From rural pockets to major cities, the entire state is in a festive mode to celebrate Christmas. The churches have been decked up in colourful lights and Christmas trees have become a prime attraction for kids. The bakeries are also experiencing a good rush for Christmas cakes. Let’s check out what else people are doing this Christmas!
ବଡଦିନ ପାଇଁ ଉତ୍ସବମୁଖର ଗାଁଠୁ ସହର। ରାଜଧାନୀ ଭୁବନେଶ୍ୱରରେ ଧୁମଧାମରେ ବଡଦିନ ପାଳନ କରାଯାଉଛି। ରଙ୍ଗବେରଙ୍ଗର ଆଲୋକମାଳାରେ ଚର୍ଚ୍ଚ ଗୁଡିକ ସଜେଇ ହୋଇଥିବା ବେଳେ ବିଭିନ୍ନ ପ୍ରକାର ସ୍ୱାଦିଷ୍ଟ କେକ ପ୍ରସ୍ତୁତ କରାଯାଇଛି। ଏହି ଭିଡ଼ିଓରେ ବଡ଼ଦିନ କିଭଳି ପାଳନ କରାଯାଉଛି ଚାଲନ୍ତୁ ଦେଖିବା।