Categories: ଖେଳ

ଚେନ୍ନାଇର ସର୍ବାଧିକ ଦଳଗତ ରନ୍‌

କୋଲକାତା,୨୩।୪: କୋଲକାତାର ଇଡେନ୍‌ ଗାର୍ଡେନ୍ସରେ ରବିବାର ଖେଳାଯାଇଥିବା ଆଇପିଏଲ୍‌ର ୩୩ତମ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା। ଫଳରେ ଆମନ୍ତ୍ରଣ ପାଇ ଚେନ୍ନାଇ ୪ ଉଇକେଟ ହରାଇ ୨୩୫ ରନ୍‌ କରିଛି। ଚଳିତ ସିଜନରେ ଏହା ଚେନ୍ନାଇର ସର୍ବାଧିକ ଦଳଗତ ସ୍କୋର। ସେହିପରି ମ୍ୟାଚରେ ୧୪ ଚୌକା ଓ ୧୮ ଛକା ଦେଖିବାକୁ ମିଳିଛି। ଏପରିକି ଆଇପିଏଲ୍‌ ଇତିହାସରେ ଗୋଟିଏ ଇନିଂସରେ ଏହା ତୃତୀୟ ସର୍ବାଧିକ ଛକା।

Share