Categories: ଜାତୀୟ

ଛତିଶଗଡ଼ ଏନ୍‌କାଉଣ୍ଟର: ୨ ମାଓବାଦୀ ମୃତ

ଦାନ୍ତଓ୍ବୋଡା,୧୮।୪: ଛତିଶଗଡ଼ର କୁଆକୋଣ୍ଡା ପୋଲିସ ଷ୍ଟେଶନ ଅନ୍ତର୍ଗତ ଧାନିକାରକାଠାରେ ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ(ଡିଆର୍‌ଜି) ଓ ମାଓବାଦୀଙ୍କ ମଧ୍ୟରେ ହୋଇଥିବା ଏନ୍‌କାଉଣ୍ଟରରେ ଗୁରୁବାର ୨ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଛତିଶଗଡ଼ର ୩ଟି ଲୋକ ସଭା ଆସନ କାଙ୍କେର, ରାଜନନ୍ଦଗାଁଓ ଓ ମହାଶାମୁଣ୍ଡାରେ ଭୋଟ ଗ୍ରହଣ ଚାଲୁଥିବା ବେଳେ ଏହି ଏନ୍‌କାଉଣ୍ଟର ହୋଇଛି।

Share