The birth anniversary of India’s first Prime Minister Jawaharlal Nehru is celebrated across the country as Children’s Day every November 14. We have studied quite a bit about him and his contributions to the nation in our textbooks. Let’s check out how well our young generation knows him!
ନଭେମ୍ବର ୧୪ ତାରିଖକୁ ସାରାଦେଶରେ ଶିଶୁ ଦିବସ ଭାବେ ପାଳନ କରାଯାଏ। ସ୍ବାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ତିତ ଜବାହରଲାଲ୍ ନେହେରୁଙ୍କର ଦେଶ ସ୍ବାଧୀନତାରେ ଅବଦାନ ଅନେକ, ଯାହାକୁ ଆମେ ଇତିହାସରେ ପଢ଼ିଛେ। ତେବେ ଆମ ଯୁବପିଢି ନେହେରୁଙ୍କ ବାବଦରେ କେତେ ଜାଣିଛନ୍ତି, ଚାଲନ୍ତୁ ଜାଣିବା ଏହି ଭିଡିଓରେ…