ଚାଇନାରେ ପୁଣିଥରେ ୫.୫ ତୀବ୍ରତାର ଭୂକମ୍ପ ଅନୁଭୂତ

ବେଜିଂ,୧୯।୧୨: ଚାଇନାରେ ପୁଣି ଥରେ ଶକ୍ତିଶାଳୀ ଭୂକମ୍ପ ଝଟକା। ଉତ୍ତର-ପଶ୍ଚିମ ଜିନଜିଆଙ୍ଗ ଅଞ୍ଚଳରେ ୫.୫ ତୀବ୍ରତାର ଭୂକମ୍ପ ହୋଇଛି। ଏହାର କିଛି ଘଣ୍ଟା ପୂର୍ବରୁ ଚାଇନା ଗାନ୍‌ସୁ ଏବଂ କଂଘଇ ପ୍ରଦେଶରେ ୬.୨ତୀବ୍ରତାର ଭୟଙ୍କର ଭୂକମ୍ପ ଭୂକମ୍ପ ହୋଇଥିଲା। ଯେଉଁଥିରେ ଅତି କମ୍‌ରେ ୧୧୧ଜଣଙ୍କର ମୃତ୍ୟୁ ହୋଇଛି। ସ୍ଥାନୀୟ ଅଧିକାରୀ କହିଛନ୍ତି ଯେ ଚାଇନାର ଗାନସୁରେ ୪୭୦୦ଘର ନଷ୍ଟ ହୋଇଯାଇଛି।

Share