Posted inଜାତୀୟ

ଦକ୍ଷିଣ ମେରୁ ବାଛିବା ପଛର କାରଣ କହିଲେ ଇସ୍ରୋ ମୁଖ୍ୟ

ବେଙ୍ଗାଲୁରୁ,୨୪ା୮: ଚନ୍ଦ୍ରୟାନ-୩ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳତାର ସହ ସଫ୍ଟ ଲ୍ୟାଣ୍ଡିଂ କରିଛି। ଦକ୍ଷିଣ ମେରୁରେ ମହାକାଶ ଯାନ ଅବତରଣ କରାଇବାରେ ଭାରତ ପ୍ରଥମ ଦେଶ ଭାବେ ଇତିହାସ ସୃଷ୍ଟି କରିଛି। ତେବେ ଭାରତୀୟ ମହାକାଶ ଗବେଷଣା ସଂଗଠନ(ଇସ୍ରୋ) କ’ଣ ପାଇଁ ଦକ୍ଷିଣ ମେରୁ ବାଛିଲା ସେ ନେଇ ଇସ୍ରୋ ମୁଖ୍ୟ ଏସ୍‌. ସୋମନାଥ ସ୍ପଷ୍ଟ କରିଛନ୍ତି।

ଚନ୍ଦ୍ରୟାନ-୨ ମଧ୍ୟ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ ଉଦ୍ୟମ କରି ବିଫଳ ହୋଇଥିଲା। ଚନ୍ଦ୍ରୟାନ-୩ର ଦକ୍ଷିଣ ମେରୁ ଅବତରଣ ସ୍ବତନ୍ତ୍ର ଥିଲା, କାରଣ ଏପର୍ଯ୍ୟନ୍ତ କେହି ଉକ୍ତ ପାର୍ଶ୍ୱରେ ସଫ୍ଟ ଲ୍ୟାଣ୍ଡିଂ କରିନାହାନ୍ତି। ଚନ୍ଦ୍ରରେ ପାଣି ଓ ବରଫ ହେଉଛି ଏହାର ସବୁଠୁ ମୂଲ୍ୟବାନ ସମ୍ବଳ। ଦକ୍ଷିଣ ମେରୁରେ ପ୍ରଚୁର ପାଣି ଓ ଖଣିଜ ପଦାର୍ଥର ସନ୍ଧାନ ମିଳିବା ନେଇ ଇସ୍ରୋ ଆଶାବାଦୀ ରହିଛି। ଏନେଇ ଦକ୍ଷିଣ ମେରୁରେ ଲ୍ୟାଣ୍ଡିଂ ପାଇଁ ନିଷ୍ପତ୍ତି ନିଆଯାଇଥିଲା ବୋଲି ସୋମନାଥ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁଧୁରୁନି ପକିସ୍ତାନ: ଚାଇନା ସହ ମିଶି ଭାରତ ବିରୋଧରେ ରଚୁଛି ଷଡ଼ଯନ୍ତ୍ର

ନୂଆଦିଲ୍ଲୀ,୧।୧୧: ପଡୋଶୀ ଦେଶ ପାକିସ୍ତାନ ଘୃଣ୍ୟ କାର୍ଯ୍ୟକଳାପରୁ ବିରତ ହେବାର ନାଁ ଧରୁନି। ଜମ୍ମୁ କଶ୍ମୀରକୁ ଆତଙ୍କବାଦୀ ପଠାଇବା ବ୍ୟତୀତ ପାକିସ୍ତାନ ମଧ୍ୟ ଭାରତ ଉପରେ...

ବିବେକ ଦେବରୟ କିଏ? ଜେଜେ-ଜେଜେମା’ ଆସିଥିଲେ ବାଂଲାଦେଶରୁ ସେ କିନ୍ତୁ ପାଲଟି ଯାଇଥିଲେ ମୋଦିଙ୍କ ଚାଣକ୍ୟ

ନୂଆଦିଲ୍ଲୀ,୧।୧୧: ଅର୍ଥନୈତିକ କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଚାଣକ୍ୟ ଥିତବା ବ୍ୟକ୍ତି ଏହି ଦୁନିଆରେ ଆଉ ନାହାଁନ୍ତି। ଯେଉଁ ବ୍ୟକ୍ତି ଦାରିଦ୍ର୍ୟର ଏକ ନୂତନ ମାନର ପ୍ରଚାର...

