ପୁଣି ଜଣେ ବଲିଉଡ୍‌ର ପ୍ରସିଦ୍ଧ କଳାକାରଙ୍କ ପରଲୋକ

ବଲିଉଡର ପ୍ରସିଦ୍ଧ କୋରିଓଗ୍ରାଫର ସରୋଜ ଖାନଙ୍କ ହୃଦଘାତରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା। ଗତ କିଛିଦିନ ହେବ ଅସୁସ୍ଥ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତେବେ ଗୁରୁବାର ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଛି। ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ହେବାରୁ ଜୁନ ୨୦ରେ ସେ ପ୍ରଥମେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଏହାପରେ ତାଙ୍କର କରୋନା ପରୀକ୍ଷା ହୋଇଥିଲା। ରିପୋର୍ଟ ନେଗେଟିଭ ଆସିଥିଲା। ତାଙ୍କ ସ୍ବସ୍ଥ୍ୟ ଠିକ୍‌ ହେଉଛି ସେ ଖୁବଶୀଘ୍ର ହସ୍ପିଟାଲରୁ ଡିସ୍‌ଚାର୍ଜ ହେବେ ବୋଲି କୁହାଯାଇଥିଲା। କିନ୍ତୁ ଅଚାନକ ତାଙ୍କ ମୃତ୍ୟୁ ଘଟିଛି। ସରୋଜ ଖାନଙ୍କର ଗୋଟିଏ ପୁଅ ଏବଂ ଦୁଇ ଝିଅ ରହିଛନ୍ତି। ବଲିଉଡର ସୁପରହିଟ ଗୀତ ଡୋଲାରେ ଡୋଲାରେ, ଏକ ଦୋ ତିନ, ଧକ ଧକ ଭଳି ଅନେକ ସଙ୍ଗୀତର କୋରିଓଗ୍ରାଫ୍‌ କରିଥିଲେ। ୪ ଦଶନ୍ଧିରୁ ଅଧିକ ବଲିଉଡ୍‌ କ୍ୟାରିୟର ମଧ୍ୟରେ ସେ ୨ ହଜାରରୁ ଅଧିକ ଗୀତର କୋରିଓଗ୍ରାଫ୍‌ କରିଛନ୍ତି। ସେ ୩ଥର ଜାତୀୟ ପୁରସ୍କାର ମଧ୍ୟ ଜିତିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୫୦କୋଟି ଟଙ୍କାର ମାଲିକ ଗୋବିନ୍ଦା, ଜାଣନ୍ତୁ ଛାଡପତ୍ର ହେଲେ ଭରଣପୋଷଣ ପାଇଁ ଏତେ ଟଙ୍କା ମାଗିବେ ସ୍ତ୍ରୀ ସୁନୀତା

ମୁମ୍ବାଇ: ଗୋବିନ୍ଦା ବଲିଉଡକୁ ଅନେକ ସୁପରହିଟ ଫିଲ୍ମ ଦେଇଛନ୍ତି। ଆଜି ମଧ୍ୟ ଦେଶ ଏବଂ ବିଶ୍ୱରେ ଲକ୍ଷ ଲକ୍ଷ ଲୋକ ତାଙ୍କୁ ଭଲ ପାଆନ୍ତି। କିନ୍ତୁ...

୨୦୦ କୋଟିର ବଙ୍ଗଳା ଛାଡ଼ି ଭଡ଼ାରେ ରହିବେ ଶାହାରୁଖ ଖାନ୍‌; ମାସକୁ ଗଣିବେ ୨୪ ଲକ୍ଷ, କାରଣ ଜାଣିଲେ…

ମୁମ୍ବାଇ: କିଙ୍ଗ୍‌ ଖାନ୍‌ ଶାହାରୁଖଙ୍କ ପ୍ରଶଂସକଙ୍କ ଲାଗି ମୁମ୍ବାଇରେ ଥିବା ତାଙ୍କ ଘର ‘ମନ୍ନତ’ ଐତିହ୍ୟସ୍ଥଳ ଭଳି। ଘର ବାହାରେ ପ୍ରତ୍ୟେହ ପ୍ରଶଂସକଙ୍କ ଭିଡ଼ ଜନ୍ମେ।...

ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ,ଏବେ କିନ୍ତୁ ସବୁ ଠିକ୍‌… ଗୋବିନ୍ଦାଙ୍କ ଓକିଲ ଖବରକୁ କହିଲେ ମିଥ୍ୟା

ମୁମ୍ବାଇ: ଆଜିକାଲି ଚର୍ଚ୍ଚାରେ ବଲିଉଡ୍‌ ଅଭିନେତା ଗୋବିନ୍ଦାଙ୍କ ବ୍ୟକ୍ତିଗତ ଜୀବନ। ବର୍ଷେ କିମ୍ବା ଦୁଇ ବର୍ଷ ନୁହେଁ ଦୀର୍ଘ ୩୭ ବର୍ଷର ବୈବାହିକ ଜୀବନରେ ତାଙ୍କର...

ପତ୍ନୀଙ୍କଠାରୁ ଅଲଗା ହେବେ ‘ବାଗ୍‌ବାନ୍‌’ ଫେମ୍‌ ଅଭିନେତା ଅମନ ବର୍ମା

ମୁମ୍ବାଇ: ସୁପରଷ୍ଟାର ଗୋବିନ୍ଦାଙ୍କ ବ୍ୟକ୍ତିଗତ ଜୀବନରେ ଝଡ଼କୁ ନେଇ ଖବର ଥମି ନ ଥିବା ବେଳେ ଏବେ ଆଉ ଜଣେ ଅଭିନେତା ପତ୍ନୀଙ୍କୁ ଛାଡ଼ପତ୍ର ଦେବାକୁ...

Video: ସୀମା-ସଚିନଙ୍କ ସମ୍ପର୍କରେ ଫାଟ! କାନ୍ଦିକି କହିଲେ, କ’ଣ ଭାବି ଆସିଥିଲି…

ଲକ୍ଷ୍ନୌ,୨୬।୨: ପାକିସ୍ତାନ ଛାଡି ଭାରତ ପଳାଇଆସିଥିବା ସୀମା ହାଇଦର ଏବଂ ସଚିନ ମୀନା ପ୍ରାୟତଃ ସୋସିଆଲ ମିଡିଆରେ ଭାଇରାଲ କଣ୍ଟେଣ୍ଟ ଶେୟାର କରି ଚର୍ଚ୍ଚାରେ ରହିଥାନ୍ତି।...

Govinda-Sunita Divorce: ଚମକାଇଲା ସୁନୀତାଙ୍କ ବୟାନ, ଚାଞ୍ଚଲ୍ୟକର ଖୁଲାସାରେ ସମସ୍ତେ ତାଜୁବ

ମୁମ୍ବାଇ: ସୁନିତା ଆହୁଜା ଏବଂ ଗୋବିନ୍ଦାଙ୍କ ମଧ୍ୟରେ ଛାଡପତ୍ର ହୋଇଥିବା ଖବର ସାମ୍ନାକୁ ଆସିଛି। ରିପୋର୍ଟ ଅନୁସାରେ, ଏହି ଦମ୍ପତି ଅଲଗା ହେବାକୁ ଯାଉଛନ୍ତି। ଯଦିଓ...

ଝଗଡ଼ା ପରେ ହୀରାର ମୁଦି ମାଗନ୍ତି ଧନଶ୍ରୀ! ସମସ୍ତଙ୍କ ସାମ୍ନାରେ ପୋଲ୍‌ ଖୋଲିଲେ ଚହଲ, କହିଲେ…

ମୁମ୍ବାଇ,୨୬।୨: ଭାରତୀୟ କ୍ରିକେଟର ୟୁଜଭେନ୍ଦ୍ର ଚହଲ ଏବଂ ଧନଶ୍ରୀ ବର୍ମାଙ୍କ ଛାଡପତ୍ର ଖବର ଆଜିକାଲି ସବୁଠି ଚର୍ଚ୍ଚାରେ। ୟୁଜଭେନ୍ଦ୍ର ଏବଂ ଧନଶ୍ରୀ ଛାଡପତ୍ର ପାଇଁ ଆବେଦନ...

ଭାରତରେ ବଢୁଛି ‘ଗ୍ରେ ଡିଭୋର୍ସ’ ମାମଲା, ଖେଳାଳିଙ୍କଠୁ ଆରମ୍ଭ କରି ଅଭିନେତା ଯାଏ କାହିଁକି ବାଛୁଛନ୍ତି ଏହି ବାଟ

ମୁମ୍ବାଇ,୨୬।୨: ବିଶ୍ୱର ସବୁଠାରୁ ଅଧିକ ଜନସଂଖ୍ୟା ଭାରତରେ ବାସ କରନ୍ତି। କିନ୍ତୁ ବିଶ୍ୱରେ ସବୁଠାରୁ କମ୍‌ ଛାଡପତ୍ର ଭାରତରେ ହୁଏ। ପରିସଂଖ୍ୟାନ ଅନୁଯାୟୀ, ଭାରତରେ ପ୍ରତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image