Posted inଜାତୀୟ

ଯଦି ଏଭଳି ହୁଏ ତା’ହେଲେ ମନ୍ତ୍ରୀପଦକୁ ପାଦରେ ଆଡେଇଦେବି, ଚିରାଗଙ୍କ ଏଭଳି ବୟାନକୁ ନେଇ…

ନୂଆଦିଲ୍ଲୀ,୧।୧୦: ପାଟନାରେ ଏକ କାର୍ଯ୍ୟକ୍ରମ ସମୟରେ କେନ୍ଦ୍ର ମନ୍ତ୍ରୀ ତଥା ଏଲଜେପି ରାମ ବିଳାସର ରାଷ୍ଟ୍ରୀୟ ଅଧ୍ୟକ୍ଷ ଚିରାଗ ପାସୱାନ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ଚିରାଗ କହିଛନ୍ତି ଯେ ମୁଁ ଯେ କୌଣସି ବି ଗଠବନ୍ଧନରେ ରୁହେ, କିମ୍ବା କୌଣସି କେଉଁ ମନ୍ତ୍ରୀ ପଦବୀରେ ରୁହେ, ଯେଉଁ ଦିନ ମୁଁ ଅନୁଭବ କରିବି ଯେ ସମ୍ବିଧାନ ଏବଂ ସଂରକ୍ଷଣ ସହିତ ଖେଳାଯାଉଛି, ସେହିଦିନ ମନ୍ତ୍ରୀ ପଦକୁ ପାଦରେ ଆଡେଇଦେବି, ଯେପରି ମୋ ବାପା କରିଥିଲେ। ଚିରାଗଙ୍କ ଏଭଳି ବିବୃତ୍ତିକୁ ନେଇ ଅନେକ କଳ୍ପନାଜଳ୍ପନା କରାଯାଉଛି।

ଚିରାଗ ପାଟନାରେ କହିଛନ୍ତି ଯେ ସଂରକ୍ଷଣ ପ୍ରସଙ୍ଗରେ କୋର୍ଟ ଆଇନ ବଦଳାଇବା ବିଷୟରେ କହିଥିଲେ ଯାହା ମୋ ବାପା ବିରୋଧ କରିଥିଲେ। ସେତେବେଳେ ମଧ୍ୟ ମୁଁ ସମ୍ମାନିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୀଙ୍କୁ ମୋ ବାପାଙ୍କ କଥା ଶୁଣିଥିବାରୁ ଧନ୍ୟବାଦ ଜଣାଉଛି। ଚିରାଗ କହିଛନ୍ତି ଯେ ପାଟଣାର ଐତିହାସିକ ଗାନ୍ଧୀ ମଇଦାନରେ ୨୮ ନଭେମ୍ବରରେ ଏକ ଭବ୍ୟ ସ୍ଥାପନା ଦିବସ ଆୟୋଜିତ ହେବ। ଏହା ବ୍ୟତୀତ ଏହି ଦିନ ଏକ ରାଲି ମଧ୍ୟ ବାହାରିବ।


Enter your email to get our daily news in your inbox.

All Right Reserved By Dharitri.Com

ରାହୁଲ ଗାନ୍ଧୀଙ୍କ ପରିବାର ୫୦ ବର୍ଷ ପର୍ଯ୍ୟନ୍ତ ଦେଶକୁ ଲୁଟିଛନ୍ତି, ଏମିତି କହି ସମସ୍ତଙ୍କୁ ଚମକାଇ ଦେଲେ ଗିରିରାଜ

ନୂଆଦିଲ୍ଲୀ,୧।୧୦: କେନ୍ଦ୍ର ବୟନ ମନ୍ତ୍ରୀ ଗିରିରାଜ ସିଂ କଂଗ୍ରେସ ଏମପି ରାହୁଲ ଗାନ୍ଧୀଙ୍କ ନିର୍ବାଚନ ଅଭିଭାଷଣ ଉପରେ ଦୃଢ ଆପତ୍ତି ଜଣାଇ ଗାନ୍ଧୀ ପରିବାରର ଇତିହାସକୁ...

ବୁଲ୍‌ଡୋଜର କାର୍ଯ୍ୟାନୁଷ୍ଠାନ ଉପରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ, ଜନସାଧାରଣଙ୍କ କ୍ଷତି ପହଞ୍ଚାଉଥିବା ଧାର୍ମିକ କୋଠାକୁ…

ନୂଆଦିଲ୍ଲୀ,୧ା୧୦: ମଙ୍ଗଳବାର ସୁପ୍ରିମକୋର୍ଟରେ ବୁଲଡୋଜର ଆକ୍ସନ ମାମଲାର ଶୁଣାଣି ହୋଇଛି। ଏହି ସମୟ ମଧ୍ୟରେ  ସୁପ୍ରିମକୋର୍ଟ ଏକ ବଡ଼ ରାୟ ଦେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି, ଜନସାଧାରଣଙ୍କ...