ଶିବକୁମାରଙ୍କ କଥା ଶୁଣି ରାଗିକି ପଞ୍ଚମ ହୋଇଗଲେ ଖାର୍ଗେ: କହିଦେଲେ…

ନୂଆଦିଲ୍ଲୀ,୧।୧୧: କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖାର୍ଗେ କର୍ନାଟକର ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାରଙ୍କ ‘ଶକ୍ତି’ ଯୋଜନାକୁ ପୁନର୍ବିଚାର କରିବା ବିବୃତ୍ତିରେ ରାଗିଛନ୍ତି। ଖାର୍ଗେ ଶିବକୁମାରଙ୍କୁ ସ୍ପଷ୍ଟ ଭାବରେ...

ଜାତି ବଦଳାଇଲେ ଶିଆ ଓ୍ବାକଫ ବୋର୍ଡର ପୂର୍ବତନ ଚେୟାରମ୍ୟାନ

ନୂଆଦିଲ୍ଲୀ,୧।୧୧: ୨୦୨୧ରେ ସନାତନ ଧର୍ମ ଗ୍ରହଣ କରି ଲାଇମ ଲାଇଟକୁ ଆସିଥିବା ଶିଆ ୱାକଫ ବୋର୍ଡର ପୂର୍ବତନ ଚେୟାରମ୍ୟାନ ୱାସିମ ରିଜଭି ଏଥର ନିଜର ଜାତି...

ନଭେମ୍ବରରେ ରୁହନ୍ତୁ ସାବଧାନ! ଏଥର ପଡିବ ପ୍ରବଳ ଥଣ୍ଡା

ନୂଆଦିଲ୍ଲୀ,୧।୧୧: ଚଳିତ ବର୍ଷ ଶୀତ ଦେଶର ଅନେକ ରାଜ୍ୟରେ ରେକର୍ଡ ଭାଙ୍ଗିବାକୁ ଯାଉଛି, ଯାହାକୁ ନେଇ ପାଣିପାଗ ବିଭାଗ ମଧ୍ୟ ଏକ ସତର୍କ ସୂଚନା ଜାରି...

ଆଖିବୁଜିଲେ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା: ଶୋକ ପ୍ରକାଶ କଲେ ମୋଦି

ନୂଆଦିଲ୍ଲୀ,୧।୧୧: ଅର୍ଥନୀତିଜ୍ଞ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦର ଚେୟାରମ୍ୟାନ ବିବେକ ଦେବ୍ରୋଙ୍କ ଦେହାନ୍ତ ହୋଇଛି। ତାଙ୍କୁ ୬୯ ବର୍ଷ ବୟସ ହୋଇଥିଲା।...

ମହାରାଷ୍ଟ୍ର ନିର୍ବାଚନ: ଅଖିଳେଶ-ଓୱାଇସିଙ୍କ ଭାଙ୍ଗିଲା ସ୍ବପ୍ନ, ପ୍ରି-ପୋଲ ସର୍ଭେ ହଜାଇଲା ନିଦ

ଦେଶ ନଜର ରଖିଛି। ଏହି ସମୟରେ ଏକ ପ୍ରି-ପୋଲ ସର୍ଭେ ବାହାରିଛି, ଯେଉଁଥିରେ ଏମଭିଏର ଏକ ବଡ଼ ସୁବିଧା ହେଉଥିବା ଜଣାପଡିଛି । ସର୍ଭେ ଅନୁଯାୟୀ,...

ତିରୁପତି ମନ୍ଦିରରେ ଏବେ କେବଳ କାମ କରିବେ ହିନ୍ଦୁ, ବି ଆର ନାଇଡୁଙ୍କ ନିର୍ଦ୍ଦେଶ

ଅମରାବତି,୧।୧୧: ତିରୁମାଲା ଆୟର୍ଲାଣ୍ଡ ଦେବସ୍ତାନାମ (ଟିଟିଆଇ) ବୋର୍ଡର ନୂଆ ଚେୟାରମ୍ୟାନ ଭାବେ ଏନ ବି ଆର ନାଇଡୁଙ୍କୁ ବଛା ଯାଇଛି। ବୋର୍ଡର ନୂତନ ଚେୟାରମ୍ୟାନ ହେବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri