
ଦୁବାଇ,୧୯।୧୨: ନ୍ୟୁଜିଲ୍ୟାଣ୍ଡର ଅଲରାଉଣ୍ଡର ଡାରିଲ ମିଚେଲଙ୍କୁ ୧୪ କୋଟି ଟଙ୍କାରେ କିଣିଛି ଚେନ୍ନାଇ ସୁପର କିଙ୍ଗ୍ସ। ମିଚେଲଙ୍କ ମୂଳ ମୂଲ୍ୟ ୧ କୋଟି ଟଙ୍କା ଥିଲା। ଦିଲ୍ଲୀ କ୍ୟାପିଟାଲସ ତାଙ୍କ ଉପରେ ପ୍ରଥମ ବିଡ୍ କରିଥିଲା। ଏହା ପରେ ପଞ୍ଜାବ କିଙ୍ଗ୍ସ ଟେଣ୍ଡର ଆରମ୍ଭ କଲା। ଶେଷରେ ଚେନ୍ନାଇ ନିଲାମୀ ଡାକିଥିଲା ଏବଂ ମିଚେଲଙ୍କୁ ୧୪ କୋଟି ଟଙ୍କାରେ ଦଳରେ ସାମିଲ କରିଛି।
WOWZAAA
Chennai Super Kings get New Zealand allrounder Daryl Mitchell for an enormous price of INR 14 Crore!
#IPLAuction | #IPL pic.twitter.com/1j0vfuwRRU
— IndianPremierLeague (@IPL) December 19, 2023