୨୦୩୦ ସୁଦ୍ଧା ଚନ୍ଦ୍ରକୁ ମଣିଷ ପଠାଇବ ଚାଇନା

ବେଜିଂ,୧୫।୭: ଚନ୍ଦ୍ରକୁ ମଣିଷ ପଠାଇବା ଚାଇନା। ୨୦୩୦ ସୁଦ୍ଧା ଚାଇନା ମହାକାଶ ଯାତ୍ରୀଙ୍କୁ ସାଙ୍ଗରେ ଧରି ମହାକାଶକୁ ଯିବ ରକେଟ୍‌। ଆଗାମୀ ମିଶନରେ ଚାଇନା ଦୁଇଟି ରକେଟ ଉତ୍‌କ୍ଷେପଣ କରିବ। ଗୋଟିଏରେ ଯାତ୍ରୀ ରହିବେ ଏବଂ ଅନ୍ୟଟି ଚନ୍ଦ୍ରର କକ୍ଷପଥରେ ଅବସ୍ଥାପିତ ହେବ। ମହାକାଶ ଏବଂ ଚନ୍ଦ୍ରପୃଷ୍ଠରେ ହେଉଥିବା ବିଭିନ୍ନ ପ୍ରକାର ଅଲୌକିକ ଘଟଣାବଳୀକୁ ଏହି ଅରବିଟ୍‌ ସୂଚନା ଦେବ।

Share