Categories: Video

Churches deserted this Good Friday amid lockdown | କରୋନା ପାଇଁ ଫିକା ପଡିଲା ଗୁଡ୍ ଫ୍ରାଇଡେ

ଆଜି ହେଉଛି ପବିତ୍ର ଗୁଡ୍ ଫ୍ରାଇଡେ । ଲକଡାଉନ ପାଇଁ ଖାଁ ଖାଁ ଚର୍ଚ୍ଚ ପରିସର । ଘରେ ରହି ପ୍ରଭୁ ଯୀଶୁଙ୍କୁ ପ୍ରାର୍ଥନା କରୁଛନ୍ତି ଖ୍ରୀଷ୍ଟଧର୍ମାବିଲମ୍ବି । ଶୁଭ ଶୁକ୍ରବାରରେ ସତ୍ୟ, ସେବା ପାଇଁ ପ୍ରଭୂ ଯୀଶୁଙ୍କୁ ମନେ ପକାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।