Categories: ଜାତୀୟ

୨୦୦୭ ଜନ୍ମିତ ପିଲାଙ୍କୁ ମିଳିବ ଟିକା

ନୂଆଦିଲ୍ଲୀ,୨୭।୧: ୨୦୦୭ ଜନ୍ମ ହୋଇଥିବା ପିଲାମାନେ ନେଇପାରିବେ ଟିକା। କିଶୋରଙ୍କୁ ଟିକା ନେଇ ଜନ୍ମବର୍ଷ ଦ୍ୱନ୍ଦ୍ୱ ଦୂର କରିଛି କେନ୍ଦ୍ର। ଏ ନେଇ ରାଜ୍ୟମାନଙ୍କୁ ଏନ୍‌ଏଚ୍‌ଏମ୍‌ ମିଶନ ନିର୍ଦ୍ଦେଶକ ବିକାଶ ସିଲ୍‌ ପକ୍ଷରୁ ଏକ ଚିଠି ପଠାଯାଇଛି। ୨୦୦୫,୨୦୦୬ ଏବଂ ୨୦୦୭ରେ ଜନ୍ମିତ ପିଲାଙ୍କୁ ମିଳିବ ଟିକା। ଯାହାକୁ ୧୫ ହୋଇଯାଇଛି ବା ୧.୧.୨୦୨୩ ସୁଦ୍ଧା ୧୫ ହେବ ସେମାନେ ଟିକା ନେଇପାରିବେ।

Share