ଚାଇନାରେ ବର୍ଷା ବିତ୍ପାତ : ୧୧ ମୃତ, ୨୭ ନିଖୋଜ

ବେଜିଂ,୧।୮: ଚାଇନା ରାଜଧାନୀ ବେଜିଂରେ ଗତ କିଛି ଦିନ ହେବ ପ୍ରବଳ ବର୍ଷା ହଇଚଇ ସୃଷ୍ଟି କରିଛି। ବର୍ଷା ଯୋଗୁ ଏ ପର୍ଯ୍ୟନ୍ତ ୧୧ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୦ ହଜାର ଲୋକ ନିଖୋଜ ଥିବା ଜଣାଯାଇଛି। ଚାଇନାର ରାଜ୍ୟ ଗଣମାଧ୍ୟମ ଗ୍ଲୋବାଲ ଟାଇମ୍ସ ଅନୁଯାୟୀ, ବନ୍ୟାରେ ୨୭ ଜଣ ନିଖୋଜ ହୋଇଯାଇଛନ୍ତି। ଲଗାତାର ପ୍ରବଳ ବର୍ଷା ପରେ ପଶ୍ଚିମ ବେଜିଂର ମେଣ୍ଟୁଗୋ ଜିଲାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି।

Share