗଳବାର ଦୁବାଇରେ ଅନୁଷ୍ଠିତ ହୋଇଛି।

 

 

 

Share