Categories: ଜାତୀୟ

ମୁଖ୍ୟମନ୍ତ୍ରୀ ଝାଡୁରେ କଲେ ରାସ୍ତା ସଫା

ଭୋପାଳ,୮।୩: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ ମହିଳା ସଫେଇ କର୍ମଚାରୀଙ୍କ ସହିତ ମିଶି ରାସ୍ତାରେ ଝାଡୁ ମାରିଛନ୍ତି। ସେ ଭୋପାଳର ନେହେରୁ ନଗରରେ ମହିଳା ସଫେଇ କର୍ମଚାରୀଙ୍କୁ ଭେଟି ସେମାନଙ୍କ ସହିତ ଆଲୋଚନା କରିଥିଲେ। ମୁଖ୍ୟମନ୍ତ୍ରୀ ସେମାନଙ୍କ ସହିତ ମିଶି ଚା’ ପିଇଥିଲେ। ଏନେଇ ମହିଳା ସଫେଇ କର୍ମଚାରୀମାନେ ବେଶ୍‌ ଖୁସି ହୋଇଥିଲେ।

Share