ରାଜ ଘାଟରେ ତାଲା, କୃଷକଙ୍କ ଏଣ୍ଟ୍ରି ବ୍ୟାନ, ମୋଦି ସରକାର କରୁଛନ୍ତି ପାପ, କାହିଁକି ଏମିତି କହିଲା କଂଗ୍ରେସ

ନୂଆଦିଲ୍ଲୀ,୧।୧୦: ଦିଲ୍ଲୀ ପୋଲିସ ସିନ୍ଧୁ ସୀମାରୁ ସମାଜସେବୀ ସୋନମ ୱାଙ୍ଗଚୁକଙ୍କୁ ଗିରଫ କରିଛି। ୭୦୦ କିଲୋମିଟର ଲମ୍ବା ‘ଦିଲ୍ଲୀ ୱାଲୋ ପଦଯାତ୍ରା’ ସମୟରେ ସେ ଦିଲ୍ଲୀ...

କୋଲକାତା ବଳାତ୍କାର-ହତ୍ୟା ଘଟଣା: ପୁଣିଥରେ ଧର୍ମଘଟକୁ ଓହ୍ଲାଇଲେ ଜୁନିଅର ଡାକ୍ତର

କୋଲକାତା,୧।୧୦: ପଶ୍ଚିମବଙ୍ଗରେ ଜୁନିଅର ଡାକ୍ତରମାନେ ପୁଣି ଥରେ ଧର୍ମଘଟ କରିଛନ୍ତି। ସୁରକ୍ଷା ସୁନିଶ୍ଚିତ କରିବାକୁ ଡାକ୍ତରମାନେ ରାଜ୍ୟ ସରକାରଙ୍କୁ ଦାବି କରିଛନ୍ତି। ସୋମବାର ଆରଜି କର...

ଚିରାଗ ପାସଓ୍ବାନଙ୍କ ବୟାନକୁ ନେଇ ରାଜନୀତି ସରଗରମ, ମନେ ପଡୁଛି ୨୦୨୦ କଥା

ପାଟନା,୧।୧୦: ପାଟନାରେ ଏକ କାର୍ଯ୍ୟକ୍ରମ ସମୟରେ କେନ୍ଦ୍ର ମନ୍ତ୍ରୀ ତଥା ଏଲଜେପି ରାମ ବିଲାସ ରାଷ୍ଟ୍ରୀୟ ସଭାପତି ଚିରାଗ ପାସୱାନ ଏକ ବଡ଼ ବୟାନ ଦେଇଛନ୍ତି।...

କେବଳ ଭାରତରେ ନୁହେଁ, ଏହି ଦେଶରେ ମଧ୍ୟ ବ୍ୟବହୃତ ହୁଏ ହିନ୍ଦୀ ଭାଷା

ନୂଆଦିଲ୍ଲୀ,୧।୧୦: ପୃଥିବୀର ସମସ୍ତ ଦେଶର ସଂସ୍କୃତି, ପରମ୍ପରା, ଭାଷା ଏବଂ ଖାଦ୍ୟ ଅଭ୍ୟାସ ଭିନ୍ନ ଅଟେ। ଯେପରି ଭାରତରେ ଏକ ବଡ଼ ବର୍ଗ ଅଛି, ଯେଉଁଠି...

ବିଳମ୍ବିତ ରାତ୍ରିରେ ହସ୍ପିଟାଲରେ ଭର୍ତ୍ତି ହେଲେ ସୁପରଷ୍ଟାର ରଜନୀକାନ୍ତ

ଚେନ୍ନାଇ,୧।୧୦: ହିନ୍ଦୀ ସିନେମା ଏବଂ ଦକ୍ଷିଣ ସିନେମାରେ ଜବରଦସ୍ତ ପରିଚୟ ତିଆରି କରିଥିବା ସୁପରଷ୍ଟାର ରଜନୀକାନ୍ତଙ୍କ ପ୍ରଶଂସକଙ୍କ ପାଇଁ ଏକ ଖରାପ। ସୋମବାର ବିଳମ୍ବିତ ରାତିରେ...

ଗାନ୍ଧୀ ଜୟନ୍ତୀରେ ଓଡ଼ିଶାକୁ ଆଉ ଏକ ବଡ଼ ଉପହାର ଦେବେ ପ୍ରଧାନମନ୍ତ୍ରୀ, ଜାଣନ୍ତୁ କ’ଣ…

ନୂଆଦିଲ୍ଲୀ/ଭୁବନେଶ୍ୱର,୧।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗାନ୍ଧୀ ଜୟନ୍ତୀରେ ଓଡ଼ିଶାକୁ ବଡ଼ ଉପହାର ଦେବାକୁ ଯାଉଛନ୍ତି। ପିଏମ ଜନମନ ଯୋଜନାରେ ପ୍ରଧାନମନ୍ତ୍ରୀ ଓଡ଼ିଶାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri