Categories: Video

Chhapaak – Film preview | ଛପାକ – ପ୍ରିଭିୟୁ ଅଫ୍ ଦ ଫିଲ୍ମ

Much-awaited Deepika Padukone starrer film Chhapaak will hit the screens January 10. Based on a true story, this film has been directed by Meghna Gulzar and produced by Deepika herself in collaboration with Fox Star Studios. Based on the life of acid-attack survivor Laxmi Agarwal, the film also stars Vikrant Massey. While the trailer of the movie is getting rave reviews on social media platforms, its commercial success will only be known after it hits the screens.

ଜାନୁଆରୀ ୧୦ ତାରିଖରେ ରିଲିଜ୍ ହେବାକୁ ଯାଉଛି ‘ଛପାକ’ ଫିଲ୍ମ । ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିବେ ଦୀପିକା ପାଦୁକୋନ । ‘ଛପାକ୍’ ଏକ ସତ୍ୟ ଘଟଣା ଉପରେ ଆଧାରିତ ଫିଲ୍ମ। ଏଥିରେ ଦୀପିକା ଏସିଡ୍ ଆକ୍ରମଣର ଶିକାର ହୋଇଥିବା ଲକ୍ଷ୍ମୀ ଅଗ୍ରୱାଲଙ୍କ ଚରିତ୍ରରେ ଅଭିନୟ କରିଛନ୍ତି। ଫିଲ୍ମରେ ଦୀପିକାଙ୍କ ଲୁକ୍ ଏକଦମ୍ ଲକ୍ଷ୍ମୀଙ୍କ ଭଳି ରହିଛି । ଦୀପିକାଙ୍କ ସହ ଫିଲ୍ମରେ ବିକ୍ରାନ୍ତ ମେସି ମଧ୍ୟ ଲିଡ୍ ରୋଲରେ ଅଛନ୍ତି। ଫିଲ୍ମଟିର ନିର୍ଦ୍ଦେଶନା ମେଘନା ଗୁଲଜାର୍ ଦେଇଛନ୍ତି। ଫିଲ୍ମର ଟ୍ରେଲର ସୋସିଆଲ୍ ମିଡିଆରେ ଟ୍ରେଣ୍ଡ କରୁଥିବାବେଳେ ଏହା ବକ୍ସ ଅଫିସରେ କେତେ ହିଟ୍ ହେଉଛି ତାହା ଫିଲ୍ମ ରିଲିଜ ପରେ ହିଁ ଜଣାପଡ଼ିବ।