Categories: Video

Cine Jhalak-Highest paid B-Town star । ସିନେ ଝଲକ-ବଲିଉଡର ଦାମି ହିରୋ କିଏ ?

In this fresh episode of Cine Jhalak, watch to know why Jacqueline Fernandez was linked to Salman Khan on social media, the fitness mantra of Alia Bhatt, fans’ reactions on Ayushmann’s Bala, the upcoming movies of Khiladi Akshay Kumar, the highest paid actor of B-Town and Nick Jonas’ plan for wife Priyanka Chopra on their 1st marriage anniversary. Don’t forget to post your reviews on the comment section!

ଆଜିର ଏପିସୋଡରେ ଆମେ ଦେଖିବା କାହିଁକି ଜ୍ୟାକଲିନଙ୍କ ସହ ଭାଇଜାନଙ୍କ ନାଁକୁ ନେଇ ସୋସିଆଲ ମିଡିଆରେ ହେଉଛି ଚର୍ଚ୍ଚା? ଆଲିଆଙ୍କ ଫିଟନେସ ରାଜ କ’ଣ। ବାଲାରେ ଦର୍ଶକଙ୍କୁ କେତେ ପସନ୍ଦ ଆସିଲା ଆୟୁଷ୍ମାନଙ୍କ ଅଭିନୟ। ବଲିଉଡର ଦାମି ହିରୋ କିଏ ଓ କାହିଁକି ତାଙ୍କୁ ସବୁଠୁ ଦାମି ବୋଲି କୁହାଯାଉଛି। ଦେଶୀଗର୍ଲ ପ୍ରିୟଙ୍କା ଓ ପତି ନିକ ନିଜର ପ୍ରଥମ ବିବାହ ବାର୍ଷିକୀ ଲାଗି କ’ଣ ସବୁ ପ୍ଲାନ କରୁଛନ୍ତି।