Categories: Video

Chhapaak opens to decent opening । ଛପାକକୁ ଦର୍ଶକଙ୍କ ଭଲ ରେସପନ୍ସ

Much awaited Deepika Padukone starrer Chhapaak has released. Based on a true story, the movie revolves around the life of an acid attack survivor. The film opened to decent openings across the country. Here is what the audiences have to say about the movie.

ଏକ ସତ୍ୟ କାହାଣୀକୁ ନେଇ ରିଲିଜ୍ ହୋଇଛି ଫିଲ୍ମ ଛପାକ୍ । ଏଥିରେ ଦୀପିକା ପାଦୁକୋଣ ଜଣେ ଏସିଡ୍ ପୀଡିତାଙ୍କ ଭୂମିକା ନିଭାଇଛନ୍ତି । ତେବେ ଫିଲ୍ମକୁ ନେଇ ଦର୍ଶକଙ୍କ ମତ କଣ ରହିଛି ଚାଲନ୍ତୁ ଦେଖିବା ।