Categories: ଫୁରସତ

ଏକ ସିମ୍ପାଜିକୁ ଆରକ ଦେଖି ହେଉଛନ୍ତି ଏପରି

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ୨ ସିମ୍ପାଜିଙ୍କୁ ଦେଖିବାକୁ ମିଳୁଛି। ଦୁହିଙ୍କର ଏଭଳି କିଛି ପ୍ରତିକ୍ରିୟା ଦେଖିବାକୁ ମିଳୁଛି ଯାହାକୁ ଦେଖିଲେ ଲାଗିବ କି ଉଭୟ ଉଭୟକୁ ବହୁ ଦିନ ପରେ ଭେଟୁଛନ୍ତି। ସେମାନେ ପରସ୍ପରକୁ ଆଲିଙ୍ଗନ କରି ଗେଲ କରୁଛନ୍ତି। ଭିଡିଓକୁ ବୁଇଟେନ୍‌ ଗ୍ରେବିଡେନ୍‌ ଟୁଇଟର ହ୍ୟାଣ୍ଡେଲ୍‌ରେ ଶେୟାର କରାଯାଇଛି। ଭିଡିଓଟି ଭାଇରାଲ ହେବାରେ ଲାଗିଛି।

 

Share